Bollywood News: କଳା ଜଗତରେ ଶୋକର ଛାୟା, ପ୍ରାଣ ହାରିଲେ ବଲିଉଡର ଏହି ପ୍ରସିଦ୍ଧ ଗାୟକ...
Advertisement
Article Detail0/zeeodisha/odisha2129376

Bollywood News: କଳା ଜଗତରେ ଶୋକର ଛାୟା, ପ୍ରାଣ ହାରିଲେ ବଲିଉଡର ଏହି ପ୍ରସିଦ୍ଧ ଗାୟକ...

Bollywood News: ପ୍ରସିଦ୍ଧ ଗଜଲ ଗାୟକ ପଙ୍କଜ ଉଦାସଙ୍କ ଦେହାନ୍ତ ହୋଇଯାଇଥିବା ଖବର ଏବେ ସାମ୍ନାକୁ ଆସିଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ରହିଥିବା ବେଳେ ଆଜି ସେ ପ୍ରାଣ ତ୍ୟାଗ କରିଛନ୍ତି। ୭୨ ବର୍ଷ ବୟସରେ ସେ ପ୍ରାଣ ହରାଇଛନ୍ତି। ତାଙ୍କର ଦେହାନ୍ତ ଖବର ସମଗ୍ର କଳା ଜଗତରେ ଏକ ଶୋକର ଛାୟା ଖେଳାଇ ଦେଇଛି।

A post shared by Nayaab Udhas (@nayaabudhas)

ପଙ୍କଜ ଉଦାସଙ୍କ ମୃତ୍ୟୁର ଖବର ତାଙ୍କ ଝିଅ ନାୟାବ ଉଧାସ ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି । ପଙ୍କଜଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅନେକ ଶ୍ରୋତା ସୋସିଆଲ୍ ମିଡିଆ ଜରିଆରେ ଶୋକ ପ୍ରକାଶ କରିଛନ୍ତି ।ପଙ୍କଜ ଉଦାସ ୧୯୫୧ ମସିହା ମଇ ୭ ତାରିଖରେ ଗୁଜୁରାଟର ଜେତପୁରରେ ଜନ୍ମଗ୍ରହଣ କରିଥିଲେ।