Advertisement
Photo Details/zeeodisha/odisha2561768
photoDetails0hindi

Gold Rate Today: ଆଜି ପୁଣି ସୁନା ଦରରେ ହ୍ରାସ, ଭୁବନେଶ୍ବରରେ ଭରି ପିଛା ଏତେ ଟଙ୍କା କମିଲା ରେଟ୍

Gold Rate Today: ଗ୍ରାହକଙ୍କ ପାଇଁ ଖୁସି ଖବର। ବିବାହ ସିଜିନ୍-ରେ ସୁନା ଦରରେ ହ୍ରାସ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି। କେବଳ ଗ୍ରାହକଙ୍କୁ ନୁହେଁ, ଦୋକାନୀଙ୍କ ଖୁସି ମଧ୍ୟ କହିଲେ ନ ସରେ। ଦର କମିଥିବାରୁ ଦୋକାନରେ ଖଚାଖଚ୍ ଭିଡ ମଧ୍ୟ ବଢୁଛି। ଆଜି ମଧ୍ୟ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ସୁନା ଦୋକାନକୁ ଯିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ଆଜିର ରେଟ୍

1/5

ଆଜି ବିଶେଷକରି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧, ୩୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୮୮୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ମାତ୍ର ୧୦ ଟଙ୍କା କମିଛି। 

ALSO READ: ଏହିସବୁ ରାଶିଙ୍କ ଉପରେ ରହିବ ଶନି-ଶୁକ୍ରଙ୍କ ବିଶେଷ କୃପା, ନୂଆବର୍ଷ ପୂର୍ବରୁ ଆରମ୍ଭ ହେବ ଶୁଭଦିନ, ପୂରଣ ହେବ ସବୁ ସ୍ବପ୍ନ!

ALSO READ: Petrol Diesel Price Today: ଗାଡ଼ିରେ ତେଲ ପକାଇବା ପୂର୍ବରୁ, ଏଠାରେ ଚେକ କରି ନିଅନ୍ତୁ ଆଜିର ପେଟ୍ରୋଲ- ଡିଜେଲ ରେଟ୍

2/5

ସେହିପରି, ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୫୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୮,୦୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ମାତ୍ର ୧୦ ଟଙ୍କା ହ୍ରାସ ପାଇଛି। 

3/5
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୩୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୮୮୦ ଟଙ୍କା ରହିଛି ।  ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ଖସିଛି।

4/5
ସେହିପରି ଦକ୍ଷିଣ-ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍  ୭୧,୩୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୮୮୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଏଠାରେ ମଧ୍ୟ ୧୦ ଟଙ୍କା ହ୍ରାସ ପାଇଛି।

5/5

ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୩୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୮୮୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍  ୫୮,୪୧୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ,୨୪ ଓ ୧୮ କ୍ୟାରେଟ୍ ରେ ୧୦ ଟଙ୍କା କମିଛି।