Airtel vs Jio 199 Recharge Plan: ଜିଓ ଉପରେ ଭାରୀ ଏୟାରଟେଲର ଏହି ରିଚାର୍ଜ ପ୍ଲାନ! ୧୯୯ରେ ମିଳୁଛି ଅଧିକ ଦିନ ପାଇଁ ମାଗଣା ଡାଟା ଓ କଲିଂ
Advertisement
Article Detail0/zeeodisha/odisha1565057

Airtel vs Jio 199 Recharge Plan: ଜିଓ ଉପରେ ଭାରୀ ଏୟାରଟେଲର ଏହି ରିଚାର୍ଜ ପ୍ଲାନ! ୧୯୯ରେ ମିଳୁଛି ଅଧିକ ଦିନ ପାଇଁ ମାଗଣା ଡାଟା ଓ କଲିଂ

Airtel Prepaid Plans​: ଜିଓ ପାଖରେ ଏପରି ଏକ ପ୍ଲାନ୍ ଅଛି, ଯାହା Jio ଉପରେ ଭାରୀ ପଡ଼ିଥାଏ । ଆପଣଙ୍କୁ କହି ରଖୁଛୁ ଯେ, ଉଭୟ ଜିଓ ଓ Airtel ତରଫରୁ ୧୯୯ ଟଙ୍କାରେ ପ୍ରି-ପେଡ୍ ପ୍ଲାନ ପ୍ରଦାନ କରାଯାଇଛି । ତଥାପି ଉଭୟ ରିଚାର୍ଜ ମଧ୍ୟରେ ବେସିକ୍ ପାର୍ଥକ୍ୟ ହେଉଛି ବୈଧତା ସମ୍ବନ୍ଧରେ । ଆହୁରି ମଧ୍ୟ ଉଭୟ ପ୍ଲାନରେ ଅଲଗା ଅଲଗା ଡାଟା ମଧ୍ୟ ଅଫର ପ୍ରଦାନ କରାଯାଇଛି ।

Airtel vs Jio 199 Recharge Plan: ଜିଓ ଉପରେ ଭାରୀ ଏୟାରଟେଲର ଏହି ରିଚାର୍ଜ ପ୍ଲାନ! ୧୯୯ରେ ମିଳୁଛି ଅଧିକ ଦିନ ପାଇଁ ମାଗଣା ଡାଟା ଓ କଲିଂ

Airtel 199 Recharge Plan Vs Jio 199  Recharge Plan: ସାଧାରଣତଃ ମନେ କରାଯାଏ ଯେ ଜିଓ (Jio) ସର୍ବଦା ଏୟାରଟେଲ (Airtel) ଉପରେ ଭାରୀ ପଡ଼ିଥାଏ । ଯଦିଓ ଜିଓ ପାଖରେ ଏପରି ଏକ ପ୍ଲାନ୍ ଅଛି, ଯାହା Jio ଉପରେ ଭାରୀ ପଡ଼ିଥାଏ । ଆପଣଙ୍କୁ କହି ରଖୁଛୁ ଯେ, ଉଭୟ ଜିଓ ଓ Airtel ତରଫରୁ ୧୯୯ ଟଙ୍କା (Airtel 199 Recharge Plan) ରେ ପ୍ରି-ପେଡ୍ ପ୍ଲାନ (Airtel Prepaid Plans) ପ୍ରଦାନ କରାଯାଇଛି । ତଥାପି ଉଭୟ ରିଚାର୍ଜ ମଧ୍ୟରେ ବେସିକ୍ ପାର୍ଥକ୍ୟ ହେଉଛି ବୈଧତା ସମ୍ବନ୍ଧରେ । ଆହୁରି ମଧ୍ୟ ଉଭୟ ପ୍ଲାନରେ ଅଲଗା ଅଲଗା ଡାଟା ମଧ୍ୟ ଅଫର ପ୍ରଦାନ କରାଯାଇଛି ।

