Heart Touching Video: ଏହି ଭିଡିଓ ସେୟାର କରି ସନ୍ଦେଶ କଦୁର ଲେଖିଛନ୍ତି, 'ଭାରତର ସୁଦୂର ଉତ୍ତର-ପୂର୍ବରେ କାମ କରିବାବେଳେ ମୁଁ ଏହି ଦୁଇ ଅନାଥ ପିଲାଙ୍କ ମେଘୁଆ ଚିତାବାଘର କାହାଣୀ ସାମ୍ନାକୁ ଆସିଥିଲି, ଯେଉଁମାନେ ମୋର ପ୍ରାଣୀ ଚିକିତ୍ସକ @wildlifetrustofindia ରୁ ଉଦ୍ଧାର ହୋଇଥିଲେ ଓ ଋକଭରି କରିବା ପ୍ରକ୍ରିୟାରେ ଅଛନ୍ତି । କଦୁର ଏହି ବନ୍ୟଜନ୍ତୁଙ୍କ ବିଷୟରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲେ । ଦେଖନ୍ତୁ ଏହି ଭାଇରାଲ ଭିଡିଓ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.