୨୦୧୮ରେ ଅକ୍ଟୋବର ମାସରେ ହାରାହାରି ୨୩୪.୯୮ ମିମି ବର୍ଷା ରେକର୍ଡ କରାଯାଇଥିଲା। ୨୦୧୯ରେ ୩୧୮.୨୩ ମିମି, ୨୦୨୦ରେ ୨୬୫.୭୨ ମିମି, ୨୦୨୧ରେ ୮୪ ମିମି, ୨୦୨୨ ଅକ୍ଟୋବର ମାସରେ ୧୫୭ ମିମି ବର୍ଷା ରେକର୍ଡ କରାଯାଇଥିଲା। ଯଦି ଆଗାମୀ ୧୪ ଦିନ ମଧ୍ୟରେ ବର୍ଷା ନହୁଏ ତେବେ ୨୦୨୧ର ବର୍ଷା ହ୍ରାସର ରେକର୍ଡକୁ ୨୦୨୩ ଭାଙ୍ଗିବା ସମ୍ଭାବନା ରହିଛି। ବର୍ଷାର ପରିମାଣର ତଥ୍ୟାନୁସାରେ, ଅକ୍ଟୋବର ମାସରେ ଯଦିଓ ବର୍ଷା ଦିନ ସଂଖ୍ୟା ୬ରୁ ୭ ଦିନ ମଧ୍ୟରେ ରହିଥାଏତେବେ ସ୍ବାଭାବିକ ଭାବେ ହାରାହାରି ୧୪୯ରୁ ୧୫୧ ମିମି ବର୍ଷା ହୋଇଥାଏ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.