ରିଲାଏନ୍ସ ଜିଓର ୧୯୯ ଟଙ୍କା ପ୍ରି-ପେଡ୍ ପ୍ଲାନ୍ (Jio 199  Recharge Plan) ୨୩ ଦିନର ବୈଧତା ପ୍ରଦାନ କରେ । ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ଦିଆଯାଉଛି । ଏହିପରି ଏହି ପ୍ଲାନରେ ସମୁଦାୟ ୩୪.୫ ଜିବି ଡାଟା ଦିଆଯାଉଛି । ଏହା ସହିତ ପ୍ରତିଦିନ ୧୦୦ଟି SMS ର ସୁବିଧା ଦିଆଯାଉଛି । ଏହି ଯୋଜନାରେ ଅସୀମିତ ଭଏସ୍ କଲିଂ ସୁବିଧା ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ JioTV, JioCinema, JioSecurity ଏବଂ JioCloud ର ମାଗଣା ସେବା ଯୋଗାଇ ଦିଆଯାଉଛି ।

ଭାରତୀ ଏୟାରଟେଲର ୧୯୯ ଟଙ୍କା ପ୍ଲାନ (Airtel 199 Recharge Plan) ରେ ମୋଟ ୩ ଜିବି ଡାଟା ପ୍ରଦାନ କରାଯାଉଛି । ଏହି ପ୍ଲାନରେ ଅସୀମିତ ଭଏସ୍ କଲିଂ ସୁବିଧା ଯୋଗାଇ ଦିଆଯାଉଛି । ଏହି ପ୍ଲାନ୍ ୩୦ ଦିନର ବୈଧତା ସହିତ ଆସିଥାଏ । ଏହି ପ୍ଲାନରେ Hellotunes ଓ Wynk Musicର ମାଗଣା ସବ୍ସକ୍ରିପଶନ୍ ଦିଆଯାଉଛି ।

ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ୧୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

ଅଧିକ ପଢ଼ନ୍ତୁ:-ଦୁବାଇର ଶେଖମାନଙ୍କ ପାଇଁ କିଏ ତିଆରି କରେ ସୁନା କାର, କେତେ ଲାଗିଥାଏ ଗୋଲ୍ଡ?

ଅଧିକ ପଢ଼ନ୍ତୁ:-ଚିନ୍ତା ବଢ଼ାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ୨ ରାଶି ପାଇଁ ଲାଭ ଓ ୩ ରାଶି ପାଇଁ କ୍ଷତିର ଯୋଗ

ଅଧିକ ପଢ଼ନ୍ତୁ:-ଲାଇଭ୍ ମ୍ୟାଚରେ ବିରାଟ କୋହଲି କରିଦେଲେ ଏହି ବଡ଼ ଭୁଲ୍, ଟିମ୍ ଇଣ୍ଡିଆକୁ ପଡ଼ିପାରେ ମହଙ୍ଗା

ଏୟାରଟେଲ ପ୍ରି-ପେଡ୍ ପ୍ଲାନ୍ (Airtel Prepaid Plans) ଦୀର୍ଘ ବୈଧତା ସହିତ ଆସିଥାଏ । ଏହି ପ୍ଲାନରେ ୩୦ ଦିନର ବୈଧତା ଉପଲବ୍ଧ ରହିଛି । ଜିଓ ପ୍ରି-ପେଡ୍ ପ୍ଲାନ (Jio Prepaid Plans) ରେ ୨୩ ଦିନର ବୈଧତା ଉପଲବ୍ଧ ରହିଛି । ଯଦି ଆପଣ ଅଧିକ ଡାଟା ଚାହୁଁଛନ୍ତି, ତେବେ Jio 199 ପ୍ଲାନ୍ ଆପଣଙ୍କ ପାଇଁ ସର୍ବୋତ୍ତମ ହେବ । କିନ୍ତୁ ଯଦି ଆପଣ ଫୋନରେ ଡୁଆଲ୍ ସିମ୍ ଆକ୍ଟିଭ୍ ରଖିବାକୁ ଚାହାଁନ୍ତି, ତେବେ ଏୟାରଟେଲ ୧୯୯ ପ୍ଲାନ ଭଲ ହେବ ।