Advertisement
Photo Details/zeeodisha/odisha2482952
photoDetails0hindi

Gold Rate Today: ଦୀପାବଳି ଓ ଧନତେରାସ୍ ପୂର୍ବରୁ ପୁଣି ବଢିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ ଭରି ପିଛା କେତେ ରହିଛି ରେଟ୍ ?

Gold Rate Today: ଉଛୁଳୁଛି ସୁନା ବଜାର। ଦୀପାବଳି ଓ ଧନତେରାସ୍  ପୂର୍ବରୁ ବଢିଲା ସୁନା ରେଟ୍। ଯାହା କେବଳ ଗ୍ରାହକଙ୍କ ଟେନସନ୍ ବଢାଇ ଦେଇନି। ଦୋକାନୀଙ୍କୁ ମଧ୍ୟ ଚିନ୍ତାରେ ପକାଇଛି। କାହିଁକିନା ଆଗକୁ ଆସୁଛି ଧନତେରାସ୍ ଓ ଦୀପାବଳି ପର୍ବ। ଦର ବୃଦ୍ଧି ହେଲେ ସୁନା କାରବାର କମ୍ ହେବ । ତେବେ, ଆସନ୍ତୁ ଜାଣିବା ଆଜି ଭାରତରେ ଭରି ପିଛା କେଉଁ ସହରରେ କେତେ ଅଛି ରେଟ୍?...

 

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୩,୦୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୬୫୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ପିଛା ୧୦ ଟଙ୍କା ବୃଦ୍ଧି ପାଇଛି। 

ALSO READ: Horoscope 23 October 2024: ୨୩ ଅକ୍ଟୋବରରେ ଭଗବାନ ଗଣେଶ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ

ALSO READ: Guru Gochar 2024: ଏହିସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ବୃହସ୍ପତି, ବ୍ୟବସାୟୀ ହେବେ ଲାଭବାନ୍, ଚାକିରିଆ ପାଇବେ ଖୁସି ଖବର!

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୩,୧୬୦ ଟଙ୍କା ରହିଛି। ୨୪ କ୍ୟାରେଟ୍ ର ଦାମ୍  ୭୯,୮୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ଭରି ପିଛା ମାତ୍ର ୧୦ ଟଙ୍କା ବୃଦ୍ଧି ପାଇଛି। 

 

3/5

ମୁମ୍ବାଇରେ ମଧ୍ୟ ସୁନାଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୭୩,୦୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୬୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରଟ୍ ଭରି ପିଛା ୧୦ ଟଙ୍କା ବୃଦ୍ଧି ପାଇଛି। 

 

4/5

ଚେନ୍ନାଇରେ ମଧ୍ୟ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୩, ୦୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୬୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ପିଛା ଏଠାରେ ମଧ୍ୟ ୧୦ ଟଙ୍କା ବଢିଛି। 

 

5/5

ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୭୩,୦୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୬୫୦ ଟଙ୍କା ରହିଛି। ଏଠାରେ ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୦ ଟଙ୍କା ବୃଦ୍ଧି ପାଇଛି।