Advertisement
Photo Details/zeeodisha/odisha2525122
photoDetails0hindi

Gold Rate Today: ନୂଆ ସୁନା ଦର ଜାରି, ୬୦ ହଜାର ତଳେ ଭରି ପିଛା ମୂଲ୍ୟ

Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ବିବାହ ସିଜିନ୍ ରେ ପୁଣି ବଢିଲା ସୁନା ରେଟ୍। ଗତ ୪ ତିନ ହେବ ସୁନା ଦର ଲଗାତର ଭାବେ ବୃଦ୍ଧି ହେବାରେ ଲାଗିଛି। ଆଜି ମଧ୍ୟ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍

1/5
ଆଜି ଭାରତୀୟ ବାଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୮୨୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୮୦୦ ଓ ୮୭୦ ଟଙ୍କା ବଢିଛି। 

ALSO READ: Grah Gochar 2024: ଡିସେମ୍ବର ୨ରେ ୪ ଗ୍ରହଙ୍କ ରାଶି-ନକ୍ଷତ୍ର ପରିବର୍ତ୍ତନ, ଚମକିବ ୫ରାଶିଙ୍କ ଭାଗ୍ୟ, କିଣିବେ ନୂଆ ଘର ସହ...

ALSO READ: Job And Business Horoscope: ନଭେମ୍ବର ୨୨ରେ ଫିଟିବ ୫ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରେ ମିଳିବ ପଦୋନ୍ନତିର ସହ...

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାରେ ୧୦ ଗ୍ରାମ୍ ରେଟ୍ ୭୨,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୯୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୮୦୦ ଓ ୮୭୦ ଟଙ୍କା ବୃଦ୍ଧି ପାଇଛି। 

3/5
ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୮୨୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ୮୦୦ ଓ ୮୭୦ ଟଙ୍କା ବଢିଛି।   

4/5
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୮୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୮୦୦ ଓ ୮୭୦ ଟଙ୍କା ବୃଦ୍ଧି ପାଇଛି। 

5/5
ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୮,୮୨୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୯,୧୨୦ ଟଙ୍କା ରହିଛି । ତେବେ,ଏଠାରେ ଆମେ ଆପଣଙ୍କୁ ସୂଚନା ଦେବୁ ଯେ, ୨୨ କ୍ୟାରେଟ୍ ରେ ୮୦୦ ,୨୪ କ୍ୟାରେଟ୍ ରେ ୮୭୦ ଓ ୧୮ କ୍ୟାରେଟ୍ ରେ ୬୬୦ ଟଙ୍କା ବଢିଛି।