Petrol Diesel Price Today: ଜାରି ହେଲା ଆଜିର ପେଟ୍ରୋଲ୍-ଡିଜେଲ୍ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ତେଲ ରେଟ୍
Advertisement

Petrol Diesel Price Today: ଜାରି ହେଲା ଆଜିର ପେଟ୍ରୋଲ୍-ଡିଜେଲ୍ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ତେଲ ରେଟ୍

Petrol Diesel Price Today: ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦରରେ (Petrol Diesel latest Price) କିଛିଟା ପରିବର୍ତ୍ତନ ହୋଇଇଛି । କେତେକ ପ୍ରମୁଖ ସହରରେ ତେଲ ଦର ହ୍ରାସ ପାଇଥିବା ବେଳେ ଆଉ କିଛିଟା ସହରରେ ତେଲ ଦର ବୃଦ୍ଧି ପାଇଛି। ତେବେ, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର ।

Petrol Diesel Price Today: ଜାରି ହେଲା ଆଜିର ପେଟ୍ରୋଲ୍-ଡିଜେଲ୍ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ତେଲ ରେଟ୍

Petrol Diesel Price Today:ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ଯାହା ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢାଇଛି। ତେବେ, ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପେଟ୍ରୋଲ୍-ଡିଜେଲ୍ (Petrol Diesel Rates) ଦର ହ୍ରାସ ପାଇବ ବୋଲି ଖାଉଟି ଆଶା ରଖିଛନ୍ତି। ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦରରେ (Petrol Diesel latest Price) କିଛିଟା ପରିବର୍ତ୍ତନ ହୋଇଇଛି । କେତେକ ପ୍ରମୁଖ ସହରରେ ତେଲ ଦର ହ୍ରାସ ପାଇଥିବା ବେଳେ ଆଉ କିଛିଟା ସହରରେ ତେଲ ଦର ବୃଦ୍ଧି ପାଇଛି। ତେବେ, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ତେଲ ଦର ।

ALSO READ : Puri News: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୩ ଘଣ୍ଟା ଦର୍ଶନ ବନ୍ଦ

କେଉଁ ସହରରେ କେତେ ରହିଛି ଡିଜେଲ୍-ପେଟ୍ରୋଲ୍ ମୂଲ୍ୟ, ଜାଣନ୍ତୁ (Petrol Diesel Rates) :

-ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ରହିଥିବା ବେଳେ ପେଟ୍ରୋଲ୍ ଲିଟର ପିଛା ୮୯ ଟଙ୍କା ୬୨ ପଇସା ରହିଛି।
-ମୁମ୍ବାଇରେ ପେଟ୍ରୋଲ  ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ଥିବା ବେଳେ ଡିଜେଲ ମୂଲ୍ୟ ରହିଛି ୯୪ଟଙ୍କା ୨୭ ପଇସା।
-କୋଲକାତାରେ ପେଟ୍ରୋଲ  ଲିଟର ପିଛା ୧୦୬ ଟଙ୍କା ୦୩ ପଇସା ଏବଂ ଡିଜେଲ ଲିଟର ପିଛା ୯୨ ଟଙ୍କା ୭୬ ପଇସା ରହିଛି।
-ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୨ ଟଙ୍କା ୬୩ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୯୪ଟଙ୍କା ୨୪ ପଇସା ରହିଛି।
-ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୧୧ ପଇସା ଥିବା ବେଳେ ଡିଜେଲ୍ ୯୪ ଟଙ୍କା ୬୮ ପଇସା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଉଭୟ ପେଟ୍ରୋଲ ଓ ଡିଜେଲରେ ୧୦ ପଇସା ଆଜି ବୃଦ୍ଧି ପାଇଛି। 

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।

ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ
ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।