Advertisement
Photo Details/zeeodisha/odisha2448798
photoDetails0hindi

Gold Rate Today: ଦୁର୍ଗା ପୂଜା ପୂର୍ବରୁ ଗ୍ରାହକଙ୍କୁ ଝଟକା, ଭରି ପିଛା ଏତେ ଶହ ଟଙ୍କା ବୃଦ୍ଧି ପାଇଲା ସୁନା ରେଟ୍

Gold Rate Today: ପାର୍ବଣ ପୂର୍ବରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼।  ଉଛୁଳୁଛି ସୁନା ବଜାର। ଗତକାଲି ଦର ବୃଦ୍ଧି ପାଇଥିବା ବେଳେ ଆଜି ମଧ୍ୟ ଦରରେ ପରିବର୍ତ୍ତନ ହୋଇଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା ରଖିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍।...

 

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୧,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୪୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୪୦୦ ଓ ୪୩୦ ଟଙ୍କା ବୃଦ୍ଧି ପାଇଛି। 

ALSO READ: Shani Gochar 2024: ଶନିଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ୨୦୨୫ ଶେଷ ଯାଏଁ ରହିବନି ଧନର ଅଭାବ!

ALSO READ: Career Horoscope Today: ସେପ୍ଟେମ୍ବର ୨୭ରେ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ମାଆ ଲକ୍ଷ୍ମୀଙ୍କ ଆର୍ଶିବାଦରୁ ପାଇବେ ଅପାର ଲାଭ!

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୧,୧୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୬୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୪୦୦ ଓ ୪୩୦ ଟଙ୍କା ବଢିଛି। 

3/5

ମାୟା ନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୪୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୪୦୦ ଓ ୪୩୦ ଟଙ୍କା ବୃଦ୍ଧି ପାଇଛି। 

 

4/5

ସେହିକ୍ରମରେ ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୦୦୦ ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୪୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୪୦୦ ଓ ୪୩୦ ଟଙ୍କା ରହିଛି। 

5/5

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରର ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୦୦୦ ଟଙ୍କା ରହିଥିବା ବେଳେ ୨୪  କ୍ୟାରେଟ୍ ର ଦାମ୍ ୨୪ କ୍ୟାରେଟ୍ ର ଦାମ୍ ୭୭,୪୫୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୮,୦୯୦ ଟଙ୍କା ରହିଛି । ୧୮ କ୍ୟାରେଟ୍ ରେ ଭରି ପିଛା ୩୨୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୨ କ୍ୟାରେଟ ରେ ୪୦୦ ଓ ୨୪ କ୍ୟାରେଟ୍ ରେ ୪୩୦ ଟଙ୍କା ବଢିଛି।