Train Accident: ପୁଣି ରେଳ ଦୁର୍ଘଟଣା, ଅନେକ ଟ୍ରେନ ରଦ୍ଦ...କିଛି ଟ୍ରେନର ଗତିବିଧି ବଦଳି ନେଇ ସୂଚନା
Advertisement
Article Detail0/zeeodisha/odisha2359905

Train Accident: ପୁଣି ରେଳ ଦୁର୍ଘଟଣା, ଅନେକ ଟ୍ରେନ ରଦ୍ଦ...କିଛି ଟ୍ରେନର ଗତିବିଧି ବଦଳି ନେଇ ସୂଚନା

Train Accident: ଅଧିକାରୀମାନେ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯିବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଉକ୍ତ ସ୍ଥାନକୁ ଯାଇ କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଚାଲୁଥିବା ସେହି ରୁଟ୍ ଦେଇ ଯାତାୟାତ କରୁଥିବା ଅନେକ ଟ୍ରେନ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନର ଗତିବିଧି ପରିବର୍ତ୍ତନ କରାଯାଇଛି।

 

Train Accident: ପୁଣି ରେଳ ଦୁର୍ଘଟଣା, ଅନେକ ଟ୍ରେନ ରଦ୍ଦ...କିଛି ଟ୍ରେନର ଗତିବିଧି ବଦଳି ନେଇ ସୂଚନା
Train Accident: ଆଜି ସକାଳେ ଝାଡଖଣ୍ଡରେ ମୁମ୍ବାଇ ଅଭିମୁଖେ ଯାଉଥିବା ଟ୍ରେନର ପ୍ରାୟ ୧୮ ଟି କୋଚ୍ ଲାଇନ୍‌ଚ୍ୟୁତ୍‌ ହେବା ପରେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୨୦ ଜଣ ଆହତ ହୋଇଥିବା ଖବର ରହିଛି। ହାୱାଡ଼ା-ସିଏସଏମଟି ଏକ୍ସପ୍ରେସ  ଭୋର୍‌ ୩.୪୫ ମିନିଟ୍ ସମୟରେ ଜାମସେଦପୁର ଠାରୁ ୮୦ କିଲୋମିଟର ଦୂରରେ ବାଦବାମ୍ବୋ ନିକଟରେ ଲାଇନ୍‌ଚ୍ୟୁତ୍ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯିବା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଉକ୍ତ ସ୍ଥାନକୁ ଯାଇ କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଚାଲୁଥିବା ସେହି ରୁଟ୍ ଦେଇ ଯାତାୟାତ କରୁଥିବା ଅନେକ ଟ୍ରେନ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନର ଗତିବିଧି ପରିବର୍ତ୍ତନ କରାଯାଇଛି।
 
ବାତିଲ୍ ହୋଇଥିବା ଟ୍ରେନ୍
• ୨୨୮୬୧ ହାୱଡ଼ା-ଟିଟିଲାଗଡ଼-କଣ୍ଟାବାଞ୍ଜି ଏକ୍ସପ୍ରେସ ୩୦.୦୭.୨୦୨୪ରେ ବାତିଲ ରହିବ ।
• ୦୮୦୧୫/୧୮୦୧୯ ଖଡ଼ଗପୁର-ଝାରଗ୍ରାମ-ଧାନବାଦ ଏକ୍ସପ୍ରେସ ୩୦.୦୭.୨୦୨୪ ରେ ବାତିଲ ରହିବ ।
• ୧୨୦୨୧/୧୨୦୨୨ ହାୱଡ଼ା-ବଡବିଲ-ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସ ୩୦.୦୭.୨୦୨୪ ରେ ବାତିଲ ରହିବ ।
• ୧୮୧୦୯ ଟାଟାନଗର-ଇତୱାରୀ ଏକ୍ସପ୍ରେସ ୩୦.୦୭.୨୦୨୪ରେ ବାତିଲ ରହିବ ।
• ୧୮୦୩୦ ଶାଲିମାର-ଏଲଟିଟି ଏକ୍ସପ୍ରେସ ୩୦.୦୭.୨୦୨୪ରେ ବାତିଲ ରହିବ ।
• ୦୨୮୬୩ ହାୱଡ଼ା-ଯଶବନ୍ତପୁର ସ୍ପେଶାଲ ୦୧.୦୮.୨୦୨୪ ରେ ବାତିଲ ରହିବ।
• ୧୮୧୮୯ ଟାଟାନଗର-ଏର୍ଣ୍ଣାକୁଲମ ଏକ୍ସପ୍ରେସ ୩୧.୦୭.୨୦୨୪ରେ ବାତିଲ ରହିବ।
• ୧୨୮୦୯ ସିଏସଏମଟି ମୁମ୍ବାଇ-ହାୱଡ଼ା ମେଲ୍ ୩୦.୦୭.୨୦୨୪ରେ ବାତିଲ ରହିବ
• ୧୮୧୮୯ ଏର୍ଣ୍ଣାକୁଲମ-ଟାଟାନଗର ଏକ୍ସପ୍ରେସ ୦୧.୦୮.୨୦୨୪ରେ ବାତିଲ ରହିବ
• ୧୮୧୧୩/୧୮୧୧୪ ଟାଟାନଗର-ବିଳାସପୁର-ଟାଟାନଗର ଏକ୍ସପ୍ରେସ ୩୦.୦୭.୨୦୨୪ରେ ବାତିଲ ରହିବ।
• ୧୮୧୦୯/୧୮୧୧୦ ଟାଟାନଗର-ଇତୱାରୀ-ଟାଟାନଗର ଏକ୍ସପ୍ରେସ ୩୧.୦୭.୨୦୨୪ରେ ବାତିଲ ରହିବ।
 
