Weather News: ୩୬ ଡିଗ୍ରୀ ପାର୍ ହେଲା ତାପମାତ୍ରା, ଆଗକୁ ଅସହ୍ୟ !
Advertisement
Article Detail0/zeeodisha/odisha2118662

Weather News: ୩୬ ଡିଗ୍ରୀ ପାର୍ ହେଲା ତାପମାତ୍ରା, ଆଗକୁ ଅସହ୍ୟ !

Weather Update: ଆଜି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ । ଟିଟିଲାଗଡ ଏବଂ ଭବାନୀପାଟଣାରେ ସର୍ବାଧିକ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କେବଳ ସେତିକି ନୁହେଁ ରାଜ୍ୟର ପ୍ରମୁଖ ୫ଟି ସହରରେ ମଧ୍ୟ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି ।  ବଲାଙ୍ଗୀରରେ ୩୫.୯ ଡିଗ୍ରୀ, ବୋଦ୍ଧରେ ୩୫.୫ ଡିଗ୍ରୀ ଏବଂ ଝାରସୁଗୁଡାରେ ତାପମାତ୍ରା ୩୫.୪ ଡିଗ୍ରୀ ରହିଥିଲା । 

Weather News: ୩୬ ଡିଗ୍ରୀ ପାର୍ ହେଲା ତାପମାତ୍ରା, ଆଗକୁ ଅସହ୍ୟ !

Weather Update: ଏବେଠାରୁ ରାଜ୍ୟରେ ବଢିଲାଣି ତାତି । ଆଜି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ । ଟିଟିଲାଗଡ ଏବଂ ଭବାନୀପାଟଣାରେ ସର୍ବାଧିକ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କେବଳ ସେତିକି ନୁହେଁ ରାଜ୍ୟର ପ୍ରମୁଖ ୫ଟି ସହରରେ ମଧ୍ୟ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହିଛି ।  ବଲାଙ୍ଗୀରରେ ୩୫.୯ ଡିଗ୍ରୀ, ବୋଦ୍ଧରେ ୩୫.୫ ଡିଗ୍ରୀ ଏବଂ ଝାରସୁଗୁଡାରେ ତାପମାତ୍ରା ୩୫.୪ ଡିଗ୍ରୀ ରହିଥିଲା । 

ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ମାଲକାନଗିରି, ହୀରାକୁଦ ଏବଂ ସମ୍ୱଲପୁରରେ ତାପମାତ୍ରା ୩୪.୭ ଡିଗ୍ରୀ ଥିଲା । ସୋନପୁର ଏବଂ ପାରଳାଖେମୁଣ୍ଡିରେ ତାପମାତ୍ରା ରହିଥିଲା ୩୪.୮ ଡିଗ୍ରୀ । ନୟାଗଡ, ରାୟଗଡା, ଏବଂ ଅନୁଗୁଳରେ ତାପମାତ୍ରା ୩୪ରୁ ୩୪.୫ ମଧ୍ୟରେ ରହିଥିଲା ।  ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଆଗାମି ୩ ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ ରହିବା ସହ ସ୍ୱଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଆହୁରୀ ବଢିପାରେ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ତାତି ରହିବ ବୋଲି ଆକଳନ କରାଯାଇଛି ।

Also Read- Garlic Price: ମାଲାମାଲ୍ ହେଲେ ରସୁଣ ଚାଷୀ, ଦର ବୃଦ୍ଧି କାରଣରୁ କ୍ଷେତରେ ଲଗାଇଲେ CCTV

Also Read- ସରକାରୀ ବିଦ୍ୟାଳୟରେ ଅଘଟଣ, ପାଇଖାନା ଛାତ ଧସି ୨ ଛାତ୍ର ଆହତ