Shloka Mehta: ଦ୍ବିତୀୟ ଥର ମା’ ହେବେ ଅମ୍ବାନୀଙ୍କ ବୋହୂ ଶ୍ଲୋକା!
Advertisement

Shloka Mehta: ଦ୍ବିତୀୟ ଥର ମା’ ହେବେ ଅମ୍ବାନୀଙ୍କ ବୋହୂ ଶ୍ଲୋକା!

Shloka Mehta News In Odia : ଭାରତର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ(Mukesh Ambani) ତାଙ୍କ ସାଂସ୍କୃତିକ କେନ୍ଦ୍ର(ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟର)ର ଉଦଘାଟନୀ ପାର୍ଟୀ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଇଭେଣ୍ଟରେ ବଲିଉଡର ଅନେକ ଆଗଧାଡିର କଳାକାର ନଜର ଆସିଥିବା ବେଳେ ପାର୍ଟୀର ଅନେକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Shloka Mehta News In Odia : ଭାରତର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ(Mukesh Ambani) ତାଙ୍କ ସାଂସ୍କୃତିକ କେନ୍ଦ୍ର(ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟର)ର ଉଦଘାଟନୀ ପାର୍ଟୀ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଇଭେଣ୍ଟରେ ବଲିଉଡର ଅନେକ ଆଗଧାଡିର କଳାକାର ନଜର ଆସିଥିବା ବେଳେ ପାର୍ଟୀର ଅନେକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଅମ୍ବାନୀ ପରିବାରର ବଡ ପୁଅ ଆକାଶ ଅମ୍ବାନୀ (akash ambani) ଏବଂ ବୋହୂ ଶ୍ଲୋକା ଅମ୍ବାନୀ (shloka mehta)ଙ୍କର ମଧ୍ୟ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଶ୍ଲୋକା ଦ୍ବିତୀୟ ଥର ଗର୍ଭବତୀ ଥିବା ଚର୍ଚ୍ଚା ହେବାରେ ଲାଗିଛି।

ଡିସେମ୍ବର ୧୦, ୨୦୨୦ରେ ଆକାଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହାର ଦୁଇ ବର୍ଷ ପରେ ଏବେ ଆକାଶ ଓ ‌ଶ୍ଲୋକା ଦ୍ବିତୀୟ ଥରପିତାମାତା ବନିବାକୁ ଯାଉଛନ୍ତି। ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟରର (Nita Mukesh Ambani Cultural Centre)ଉଦଘାଟନୀ ପାର୍ଟୀରେ ଶ୍ଲୋକାଙ୍କ ବେବି ବମ୍ପ ନଜର ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଅମ୍ବାନୀ ପରିବାର ପକ୍ଷରୁ ଏହି ଖବରକୁ ନେଇ କୌଶସି ପ୍ରତିକ୍ରିୟା ରଖାଯାଇ ନାହିଁ।

 

Also Read : Kalia Scheme: ଉତ୍କଳ ଦିବସରେ ଚାଷୀଙ୍କୁ ଭେଟି, ଆଜି ଆକାଉଣ୍ଟକୁ ଗଲା କାଳିଆ ଟଙ୍କା

Also Read : Viral News: ମଣିଷକୁ ଗିଳି ଦେଲା କୁମ୍ଭୀର, ଦେଖନ୍ତୁ ଭିଡ଼ିଓ

Also Read : Bus Fire: ଉତ୍କଳ ଦିବସରେ ଅଘଟଣ, ଯାତ୍ରୀବାହୀ ବସ୍ ଜାଳିଲେ ନକ୍ସଲ

ସୂଚନା ଥାଉ କି ୨୦୧୯ ମାର୍ଚ୍ଚ ମାସରେ ଆକାଶ (akash ambani)ଏବଂ ଶ୍ଲୋକା (Shloka Mehta)ଜିଓ ୱାର୍ଲ୍ଡ ସେଣ୍ଟରରେ ବିବାହ କରିଥିଲେ। ଏହି ବିଳାସପୂର୍ଣ୍ଣ ଉତ୍ସବରେ ଦେଶର ବଡ ବଡ଼ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ରାଜନେତା ଏବଂ ବଲିଉଡର ବଡ ବଡ ତାରକା ଯୋଗ ଦେଇଥିଲେ। କେବଳ ଏତିକି ନୁହେଁ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ମଧ୍ୟ ଆକାଶ ଏବଂ ଶ୍ଲୋକାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଶ୍ଲୋକା ମେହେଟ୍ଟା, ପ୍ରସିଦ୍ଧ ହୀରା ବ୍ୟବସାୟୀ ରସଲ ମେହେଟ୍ଟା ଏବଂ ମୋନା ମେହେଟ୍ଟାଙ୍କ ଝିଅ ହୋଇଥିବା ବେଳେ ୨୦୧୯ରେ ନୀତା ଏବଂ ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀଙ୍କୁ ବିବାହ କରିଥିଲେ।

Also Read : Vastu Tips: ପର୍ସରେ ଟଙ୍କା ରହୁନାହିଁ କି? କରନ୍ତୁ ଏହି କାମ, କେବେବି ହେବନି ଅର୍ଥର ଅଭାବ!

Also Read : Odisha Crime News: ରାତିରେ କହିଲେ ଜୀବନ ପ୍ରତି ବିପଦ ଅଛି, ଆଉ ସକାଳୁ ମିଳିଲା ମୃତଦେହ

Also Read : Heart Attack In Children: ଶିଶୁଙ୍କ ଠାରେ ଏହି ଲକ୍ଷଣ ହାର୍ଟଆଟାକର ସଙ୍କେତ, ହୋଇଯାଆନ୍ତୁ ସାବଧାନ !

Also Read : National News in Odia: ଖାଇବାକୁ ନ ପାଇ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି, ସୁଇସାଇଡ଼ ନୋଟ ପଢି କାନ୍ଦି ପକାଇଲା ପୋଲିସ

Also Read : South Actress Qualification: ମେଡ଼ିକାଲ ପାଠ ଛାଡ଼ି ଅଭିନୟ ବାଛିଥିଲେ ଏହି ଅଭିନେତ୍ରୀ, ଜାଣନ୍ତୁ କେତେ ଶିକ୍ଷିତ ସାଉଥ ଇଣ୍ତଷ୍ଟ୍ରି ହିରୋଇନ୍

Also Read : Rule Change From 1 April 2023: ଆଜିଠାରୁ ସୁନା, LPG, ଔଷଧର ମୂଲ୍ୟ ସହ ହେଲା ଏସବୁ ବଡ଼ ପରିବର୍ତ୍ତନ; ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

Also Read : IPL 2023: ଚେନ୍ନାଇର ପରାଜୟ ପରେ ଅଧିନାୟକ ଧୋନି ରାଗି ପାଚି ହେଲେ ଲାଲ, କହିଲେ ମ୍ୟାଚ ହାରିବାର ସବୁଠାରୁ ବଡ଼ କାରଣ