Advertisement
Photo Details/zeeodisha/odisha2488324
photoDetails0hindi

Gold Rate: ଧନତେରସ ପୂର୍ବରୁ ଶସ୍ତା ହେଲା ସୁନା, ଜାଣନ୍ତୁ ଆଫଣଙ୍କ ସହରେର କେତେ ରହିଛି ଦର?

Gold-Silver Price: ଦିପାବଳୀ ଏବଂ ଧନ୍ତରସରେ ସୁନା ଓ ରୂପା କିଣୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି। ସୁନା ଓ ରୂପା ମୂଲ୍ୟ ରେକର୍ଡ ସ୍ତରରୁ ଖସି ଆସିଛି। ଆଜି ସୁନା ୬୦୦ ଟଙ୍କା ଶସ୍ତା ହୋଇଛି। ଆଜି ଦିଲ୍ଲୀ, ନୋଏଡା, ଗାଜିଆବାଦ, ଲକ୍ଷ୍ନୌ, ଜୟପୁର, ଭୁବନେଶ୍ୱର ସମେତ ଉତ୍ତର ଭାରତର ପ୍ରମୁଖ ସହରରେ ୨୪ କ୍ୟାରେଟ ସୁନା ମୂଲ୍ୟ ପ୍ରାୟ ୭୯୦୦୦ ଟଙ୍କା ରହିଛି। 

 

1/5

ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦର ୭୩୧୦୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦର ୭୯୭୩୦ ଟଙ୍କା ରହିଛି।

 

2/5

ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦର ୭୨୯୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦର ୭୯୫୮୦ ଟଙ୍କା ରହିଛି।

 

3/5

କୋଲକାତାରେ ୨୨ କ୍ୟାରେଟ୍ ସୁନା ଦର ୭୨୯୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦର ୭୯୮୫୦ ଟଙ୍କା ରହିଛି।

 

4/5

ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ଦର ୭୨୯୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦର ୭୯୫୮୦ ଟଙ୍କା ରହିଛି।

 

5/5

ଭୁବନେଶ୍ୱର ୨୨ କ୍ୟାରେଟ୍ ସୁନା ଦର ୭୨୯୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦର ୭୯୫୮୦ ଟଙ୍କା ରହିଛି।