Advertisement
Videos Details/odisha/zeeodisha2207208
Video ThumbnailPlay icon

Odisha BJP: ବାଲିକୁଦା-ଏରସମା ଓ ଜଗତସିଂହପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ବହୁ ପ୍ରତୀକ୍ଷା ରେ ଆଜି ଜଗତସିଂହପୁର ଜିଲାର ବାଲିକୁଦା-ଏରସମା ଓ ଜଗତସିଂହପୁର ବିଧାନସଭା ଆସନ ନିମନ୍ତେ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ଜଗତସିଂହପୁର ରୁ ଦଳ ଅମରେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବାଲିକୁଦା -ଏରସମା ରୁ ସତ୍ୟ ସାରଥି ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଟିକେଟ ଘୋଷଣା ପରେ ଉଭୟ ପ୍ରାର୍ଥୀଙ୍କ ସମର୍ଥକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସତ୍ୟ ସାରଥି ରାଜନୀତି ରେ ନୂଆ ମୁହଁ ହୋଇଥିବା ବେଳେ ବିଜେଡିର ପୂର୍ବତନ ଜିଲା ସଭାପତି ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଥିବା ଅମରେନ୍ଦ୍ର ଦାସ ଛାତ୍ର ରାଜନୀତିରୁ ସକ୍ରିକ ରହି ଆସିଛନ୍ତି । ସେ ଗତ ସପ୍ତାହେ ହେଲା ବିଜୁ ଜନତା ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ବେଳେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି ।
Riya Dey: BJDକୁ ଭୋଟ ଦେବାକୁ ଅଭିନେତ୍ରୀ ରିୟାଙ୍କ ଅପିଲ୍, ବୁଝାଇଲେ ମାନିଫେଷ୍ଟୋ ବିଷୟରେ
Play icon01:10
Sambit Patraଙ୍କ ପାଇଁ ସୋସିଆଲ ମିଡିଆରେ ଏମିତି କହିଲେ ପିଙ୍କି ପ୍ରଧାନ, ଦେଖନ୍ତୁ Video
Play icon01:29
CM Naveen Pattnaik: ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର କରୁଛି ବିଜେପି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Play icon00:44
Kedarnath: ହେଲିକପ୍ଟରଟି ଲ୍ୟାଣ୍ଡିଂ ସମୟରେ କଲା ଡ୍ୟାନ୍ସ; ବାବା କେଦାର ବଞ୍ଚାଇ ଦେଲେ ୭ ଜୀବନ, ଦେଖନ୍ତୁ ଭିଡିଓ
Play icon00:42
VK Pandian: ପାରାଦୀପରେ ଭିକେ ପାଣ୍ଡିଆନ, ରାଲି ଦେଖିବାକୁ ସମର୍ଥକଙ୍କ ସହ ଜନତାଙ୍କ ଜନସମୁଦ୍ର
Play icon05:50
କୋରାପୁଟ: ମନ୍ଦିର ଘଣ୍ଟି ବଜାଇ ଭକ୍ତିରେ ଲିନ ହେଲା ଭାଲୁ! ଦେଖନ୍ତୁ ଭିଡିଓ
Play icon00:53
Sambit apologies: ମହାପ୍ରଭୁଙ୍କ ନିକଟରେ କାନ୍ଦି କାନ୍ଦି କ୍ଷମା ପ୍ରାର୍ଥନା କଲେ ସମ୍ବିତ ପାତ୍ର
Play icon03:16
CM Yogi Adityanath: ଓଡ଼ିଶାରେ ବିଜେପି ପାଇଁ ପ୍ରଚାର କଲେ ଯୋଗୀ ଆଦିତ୍ୟନାଥ, ଦେଖନ୍ତୁ ଏହି ଭିଡିଓ
Play icon03:19
Paradeep news: ପାରାଦୀପ ସମୁଦ୍ର ଆଙ୍କରେଜ ଇଲାକାରେ ଫିଲିପାଇନ୍ସ ନାଗରିକଙ୍କ ମୃତ୍ୟୁ
Play icon01:29
ଓଃ କି ଗରମ! ଗରମ ବାଲିରେ ପାମ୍ଫଡ ସେକିଲେ ବିଏସଏଫ ଯବାନ୍; ଭିଡିଓ ଭାଇରାଲ୍
Play icon00:48
Arun Govil : ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ “ରାମ”, ଦେଖନ୍ତୁ ଏହି ଭିଡିଓ
