Video: ବର୍ତ୍ତମାନ ଅଭିନେତ୍ରୀ ରୋମ୍ୟାଞ୍ଜଳୀଙ୍କୁ ନେଇ ଅନେତ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଲଗାତାର୍ ତାଙ୍କର ଅନେକ ଗୁଡିଏ ଗୀତ ହିଟ୍ ହେବାରେ ଲାଗିଛି । ତେବେ ଏହାରି ମଧ୍ୟରେ ରୋମ୍ୟାଞ୍ଜଳୀଙ୍କ ନିକଟକୁ ଅନେକ ଗୁଡିଏ ଅଫର୍ ଆସୁଥିବା ସୂଚନା ମିଳିଛି । ରୋମ୍ୟାଞ୍ଜଳୀ ସୋସିଆଲ୍ ମିଡିଆରେ ନିଜ ଫ୍ୟାନ୍ସଙ୍କ ସହ ଯୋଡି ରହିବାକୁ ଅନେକ ଗୁଡିଏ ରିଲ୍ସ ପ୍ରସ୍ତୁତ କରନ୍ତି । ବର୍ତ୍ତମାନ ଯେଉଁ ରିଲ୍ସଟି ଭାଇରାଲ୍ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି ପ୍ରସିଦ୍ଧ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ସହ ଭିଡିଓରେ ନଜର ଆସିଛନ୍ତି ରୋମ୍ୟାଞ୍ଜଳୀ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.