Anganwadi Workers Strike: ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନଓ୍ବାଡି଼ କର୍ମୀ
Advertisement
Article Detail0/zeeodisha/odisha2138324

Anganwadi Workers Strike: ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନଓ୍ବାଡି଼ କର୍ମୀ

Anganwadi Workers Strike: ନିଖିଳ ଓଡି଼ଶା ଅଙ୍ଗନଓ୍ବାଡି଼ କର୍ମୀ ସଂଘର ରାଜ୍ୟ କମିଟି ବୈଠକ ଭୁବନେଶ୍ବର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ତଥା ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ହୋଇପାରିଛି।  ବାରମ୍ବାର ପ୍ରତିଶ୍ରୃତି ପରେବି କେନ୍ଦ୍ରୀୟ ସ୍କିମ୍ ଓ୍ବାର୍କରମାନଙ୍କ ଭତ୍ତା ବୃଦ୍ଧି କଲେ ନାହିଁ ରାଜ୍ୟ ସରକାର। 

ସୌଜନ୍ୟ- ସୋସିଆଲ ମିଡି଼ଆ

Anganwadi Workers Strike: ନିଖିଳ ଓଡି଼ଶା ଅଙ୍ଗନଓ୍ବାଡି଼ କର୍ମୀ ସଂଘର ରାଜ୍ୟ କମିଟି ବୈଠକ ଭୁବନେଶ୍ବର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ତଥା ସଂଘର କାର୍ଯ୍ୟକାରୀ ସଭାପତି ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ହୋଇପାରିଛି।  ବାରମ୍ବାର ପ୍ରତିଶ୍ରୃତି ପରେବି କେନ୍ଦ୍ରୀୟ ସ୍କିମ୍ ଓ୍ବାର୍କରମାନଙ୍କ ଭତ୍ତା ବୃଦ୍ଧି କଲେ ନାହିଁ ରାଜ୍ୟ ସରକାର। ଯାହାକୁ ନେଇ ବୌଠକରେ ଗଭୀର କ୍ଷୋଭ ପ୍ରକାଶ କରାଯାଇଥିଲା। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଭତ୍ତା ବୃଦ୍ଧି, ଓ୍ବାର୍କର ମାନ୍ୟତା,ମିନି ଅଙ୍ଗନଓ୍ବାଡିକୁ ଅଙ୍ଗନଓ୍ବାଡି ଅଙ୍ଗନଓ୍ବାଡି ଓ୍ବାର୍କର ମାନ୍ୟତା  ପ୍ରଦାନ, ବକେୟା ଇନକ୍ରିମେଣ୍ଟ ପ୍ରଦାନ ଆଦି ଦାବିରେ ଚଳିତ ମାସ ୭ ତାରିଖରେ ରାଜ୍ୟସ୍ତରୀୟ ବିକ୍ଷୋଭ ଓ ପ୍ରଦିବାଦ ସଭା ଭୁବନେଶ୍ବର ଠାରେ ହେବ ବୋଲି ବୌଠକରେ ନିସ୍ପତି ହୋଇଛି।  

ALSO READ:  Weather Update: ସତର୍କତା ଜାରି କଲା ପାଣିପାଗ ବିଭାଗ, ଆଜି ୭ ଜିଲ୍ଲାରେ ବର୍ଷା ସମ୍ଭାବନା

ALSO READ: Today Horoscope: ଆକସ୍ମିକ ଧନପ୍ରାପ୍ତିର ରହିଛି ଯୋଗ, ଜାଣନ୍ତୁ ଆଜିର ରାଶିଫଳ