Play icon04:06
Manmath Routray: 'ମନ୍ମଥ ରାଉତରାୟଙ୍କୁ ବିଜୟୀ କରିବାକୁ ଅନୁରୋଧ'
Play icon04:03
Lipi Mohapatra: କାହା ହୃଦୟରେ ଘର କରିଛନ୍ତି ଲିପି, ଇନଷ୍ଟା ଭିଡିଓରେ ନିଜେ କଲେ ଖୁଲାସା
Play icon00:37
Odisha Congress: ସାରା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି ସମ୍ବିତ ପାତ୍ରଙ୍କ ମନ୍ତବ୍ୟ;କଂଗ୍ରେସ
Play icon08:58
Road Accident: ଖାଇକୁ ଖସିଲା ପିକ୍ ଅପ ଭ୍ୟାନ୍, ଛିନଛତ୍ର ହୋଇ ପଡ଼ିଛି ୧୮ ମୃତଦେହ
Play icon01:20
PM At Puri: ଦିବ୍ୟ ମୁହୂର୍ତ୍ତରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Play icon05:09
Prasant Jagdev: ଟାଣଖରାରେ ବି ସ୍ବାମୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କରୁଛନ୍ତି ପତ୍ନୀ ସ୍ୱାଗତିକା ଜଗଦ୍ଦେବ
Play icon04:27
PM Puri Visit: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ଶେଷ
Play icon04:00
Varsha Priyadarshini: ଏପଟେ ଅନୁଭବ ବଖାଣୁଛନ୍ତି ଦୁଃଖ, ସେପଟେ ନିଜ କର୍ତ୍ତବ୍ୟରେ ଲିପ୍ତ ବର୍ଷା
Play icon02:10
ରିଲ୍ ତିଆରିରେ କରିବା ବ୍ୟସ୍ତ ଥିଲା ପୋଲିସ୍, ପିଠି ପଛରେ ନିୟମ ଭାଙ୍ଗୁଥିଲେ ଲୋକେ; ଭିଡିଓ ଭାଇରାଲ
Play icon00:24
Rajasthan CM: ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ନେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
Play icon02:39
Odisha BJD: ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ବାପି ସର୍ଖେଲ
Play icon03:36
Raju Das: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ
Play icon03:18
ହାଇଦ୍ରାବାଦରେ ସ୍କୁଲ ପିଲାମାନଙ୍କ ସହିତ ଷ୍ଟ୍ରିଟ୍ କ୍ରିକେଟ୍ ଖେଳିଲେ ପ୍ୟାଟ୍ କମିନ୍ସ ଦେଖନ୍ତୁ ଭିଡିଓ
Play icon00:23
Mahanadi Issue: ମହାନଦୀ ଅସୁବିଧାକୁ ବୁଝିନାହାଁନ୍ତି ଧର୍ମେନ୍ଦ୍ର, ଓଲଟା ଭୋଟ ରାଜନୀତି କରିଛନ୍ତି
Play icon03:10
VK Pandian: 'ଦଶ ବର୍ଷ ସରକାରରେ ରହି ବି କିଛି କରିପାରିଲେନି ଧର୍ମେନ୍ଦ୍ର'
Play icon02:46
Varsha Priyadarshini:ଜୋରସୋରରେ ଚାଲିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଚାର, ଘର ଘର ବୁଲି କରୁଛନ୍ତି ଭୋଟ୍ ଭିକ୍ଷା...
Play icon02:15
Leopard Rescue: ବାରିପଦା ସହର ବୁଢିଖମାରୀ ସାହିରେ ବାଘ ଆତଙ୍କ, ଲୋକେ ଭୟଭୀତ
Play icon02:54
VK Pandian: ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବିପ୍ଳବ ଦେବ, ଦେଖନ୍ତୁ ଏହି ଭିଡିଓ
Play icon02:21
Prasanta Jagadev Target BJD: 'ମୁଁ କହିଥିଲି ନା କଳି ଆସିଛି, ଘାଇ ହେଲା, ବନ୍ଧ ଭାଙ୍ଗିଲା'
Play icon03:43