BJD Candidate List: ଆଉ ୬ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲେ ନବୀନ
Advertisement
Article Detail0/zeeodisha/odisha2216046

BJD Candidate List: ଆଉ ୬ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲେ ନବୀନ

ଏବେ ସୁଦ୍ଧା ବିଜେଡି ତାର ୧୪୧ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆହୁରି ୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି।

 

BJD Candidate List: ଆଉ ୬ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲେ ନବୀନ

BJD Candidate List: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୬ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି। ସେମାନେ ହେଲେ: 

ହିନ୍ଦୋଳ- ମହେଶ ସାହୁ
ରଘୁନାଥ ପଲ୍ଲୀ- ଅର୍ଚନାରେଖା ବେହୁରା
ବାଲିକୁଦା ଏରସମା- ସାରଦା ପ୍ରସନ୍ନ ଜେନା
କାକଟପୁର-ତୁଷାର କାନ୍ତି ବହେରା
ବାଙ୍ଗିରିପୋଷି- ରଞ୍ଜିତା ମାରାଣ୍ଡି
ବରି - ବିଶ୍ୱରଞ୍ଜନ ମଲ୍ଲିକ

ଏବେ ସୁଦ୍ଧା ବିଜେଡି ତାର ୧୪୧ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆହୁରି ୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି।

Also Read: AC Side Effects: ସାରା ରାତି ଏସି ଚଳାଇ ଶୋଉଥିଲେ ସାବଧାନ! ମାଡ଼ିବସିବ ଏହିସବୁ ରୋଗ

Also Read: Karnataka Close Today: ଛାତ୍ରୀଙ୍କୁ ହତ୍ୟା ଘଟଣାରେ କର୍ଣ୍ଣାଟକ ବନ୍ଦ, ଜାଣନ୍ତୁ କଣ ରହିବ ବନ୍ଦ?