Advertisement
Videos Details/odisha/zeeodisha1900474
Video ThumbnailPlay icon

Weather Report: ଆସନ୍ତା କାଲିଠୁ ରାଜ୍ୟରେ କମିବ ବର୍ଷା, ସୂଚନା ଦେଲା ପାଣିପାଗ ବିଭାଗ.

Odisha Weather :ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦକ୍ଷିଣ-ପୂର୍ବ ଝାଡଖଣ୍ଡ ଓ ସଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି। ଏହାସହ ଜଡିତ ମେଘଖଣ୍ଡ ରାଜ୍ୟର କିଛି ଅଞ୍ଚଳ ଉପରେ ରହୁଥିବାରୁ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପ୍ରବଳ ତ ଆଉ କେତେକ ସ୍ଥାନରେ କମ୍ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ତେବେ ଆଜି ୯ଟି ଜିଲ୍ଲା ଯଥା-ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ବାଲେଶ୍ବର , ଯାଜପୁର, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ଅନୁଗୋଳରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ (Yellow Alert) ଜାରି କରାଯାଇଛି। ତେବେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନଠାରୁ ବର୍ଷାର ପରିମାଣ କମିବ ।
VK Pandian: ଭିକେ ପାଣ୍ଡିଆନଙ୍କୁ ଏପରି ଢଙ୍ଗରେ କଟାକ୍ଷ କଲେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ
Play icon01:16
Bobby Das Education: କଳା ନା ବିଜ୍ଞାନ କଣ ପଢିଛନ୍ତି ବବିଦାସ, ପ୍ରଶ୍ନ କଲା ବିଜେପି
Play icon03:21
Dharmendra Pradhan: 'ଖୋଲା ବିତର୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ମନ୍ଦିର ଆସନ୍ତୁ'
Play icon03:10
Odisha Election: ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ
Play icon03:16
Puri Ratha Yatra: ପବିତ୍ର ଅକ୍ଷୟ ତୃତୀୟାରେ ହେବ ରଥନିର୍ମାଣ ଅନୁକୂଳ, ପର୍ଯ୍ୟାୟ କ୍ରମେ ପହଞ୍ଚୁଛି କାଠ
Play icon02:19
Video: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:20
Rani Panda: ରାଣୀଙ୍କ ଏହି ସ୍ଲୋ ମୋସନ ଡ୍ୟାନ୍ସ ଦେଖି ଦିୱାନା ହେଲେ ଫ୍ୟାନ୍ସ
Play icon01:04
Ira Mohanty Video:'ତୁ ମୋ ମନର ସରକାର' ଗୀତରେ ଝୁମିଲେ ,ଦେଖନ୍ତୁ ଭିଡିଓ
Play icon00:39
Varsha Priyadarshini: ଘର ଘର ବୁଲି ଭୋଟ୍ ମାଗୁଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଦେଖନ୍ତୁ ଏହି ଭିିଡିଓ..
Play icon01:27
Odisha Election: ନବରଙ୍ଗପୁରରେ ଗର୍ଜିଲେ ମୋଦି,'ଜୁନ୍ ୪ ବିଜେଡି ସରକାରର ଏକ୍ସପାଏରୀ ଡେଟ୍'
Play icon03:47
Odisha News: ବବି ଦାସଙ୍କର ସାମାନ୍ୟ ଜ୍ଞାନର ଅଭାବ ଅଛି ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ
Play icon01:53
Viral: ସ୍କୁଲକୁ ବିଳମ୍ବରେ ଆସିଲେ ବୋଲି ହାତାହାତି ପ୍ରିନ୍ସିପାଲ-ଟିଚର, ଭିଡିଓ ଭାଇରାଲ
Play icon01:18
BJP Press Meet: ଆସୁଛନ୍ତି ମୋଦି ଓ ନଡ୍ଡା, ପ୍ରେସମିଟ୍ କରି ଡିଟେଲ୍ସ ଦେଲା ରାଜ୍ୟ ବିଜେପି
Play icon05:01
Video: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:20
Vk Pandian: ଓଡ଼ିଆ ଇନଫ୍ଲୁଏନସରଙ୍କ ସହ କଣ କଥା ହେଲେ ପାଣ୍ଡିଆନ୍, କଣ ଦେଲେ ଟିପ୍ସ ଦେଖନ୍ତୁ
Play icon01:24
Upasana Mohapatra: ଚିଲିକାରେ ବିପଦପୂର୍ଣ୍ଣ ଜଳ ଯାତ୍ରାକୁ ବନ୍ଦ କରିବେ ଉପାସନା ମହାପାତ୍ର
Play icon03:10
Dharmendra Pradhan: 'ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିବାକୁ ଚାହିଁଥିଲେ ଧର୍ମେନ୍ଦ୍ର ପ୍ରଧାନ'
Play icon08:59
Nizamabad: ନିର୍ବାଚନ ପ୍ରଚାର ସମୟରେ ମହିଳାଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସ ପ୍ରାର୍ଥୀ, ଭିଡିଓ ଭାଇରାଲ
Play icon00:07
Odisha Election 2024: ଘଷିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ଭାବରେ ଲଢ଼ିବେ ସୌମ୍ୟରଞ୍ଜନ ପଟ୍ଟନାୟକ
Play icon04:01
Srimandir: ପତିତପାାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon04:20
Mamta Mahua Dance: ପ୍ରଚାର ସମୟରେ ମହୁଆ ମୈତ୍ରାଙ୍କ ସହ ଥେଇ ଥେଇ ନାଚିଲେ ମମତା ଦିଦି, ଭିଡିଓ ଭାଇରାଲ୍
Play icon00:26
Dance Video: ବରକୁ ପିଠିରେ ବସାଇ ଘୋଡା କଲା ଏପରି ନୃତ୍ୟ, ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ! ଭିଡିଓ ଭାଇରାଲ୍
Play icon00:12
Sidhant Mohapatra: ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ସିଦ୍ଧାନ୍ତ, ଅଭିନେତାଙ୍କୁ ଦେଖିବାକୁ ପ୍ରବଳ ଭିଡ଼
Play icon01:14
Blast In Plant:KJS, ଆଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ, ୧୦ ଜଣଙ୍କ ମଧ୍ୟରୁ ୪ ଗୁରୁତର
Play icon00:48
Prasanta Jagadev Target VK Pandian: 'ଶେଷରେ ଜଣେ ତାମିଲ ବାଲାକୁ ଦାୟୀତ୍ୱ ଦେଇ ଆମକୁ ତଳେ ବସେଇଲେ'
Play icon03:06
Manmath Routray: ନାମାଙ୍କନ ପତ୍ର ଦାଖଲ କଲେ ଭୁବନେଶ୍ୱର ଲୋକସଭା ଆସନର ବିଜେଡ଼ି ପ୍ରାର୍ଥୀ ମନ୍ମଥ ରାଉତରାୟ
Play icon01:47
Dharmendra Pradhan: ମାଆ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର
Play icon02:14
Odisha Election 2024: ପୁରୀରେ ୪ଜଣ କୋଟିପତି ପ୍ରାର୍ଥୀ, ପ୍ରଥମରେ ଅଛନ୍ତି...
Play icon04:26
Bjp Target Lenin Mohanty : ଲେନିନ ମହାନ୍ତି ବର୍ତ୍ତମାନ ଗୁମାସ୍ତା ଏବଂ କ୍ରୀତଦାସ ମୋହରେ ପଡିଯାଇଛନ୍ତି: ବିଜେପି
Play icon02:36
Video: ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:13