Advertisement
Videos Details/odisha/zeeodisha2196821
Video ThumbnailPlay icon

Dharmendra Pradhan: ଖଟିଆରେ ବୁହା ହେଲେ ରୋଗୀ, ବିକାଶ କେଉଁଠି ବୋଲି ପ୍ରଶ୍ନ କରିଲେ ଧର୍ମେନ୍ଦ୍ର

ଖଟିଆ ରେ ବୁହା ହେଲେ ରୋଗୀ | ରାସ୍ତା ଖରାପ କାରଣରୁ ଯାଇ ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ | ୪୫ ମିନିଟ ଖଟିଆ ରେ ବୁହା ହେବା ପରେ ୧୦୮ ଆମ୍ବୁଲାନ୍ସ କୁ ଓ ପରେ ଡାକ୍ତରଖାନା କୁ ଆସିଲେ ରୋଗୀ | ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ ଗଡ଼ଲୋଇସିଂ ପଂଚାୟତ ର ବେଲପାଣି ଗାଁ ରେ | ଗତକାଲି ସେହି ଗାଁ ର ଜଣେ ମହିଳା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରାଯାଇଥିଲା |ରାସ୍ତା ଖରାପ ରହିଥିବା କାରଣରୁ ଆମ୍ବୁଲାନ୍ସ ଟି ଅଧା ବାଟରେ ରହିଯାଇଥିଲା | ବାଧ୍ୟ ହୋଇ ଗ୍ରାମବାସୀ ରୋଗ ରେ ପୀଡିତ ମହିଳା ଙ୍କୁ ଖଟିଆ ରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ | ତା ପରେ ତାଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଥିଲା | ଏ ବାବଦ ରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ | ଦେଶ ସ୍ୱାଧୀନ ହେବାର ୭୬ ବର୍ଷ ଓ ଓଡିଶା ଶାସନ କରୁଥିବା ବିଜେଡି ସରକାର ଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଲେ ଯେ ଯଦି ୨୫ ବର୍ଷ ଶାସନ ପରେ ମଧ୍ୟ ରାଜ୍ୟ ର ଏଭଳି ଅବସ୍ଥା ରହିଛି, ଖଟିଆ ରେ ବୁହା ହେଉଛନ୍ତି ରୋଗୀ |ତା ହେଲେ ବିକାଶ କେଉଁଠି ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର |
Mumbai Local Train: ପ୍ରବଳ ଭିଡ଼ କାରଣରୁ ଘଟିଲା ବଡ଼ ଅଘଟଣ, ଭିଡିଓ ଦେଖିଲେ ଟାଙ୍କୁରି ଉଠିବ ଲୋମ
Play icon01:15
Snake Viral Video: ବିଧାନସଭା ପରିସରରେ ଦୁଇ ସାପଙ୍କ ରୋମାଞ୍ଚକର ମିଳନ ଭିଡିଓ ଭାଇରାଲ
Play icon01:14
Hirakud Dam: ୨୮ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ, ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ
Play icon07:18
Weather Report: ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ୨୮ ଯାଏଁ ପ୍ରବଳ ବର୍ଷା
Play icon02:53
Budget 2024:  ବଜେଟରେ କଳାଜଗତକୁ ମିଳିନି କିଛି, ଦୁଃଖ ପ୍ରକାଶ କଲେ ଅଭିନେତା ବୁଦ୍ଧାଦିତ୍ୟ
Play icon01:37
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:18
ରାଜ୍ୟ ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦେଲେ ଏହି ପ୍ରତିକ୍ରିୟା
Play icon00:42
Indian Railway: ପଛେ ପଛେ ଆଣ; ଟ୍ରେନକୁ ଏପରି ଦେଖାଇବାକୁ ପଡିଲା ରାସ୍ତା, ଭିଡିଓ ଭାଇରାଲ
Play icon01:07
Madhumita Parida Death Case: ‘ମମି Sorry’ ଦୁନିଆ ଛାଡ଼ିବା ପୂର୍ବରୁ ମଧୁମିତାଙ୍କ ଶେଷ କଥା, ଦେଖନ୍ତୁ ଏହି ଭିଡିଓ
Play icon04:23
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:24
Weather Report: ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..
