Rani panda Viral Video: ଓଡି଼ଆ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ଗତ କିଛି ଦିନ ହେବ ସେ ଅସୁସ୍ଥତା ଭିତରେ ଅଛନ୍ତି। ରାଣୀଙ୍କୁ ମେଡିକାଲ୍ ରୁ ଡିସଚାର୍ଜ କରାଯାଇଛି। ତାଙ୍କର ଏହି ଅବସ୍ଥା ପାଇଁ ସେ ତାଙ୍କର ପୂର୍ବତନ ପ୍ରେମିକ ବିକ୍ରମକୁ ଦୋଷ ଦେଇଛନ୍ତି। ଏବଂ ସେ କହିଛନ୍ତି ଯେ, ମୁଁ ଦୟା କରୁଛି ବୋଲି ବିକ୍ରମ ବିବାହ କରୁଛି। ଦେଖନ୍ତୁ ଏହି ଭିଡି଼ଓ ....