Odisha News: ରିଲିଫ କୋର୍ଡ ଏଣିକି ଅଧିକାର ଆଇନ
Advertisement
Article Detail0/zeeodisha/odisha2504771

Odisha News: ରିଲିଫ କୋର୍ଡ ଏଣିକି ଅଧିକାର ଆଇନ

Odisha News: ଏହି ଆଇନ ଇଂରେଜ ତିଆରି କରିଥିଲେ। ଏହାପରେ ଏଥିରେ କାଁ ଭା ସଂଶୋଧନ ହୋଇଛି। ତେବେ ନୂଆ ସରକାରଙ୍କ ବିଚାର ଅନୁଯାୟୀ ରିଲିଫ୍ ହେଉଛି ଏକ ଦୟାର ଶବ୍ଦ। ତେଣୁ ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ସେମଙ୍କନର ଅଧିକାର ମିଳିବ। ରିଲିଫ୍ କୋର୍ଡ, ଅଧିକାର ଆଇନରେ ପରିଣତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Odisha News: ରିଲିଫ କୋର୍ଡ ଏଣିକି ଅଧିକାର ଆଇନ

ଭୁବନେଶ୍ୱର: ବର୍ଷ ବର୍ଷ ଧରି ରାଜସ୍ବ ବିଭାଗ ବ୍ୟବହାର କରୁଥିବା ରିଲିଫ ଶବ୍ଦ ଏଣିକି ଆଉ ବ୍ୟବହାର ହେବ ନାହିଁ । ଓଡ଼ିଶା ରିଲିଫ କୋଡ଼ ବଦଳରେ ଏହା ଏଣିକି ଅଧିକାର ଆଇନରେ ପରିଣତ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । 
ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ମୁତାବକ ପ୍ରାକୃତିକ ବିପର୍ଯ୍ୟୟ ବେଳେ ସହାୟତା ପ୍ରଦାନ ବେଳେ ରିଲିଫ୍ କୋର୍ଡ ଆଇନର ବ୍ୟବହାର ହୋଇଥାଏ।

 ଏହି ଆଇନ ଇଂରେଜ ତିଆରି କରିଥିଲେ। ଏହାପରେ ଏଥିରେ କାଁ ଭା ସଂଶୋଧନ ହୋଇଛି। ତେବେ ନୂଆ ସରକାରଙ୍କ ବିଚାର ଅନୁଯାୟୀ ରିଲିଫ୍ ହେଉଛି ଏକ ଦୟାର ଶବ୍ଦ। ତେଣୁ ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ସେମଙ୍କନର ଅଧିକାର ମିଳିବ। ରିଲିଫ୍ କୋର୍ଡ, ଅଧିକାର ଆଇନରେ ପରିଣତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।