Play icon02:54
Sura Routray : ହେତୁବାଦୀ ପ୍ରତାପ ରଥ ଜଗନ୍ନାଥଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବର୍ଷିଲେ ସୁର, ଦେଖନ୍ତୁ ଏହି ଭିଡିଓ
Play icon02:08
Flood in Paradeep: ଜଗତସିଂହପୁର ଜିଲ୍ଲା ଭଣ୍ଡିସାହିର ଦୁଃଖ ପାଲଟିଛି ଦେବୀ ନଦୀ, ଦେଖନ୍ତୁ ଏହି ଭିଡିଓ..
Play icon03:00
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:24
Naveen Patnaik: କେନ୍ଦ୍ର ବଜେଟକୁ ନେଇ ଖପ୍ପା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Play icon03:07
Weather Update: ୨୭ ତାରିଖ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା, ୪ ଜିଲ୍ଲାରେ ବିକ୍ଷିପ୍ତ ବର୍ଷା
Play icon04:30
Tara Prasad Bahinipati:'ବିଜେପି ବିଜେଡି ନିଜ ଭିତରେ ଆଲୋଚନା କରି ଗୃହ ବନ୍ଦ କରିଛନ୍ତି'
Play icon01:58
Zee Odisha Impact: ଜୀ ଓଡି଼ଶାର ପ୍ରଭାବ, ନିଲମ୍ବନ ହେଲେ ଜଟୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ
Play icon03:28
Naveen Patnaik: 'ସରକାରୀ ଅଧିକାରୀଙ୍କୁ ମାଡ଼, ମୁଁ ଓ ମୋ ଦଳ ବହୁତ ଦୁଃଖିତ'
Play icon01:28
Odisha Weather: ବର୍ଷାରେ ଲାଗିବନି ବ୍ରେକ୍, ଆଗାମୀ ୩ ଦିନ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା
Play icon03:22
Akhandalmani Temple: ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ୨୦ହଜାରରୁ ଊର୍ଦ୍ଧ କାଉଡି଼ଆଙ୍କ ଭିଡ଼
Play icon04:17
Tara Prasad Reactino: 'ବିଜେପି ପ୍ରଭୁ ଜଗନ୍ନାଥ ଓ ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଛି'
Play icon01:23
Loknath Pitha: ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର, ଲୋକନାଥଙ୍କ ପୀଠରେ ଭିଡ଼
Play icon01:52
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:46
Mohan Ch Majhi: ବରପୁତ୍ର ମାନଙ୍କୁ ସମ୍ମାନ ଦିଅନ୍ତି ଆମ ସରକାର, ବଦଳିବନି ବିଜୁ କ୍ରୀଡା ପୁରସ୍କାର ନାଁ
Play icon01:27
Odisha assembly session: ଶେଷ ହେଲା ସର୍ବଦଳୀୟ ବୈଠକ, ଆସନ୍ତାକାଲି ବିଧାନସଭା ଅଧିବେଶନ
Play icon03:00
Mangal Alati: ମହାପ୍ରଭୁଙ୍କ ଦିବ୍ୟଆଳତି ରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନଚର୍ଯ୍ୟା, କୁହନ୍ତୁ 'ଜୟ ଜଗନ୍ନାଥ'
Play icon04:18
Hirakud Water: କମିଛି ହୀରାକୁଦ ଜଳଭଣ୍ଡାର ର ଜଳସ୍ତର, ପଡ଼ିବ ଘୋର ପ୍ରଭାବ
Play icon06:13
Weather Report: ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
Play icon04:36
Malkangiri Rain: ମାଲକାନଗିରିରେ ରେକର୍ଡ ବର୍ଷା, ଗତ ୨୪ ଘଣ୍ଟାରେ ୧୯୦.୦୨ ମିମି ବର୍ଷା ରେକର୍ଡ
Play icon00:51