କିଛି ସମୟ ପାଇଁ ରଦ୍ଦ ଓ ସମୟ ବଦଳିଥିବା ଟ୍ରେନର ତାଲିକା
 
12810 Howrah-CSMT Mumbai Mail, journey commencing on 30.07.2024 will run on diverted route Short Termination/Short Origination of Trains:
 
18114 Bilaspur-Tatanagar Express, journey commenced on 29.07.2024 will be short terminated at Rourkela.
18190 Ernakulam-Tatanagar Express, journey commenced on 28.07.2024 will be short terminated at Chakradharpur.
18011 Howrah-Chakradharpur Express, journey commencing on 30.07.2024 will be short terminated at Adra.
18012 Chakradharpur-Howrah Express, journey commencing on 30.07.2024 will be short originated from Adra
18012 Chakradharpur-Howrah Express, journey commencing on 31.07.2024 will be short originated from Adra
18029 LTT Mumbai-Shalimar Express, journey commenced on 29.07.2024 will be short terminated at Bilaspur
 
ଗତିପଥ ବଦଳିଥିବା ଟ୍ରେନର ତାଲିକା-:
 
• ୧୨୨୬୨ ହାୱଡ଼ା-ସିଏସଏମଟି ମୁମ୍ବାଇ ଦୂରନ୍ତ ଏକ୍ସପ୍ରେସ, ୩୦.୦୭.୨୦୨୪ରୁ ଆରମ୍ଭ ହୋଇ ଖଡ଼ଗପୁର-ଭଦ୍ରକ ଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ
 
• ୧୨୧୩୦ ହାୱଡ଼ା-ପୁଣେ ଆଜାଦ ହିନ୍ଦ ଏକ୍ସପ୍ରେସ, ୨୯.୦୭.୨୦୨୪ରେ ଆରମ୍ଭ ହୋଇ ସିନି-କନ୍ଦ୍ରା-ପୁରୁଲିଆ-ହଟିଆ-ନୂଆଗାଁ-ରାଉରକେଲା ଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ
 
• ୧୮୦୦୫ ହାୱଡ଼ା-ଜଗଦଲପୁର ଏକ୍ସପ୍ରେସ, ୨୯.୦୭.୨୦୨୪ରେ ଆରମ୍ଭ ହୋଇଥିବା ଯାତ୍ରା ଚାନ୍ଦିଲ-ମୁରି-ହଟିଆ-ରାଉରକେଲା ଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ
 
• ୧୨୮୩୪ ହାୱଡ଼ା-ଅହମ୍ମଦାବାଦ ଏକ୍ସପ୍ରେସ, ୨୯.୦୭.୨୦୨୪ରେ ଆରମ୍ଭ ହୋଇଥିବା ଏହି ଏକ୍ସପ୍ରେସ ଚାନ୍ଦିଲ-ପୁରୁଲିଆ-ହଟିଆ-ରାଉରକେଲା ଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ
 
• ୧୮୪୭୭ ପୁରୀ-ଯୋଗ ନାଗରୀ ଋଷିକେଶ ଏକ୍ସପ୍ରେସ, ୨୯.୦୭.୨୦୨୪ରେ ଟାଟାନଗର-ଚାନ୍ଦିଲ-ଭୋଜୁଡିହ-ଗୋମୋହ-ଗୟା-ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ-ଚୁନାର-ମାଣିକପୁର-ଝାନ୍ସୀ ଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ
 
• ୧୮୦୨୯ ଏଲଟିଟି ମୁମ୍ବାଇ-ଶାଲିମାର ଏକ୍ସପ୍ରେସ, ୨୮.୦୭.୨୦୨୪ରୁ ଆରମ୍ଭ ହୋଇ ରାଉରକେଲା-ହାତିଆ-ପୁରୁଲିଆ-ଟାଟାନଗର ଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ
 
• ୧୨୮୫୯ ସିଏସଏମଟି ମୁମ୍ବାଇ-ହାୱଡ଼ା ଗୀତାଞ୍ଜଳି ଏକ୍ସପ୍ରେସ, ୨୯.୦୭.୨୦୨୪ରୁ ଆରମ୍ଭ ହୋଇ ରାଉରକେଲା-ହଟିଆ-ପୁରୁଲିଆ-ଟାଟାନଗର ଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ
 
