Odisha Temperature: କଲବଲ କରୁଛି ତାତି, ସର୍ବୋଚ୍ଚ ତାପମାତ୍ରା ଛୁଇଁଲା ୩୮
Advertisement
Article Detail0/zeeodisha/odisha2144147

Odisha Temperature: କଲବଲ କରୁଛି ତାତି, ସର୍ବୋଚ୍ଚ ତାପମାତ୍ରା ଛୁଇଁଲା ୩୮

Odisha Temperature: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ବଢିଥିବା ରେକର୍ଡ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ଗଜପତିର ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। କେବଳ ସେତିକି ନୁହେଁ ରାଜ୍ୟ ୧୧ଟି ସହରରେ ତାପମାତ୍ରା ୩୬ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି ।

Post- 

ଆଜି ବଲାଙ୍ଗିରରେ ୩୬.୯ ଡିଗ୍ରୀ, ଝାରସୁଗୁଡାରେ ୩୬.୮ ଡିଗ୍ରୀ, ମାଲକାନଗିରିରେ ୩୬.୭ ଡିଗ୍ରୀ, ଟିଟିଲାଗଡ଼ରେ ୩୬.୫ ଡିଗ୍ରୀ, ସୋନପୁରରେ ଭବନୀପାଟଣା ଓ ରାୟଗଡ଼ାରେ ୩୬.୨ ଡିଗ୍ରୀ, ନୟାଗଡ଼ରେ ଏବଂ ବୌଦ୍ଧରେ ୩୬.୦ ଡିଗ୍ରୀ, ସେହିପରି ଅନୁଗୋଳ ଓ ସମ୍ୱଲପୁରରେ ୩୫.୭, ଡିଗ୍ରୀ ଢେଙ୍କାନାଳରେ ୩୫.୫ ଡିଗ୍ରୀ, ନବରଙ୍ଗପୁର ଓ ଜଗତସିଂହପୁର ଓ ସୁନ୍ଦରଗଡ଼ା ତାପମାତ୍ରା ୩୫.୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୩.୬ ଡିଗ୍ରୀ ଓ ରାଉରକେଲାର ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ଼ କରାଯାଛି। ଢେଙ୍କାନାଳରେ ୩୫.୫ ଡିଗ୍ରୀ, ଛତ୍ରପୁର ଏବଂ ଭଦ୍ରକରେ ୩୨.୨ ଡିଗ୍ରୀ, ଯାଜପୁରରେ ୩୨.୦ ଡିଗ୍ରୀ, ଖୋର୍ଦ୍ଧା ଏବଂ ଦାରିଙ୍ଗବାଡ଼ିରେ ୩୧.୫ ଡିଗ୍ରୀ ତାପମାତ୍ରା ରହିଥିଲା ।

Also Read- Budh Gochar 2024: ବୁଧଙ୍କ ଚଳନ ପ୍ରଭାବ, ୪ ରାଶିକୁ ବଡ଼ ଚ୍ୟାଲେଞ୍ଜ୍, ହୋଇପାରେ ଧନ କ୍ଷୟ

Also Read- ଆନନ୍ଦପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷଙ୍କ ହତ୍ୟା ଘଟଣା, ୫ ଦୋଷୀଙ୍କୁ ଫାଶି ଦଣ୍ଡ