Video: କୋଭିଡ ସମୟରେ ସେ ୟୁଟୁବ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିଲେ । କାକା ନାମରେ ସାରା ରାଜ୍ୟରେ ଲୋକଙ୍କ ନିକଟରେ ସେ ବେଶ୍ ପରିଚିତ ହୋଇଥିଲେ । ବର୍ତ୍ତମାନ 'ମହାଲ ମାଣ୍ଡା' କମେଡି ମାଧ୍ୟମରେ ସାରା ଓଡ଼ିଶାରେ ଲୋକଙ୍କ ଅତିପ୍ରିୟ ହୋଇପାରିଛନ୍ତି ହାସ୍ୟ ଅଭିନେତା ଗିରିଜା ଶଙ୍କର । ଅନେକ କଳାକାରଙ୍କ ସ୍ୱରକୁ ନକଲ କରିବାର କଳା ରହିଛି ଗିରିଜାଙ୍କ ନିକଟରେ । ଏହା ହେଉଛି ଏକ ଗୀତ ରେକଡିଂ ସମୟର ଦୃଶ୍ୟ ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.