• ୧୨୮୩୩ ଅହମ୍ମଦାବାଦ-ହାୱର ଏକ୍ସପ୍ରେସ, ୨୮.୦୭.୨୦୨୪ରେ ଆରମ୍ଭ ହୋଇଥିବା ଏହି ଏକ୍ସପ୍ରେସ ରାଉରକେଲା-ହାତିଆ-ପୁରୁଲିଆ-ଟାଟାନଗର ଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ
 
• ୧୮୧୧୨ ଯଶବନ୍ତପୁର-ଟାଟାନଗର ଏକ୍ସପ୍ରେସ, ୨୯.୦୭.୨୦୨୪ରେ ଆରମ୍ଭ ହୋଇଥିବା ଏହି ଏକ୍ସପ୍ରେସ ନୂଆଗାଁ-ହଟିଆ-ମୁରି-କୋଟଶିଲା-ପୁରୁଲିଆ-ଟାଟାନଗର ଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ
 
• ୨୦୮୨୧ ପୁଣେ-ସାନ୍ତ୍ରାଗାଛି ଏକ୍ସପ୍ରେସ, ୨୯.୦୭.୨୦୨୪ରେ ଆରମ୍ଭ ହୋଇଥିବା ଏହି ଟ୍ରେନ୍ ନୂଆଗାଁ-ହାତିଆ-ମୁରି-କୋଟଶିଲା-ବୋକାରୋ ଷ୍ଟିଲ ସିଟି-ଭୋଜୁଡିହ-ଆଦ୍ରା-ମିଦନାପୁର-ଖଡ଼ଗପୁର ଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ
 
• ୧୨୨୨୧ ପୁଣେ-ହାୱଡା ଦୂରନ୍ତ ଏକ୍ସପ୍ରେସ, ୨୯.୦୭.୨୦୨୪ରୁ ଆରମ୍ଭ ହୋଇ ନୂଆଗାଁ-ହଟିଆ-ମୁରି-କୋଟଶିଲା-ପୁରୁଲିଆ-ଟାଟାନଗର ଦେଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ
 
• ୧୨୮୯୦ ଏସଏମଭିଟି ବେଙ୍ଗାଲୁରୁ-ଟାଟାନଗର ଏକ୍ସପ୍ରେସ, ୨୯.୦୭.୨୦୨୪ରୁ ଆରମ୍ଭ ହୋଇ ନୂଆଗାଁ-ମୁରି-ଚାନ୍ଦିଲ-ଟାଟାନଗର ଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ
 
• ୧୮୪୭୮ ଯୋଗ ନଗରୀ ଋଷିକେଶ-ପୁରୀ ଏକ୍ସପ୍ରେସ, ୨୯.୦୭.୨୦୨୪ରେ ଆରମ୍ଭ ହୋଇଥିବା ଏହି ଏକ୍ସପ୍ରେସ ଇବ୍-ଝାରସୁଗୁଡ଼ା ରୋଡ୍-ସମ୍ବଲପୁର ସିଟି-କଟକ ଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ
 
• ୧୨୧୦୧ ଏଲଟିଟି ମୁମ୍ବାଇ-ଶାଲିମାର ଏକ୍ସପ୍ରେସ, ୨୮.୦୭.୨୦୨୪ରୁ ଆରମ୍ଭ ହୋଇ ନୂଆଗାଁ-କୋଟଶିଲା-ବୋକାରୋ ଷ୍ଟିଲ ସିଟି-ଭୋଜୁଡିହ-ଆଦ୍ରା-ମିଦନାପୁର-ଖଡ଼ଗପୁର ଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ
 
• ୧୨୮୬୦ ହାୱଡ଼ା-ସିଏସଏମଟି ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ ୩୦.୦୭.୨୦୨୪ରୁ ଟାଟାନଗର-ଚାନ୍ଦିଲ-ପୁରୁଲିଆ-କୋଟଶିଲା-ନୂଆଗାଁ-ରାଉରକେଲା ଦେଇ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ
• ଖଡ଼ଗପୁର-ମିଦନାପୁର-ଆଦ୍ରା-ଭୋଜୁଡିହ-ବୋକାରୋ ଷ୍ଟିଲ ସିଟି କୋଟଶିଲା-ନୂଆଗାଁ-ରାଉରକେଲା ଦେଇ
 
• ୧୨୭୬୭ ନାନ୍ଦେଡ଼-ସାନ୍ତ୍ରାଗାଛି ଏକ୍ସପ୍ରେସ, ୨୯.୦୭.୨୦୨୪ରେ ଆରମ୍ଭ ହୋଇଥିବା ଏହି ଏକ୍ସପ୍ରେସ୍ ନୂଆଗାଁ-କୋଟଶିଲା-ବୋକାରୋ ଇସ୍ପାତ ସିଟି-ଭୋଜୁଡିହ-ଆଦ୍ରା-ମିଦନାପୁର-ଖଡ଼ଗପୁର ଦେଇ ପରିବର୍ତ୍ତିତ ମାର୍ଗରେ ଚାଲିବ