Advertisement
Photo Details/zeeodisha/odisha2445680
photoDetails0hindi

Gold Rate Today: ପୁଣି ଥରେ ରେକର୍ଡ଼ ଭାଙ୍ଗିଲା ସୁନା ଦର, ଆଜି ଭରି ପିଛା ଏତେ ଶହ ଟଙ୍କା ହେଲା ବୃଦ୍ଧି

 
Gold Rate Today: ସୁନା ଦରକୁ ନେଇ ଆସିଲା ବଡ଼ ଅପେଡେଟ୍। ଗତକାଲି ସୁନା ଦରରେ ବୃଦ୍ଧି ହୋଇଥିବା ବେଳେ ଆଜି ମଧ୍ୟ ସୁନା ରେଟ୍ ରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା ରଖିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍।

1/5
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୦,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୦୨୦ ଟଙ୍କା ରହିଛି। ଆଜି ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୬୦୦ ଓ ୬୬୦ ଟଙ୍କା ବୃଦ୍ଧି ପାଇଛି। 

ALSO READ: Guru Vakri 2024: ବୃହସ୍ପତିଙ୍କ ଓଲଟା ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, କ୍ୟାରିୟରକୁ ନେଇ ମିଳିବ ଗୁଡ୍ ନ୍ୟୁଜ୍!

ALSO READ: Sukra Surya Yuti 2024: ତୁଳାରେ ଶୁକ୍ର-ସୂର୍ଯ୍ୟ ସୃଷ୍ଟି କରିବାକୁ ଯାଉଛନ୍ତି ଦୁର୍ଲଭ ଯୋଗ, ଏହିସବୁ ରାଶିର ଆରମ୍ଭ ହେବାକୁ ଯାଉଛି ଶୁଭ ସମୟ

 

2/5
ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୦,୭୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୧୭୦ ଟଙ୍କା  ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୬୦୦ ଓ ୬୬୦ ଟଙ୍କା ବୃଦ୍ଧି ପାଇଛି। 

3/5
ସେହିପରି ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ  ୭୦,୬୦୦ ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୦୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୬୦୦ ଓ ୬୬୦ ଟଙ୍କା ବୃଦ୍ଧି ପାଇଛି। 

4/5
ଅନ୍ୟପେଟେ, ଚେନ୍ନାଇରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍  ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୦,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୦୨୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ପିଛା ୬୦୦ ଓ ୬୬୦ ଟଙ୍କା ବୃଦ୍ଧି ପାଇଛି। 

5/5
  ସେହିପରି, ଓଡିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୭,୦୨୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୭,୭୭୦ ଟଙ୍କା ରହିଛି। ୧୮,୨୨ ଓ ୨୪ କ୍ୟାରେଟ୍ ପିଛା ୫୦୦,୬୦୦ ଓ ୬୬୦ ଟଙ୍କା ବଢିଛି।