୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଟେକ୍ସଟାଇଲ୍ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ
Advertisement
Article Detail0/zeeodisha/odisha2567088

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଟେକ୍ସଟାଇଲ୍ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ

ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିବା ପରେ ଏନେଇ ଭିଜିଲାନ୍ସ ଅଧିକାରୀ ସୂଚନା ପାଇଥିଲେ । ପରେ କୌଶଳ ମୁତାବକ ଲାଞ୍ଚ କାରବାର ସମୟରେ ଶ୍ରୀ ସାହୁ ଏବଂ ଶ୍ରୀ ଦାସଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି।

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଟେକ୍ସଟାଇଲ୍ ଇନ୍ସପେକ୍ଟରଙ୍କୁ ଧରିଲା ଭିଜିଲାନ୍ସ

Crime News: ଭିଜିଲାନ୍ସ ଜାଲରେ ୨ଜଣ ଟେକ୍ସଟାଇଲ୍ ଇନ୍ସପେକ୍ଟର ।  କୃଷ୍ଣ ଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଉଭୟେ ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।  ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିବା ପରେ ଏନେଇ ଭିଜିଲାନ୍ସ ଅଧିକାରୀ ସୂଚନା ପାଇଥିଲେ । ପରେ କୌଶଳ ମୁତାବକ ଲାଞ୍ଚ କାରବାର ସମୟରେ ଶ୍ରୀ ସାହୁ ଏବଂ ଶ୍ରୀ ଦାସଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି।

ଭିଜିଲାନ୍ସ ରେଡ ପରେ ଉଭୟ ଅଧିକାରୀଙ୍କ ଲିଙ୍କ୍ ଥିବା ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ସନ୍ଧାନ କାର୍ଯ୍ୟ ଚାଲିଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଭିଜିଲାନ୍ସ P.S କେସ୍ ନମ୍ୱର 21 ତାରିଖ 19. 12, 2024 u / s 7 P.C. (ସଂଶୋଧନ) ଅଧିନିୟମ, 2018 ପଞ୍ଜିକୃତ ହୋଇଛି । ଉଭୟ ଅଭିଯୁକ୍ତ ଶ୍ରୀ ସାହୁ ଏବଂ ଶ୍ରୀ ଦାସଙ୍କ ବିଷୟରେ ଅଧିକ ତଦନ୍ତ ଚାଲିଛି।

Also Read- Weekly Lucky Zodiac Sign: ଡିସେମ୍ବର ଶେଷ ସପ୍ତାହରେ ୫ ରାଶିର ବ୍ୟକ୍ତି ପାଇବେ ଶୁଭଫଳ

Also Read- ଆକାଶଙ୍କର ଅଭିନୀତ 'ଜୟ ହିନ୍ଦ' ଖୁବ ଶୀଘ୍ର ବଡ଼ ପରଦାରେ