ମୀନାକ୍ଷୀ ବାହିନୀପତିଙ୍କୁ ନୂଆ ଦାୟିତ୍ୱ ଦେଲେ ଏଆଇସିସି ଅଧ୍ୟକ୍ଷ
Advertisement
Article Detail0/zeeodisha/odisha2086680

ମୀନାକ୍ଷୀ ବାହିନୀପତିଙ୍କୁ ନୂଆ ଦାୟିତ୍ୱ ଦେଲେ ଏଆଇସିସି ଅଧ୍ୟକ୍ଷ

ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଶ୍ରୀମତି ମିନାକ୍ଷୀ ବାହୀନିପତିଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଅଏନେଇ ଏଆଇସିସି ସଙ୍ଗଠନ ସାଧାରଣ ସମ୍ପାଦକ ବେଣୁ ଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । 

ମୀନାକ୍ଷୀ ବାହିନୀପତିଙ୍କୁ ନୂଆ ଦାୟିତ୍ୱ ଦେଲେ ଏଆଇସିସି ଅଧ୍ୟକ୍ଷ

ଭୁବନେଶ୍ୱର: ଆଜି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଶ୍ରୀମତି ମିନାକ୍ଷୀ ବାହୀନିପତିଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଅଏନେଇ ଏଆଇସିସି ସଙ୍ଗଠନ ସାଧାରଣ ସମ୍ପାଦକ ବେଣୁ ଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । 

ଶ୍ରୀମତୀ ମିନାକ୍ଷୀ ବାହିନୀପତି କୋରାପୁଟ ମୁନିସିପାଲିଟିର ଅଧ୍ୟକ୍ଷ ଭାବେ ପୂର୍ବରୁ ୨ ଥର ନିର୍ବାଚିତ ହୋଇଥିଲେ। ସେ କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ଭାବରେ ୨୦୧୧ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରିଥିଲେ। ଅଧୁନା ଶ୍ରୀମତୀ ବାହିନୀପତି ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ସେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସହଧର୍ମିଣୀ ଅଟନ୍ତି।

Also Read- Chandigarh Mayor Election: ବିଜେପି ପ୍ରାର୍ଥୀ ମନୋଜ ସୋନକର୍ ନୂଆ ମେୟର

Also Read- ନ୍ୟୁୟର୍କର ମ୍ୟାଡାମ୍ ତୁସାଦ ସଂଗ୍ରହାଳୟରେ ସ୍ଥାପନ ହେବ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି