IND VS NZ 3rd T20: ଭାରତର ବୃହତ ବିଜୟ; ୨-୧ ରେ ସିରିଜ ହାରିଲା କିୱି ଟିମ୍
Advertisement

IND VS NZ 3rd T20: ଭାରତର ବୃହତ ବିଜୟ; ୨-୧ ରେ ସିରିଜ ହାରିଲା କିୱି ଟିମ୍

India vs New Zealand 3rd T20I Live Update: ଶୁବମାନ ଗିଲ ଏହି ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳିଥିଲେ ଓ ତାଙ୍କ ଟି-20 କ୍ୟାରିୟରର ପ୍ରଥମ ଶତକ ସ୍କୋର କରିଥିଲେ । ସେ ଟି-୨୦ ରେ ଭାରତ ପାଇଁ ଗୋଟିଏ ଇନିଂସରେ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି । 

ସାଙ୍କେତିକ ଛବି
LIVE Blog

India vs New Zealand 3rd T20I Live Update: ତୃତୀୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୧୬୮ ରନରେ ପରାସ୍ତ କରିଛି । ଏହାସହ ଟିମ୍ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍କୁ ୨-୧ରେ ଜିତି ନେଇଛି । ବାସ୍ତବରେ ନ୍ୟୁଜିଲାଣ୍ଡ ଜିତିବା ପାଇଁ ୨୩୫ ରନର ଲକ୍ଷ୍ୟ ପାଇଥିଲା, କିନ୍ତୁ ପୂରା ଦଳ ମାତ୍ର ୬୬ ରନରେ ଅଲ ଆଉଟ ହୋଇ ଯାଇଛି  । କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ପାଇଁ ସର୍ବାଧିକ ୪ ୱିକେଟ୍ ନେଇଥିଲେ । ଅର୍ଶଦୀପ ସିଂ, ଉମ୍ରାନ ମଲିକ ଓ ଶିବମ ମାଭି ୨ଟି ଲେଖାଏଁ ସଫଳତା ପାଇଥିଲେ । ଟି-୨୦ ଫର୍ମାଟରେ ଏହା ହେଉଛି ଭାରତର ଦ୍ୱିତୀୟ ବଡ ବିଜୟ । ଟିମ୍ ଇଣ୍ଡିଆ (Team India) ସିରିଜର ପ୍ରଥମ ମ୍ୟାଚ୍ ହାରିଥିଲା ​​କିନ୍ତୁ ଏହା ପରେ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ଜିତି ନେଇଥିଲା ​​।ଏହାପୂର୍ବରୁ ଆୟର୍ଲାଣ୍ଡକୁ ଭାରତ ୧୪୩ ରନରେ ପରାସ୍ତ କରିଥିଲା ।

ନ୍ୟୁଜିଲ୍ୟାଣ୍ଡ ପାଇଁ ଡେରି ମିଚେଲ ସର୍ବାଧିକ ୩୫ ରନ୍ ସଂଗ୍ରହ କରିଥିଲେ । ସେ ନିଜ ଇନିଂସରେ ଗୋଟିଏ ଚୌକା ଓ ୩ଟି ଛକା ମାରିଥିଲେ । ଅଧିନାୟକ ମିଚେଲ ସାଣ୍ଟନର୍ ୧୩ ରନ୍ ସଂଗ୍ରହ କରିଥିଲେ । ଏହିପରି, କେବଳ ଦୁଇ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ୍ ଡବଲ୍ ଫିଗର୍ ଅତିକ୍ରମ କରିପାରନ୍ତି । କିୱି ଦଳର ୯ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଭାରତ ପାଇଁ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୧୬ ରନ୍ ଦେଇ ୪ ଖେଳାଳିଙ୍କୁ ଶିକାର କରିଥିଲେ । ଅର୍ଶଦୀପ ସିଂ ୩ ଓଭରରେ ୧୬ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ୨.୧ ଓଭରରେ ୯ ରନ୍ ଦେଇ ଉମାରନ୍ ମଲିକ୍ ୨ ଖେଳାଳିଙ୍କୁ ଆଉଟ୍ କରିଥିଲେ । ଏହା ବ୍ୟତୀତ ଶିବମ ମାଭି ୨ ଓଭରରେ ୧୨ ରନ୍ ଦେଇ ୨ ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ।

 

01 February 2023
22:08 PM

India vs New Zealand 3rd T20I Update: ନ୍ୟୁଜିଲ୍ୟାଣ୍ଡକୁ ଦଶମ ଝଟକା, ୧୬୮ ରନରେ ବିଜୟୀ ହେଲା ଭାରତ  ।

22:06 PM

India vs New Zealand 3rd T20I Update: ଦ୍ୱିତୀୟ ଇନିଂସ । ନ୍ୟୁଜିଲ୍ୟାଣ୍ଡ ସ୍କୋର: ଦ୍ୱାଦଶ ଓଭର (ବୋଲର-ହାର୍ଦ୍ଦିକ ପାଣ୍ଡ୍ୟା)-1 0 0 0 W 0 (66-9) (ଡାରିଲ୍ ମିଚେଲ୍ (34(23-ବଲ୍)), ବେନ୍ ଲିଷ୍ଟର (0 (1-ବଲ୍))

22:02 PM

India vs New Zealand 3rd T20I Update: ନ୍ୟୁଜିଲ୍ୟାଣ୍ଡକୁ ନବମ ଝଟକା, ସଙ୍କଟରେ ଭ୍ରମଣକାରୀ ଟିମ୍, ବିଜୟ ଠାରୁ ମାତ୍ର ଏକ ୱିକେଟ୍ ଦୂରରେ ଭାରତ

21:57 PM

India vs New Zealand 3rd T20I Update: ଦ୍ୱିତୀୟ ଇନିଂସ । ନ୍ୟୁଜିଲ୍ୟାଣ୍ଡ ସ୍କୋର: ଏକାଦଶ ଓଭର (ବୋଲର-ଶିବମ୍ ମାଭି)- 0 6 2 0 0 1 (65/8) (ଡାରିଲ୍ ମିଚେଲ୍ (34(23-ବଲ୍)),  ବ୍ଲେୟାର ଟିକନର୍ (1 (1-ବଲ୍))

21:52 PM

India vs New Zealand 3rd T20I Update: ଦ୍ୱିତୀୟ ଇନିଂସ । ନ୍ୟୁଜିଲ୍ୟାଣ୍ଡ ସ୍କୋର: ଦଶମ ଓଭର (ବୋଲର-ହାର୍ଦ୍ଦିକ ପାଣ୍ଡ୍ୟା)- 1 0 0 W 1 1 (56/8) (ଡାରିଲ୍ ମିଚେଲ୍ (25(17-ବଲ୍)),  ବ୍ଲେୟାର ଟିକନର୍ (1 (1-ବଲ୍))

21:50 PM

India vs New Zealand 3rd T20I Update:  ନ୍ୟୁଜିଲ୍ୟାଣ୍ଡକୁ ଅଷ୍ଟମ ଝଟକା, ଲକି ଫର୍ଗୁସନ୍ ଆଉଟ୍ । ସଙ୍କଟରେ ଭ୍ରମଣକାରୀ ଟିମ୍, ବିଜୟ ଆଡକୁ ଗତି କରୁଛି ଭାରତ ।

21:48 PM

India vs New Zealand 3rd T20I Update: ଦ୍ୱିତୀୟ ଇନିଂସ । ନ୍ୟୁଜିଲ୍ୟାଣ୍ଡ ସ୍କୋର: ନବମ ଓଭର (ବୋଲର-ଶିବମ୍ ମାଭି)-  1 1 Wd W 0 W 0 (53/7) (ଡାରିଲ୍ ମିଚେଲ୍ (23(15-ବଲ୍)), ଲକି ଫର୍ଗୁସନ୍ (0 (1-ବଲ୍))

21:45 PM

India vs New Zealand 3rd T20I Update:  ନ୍ୟୁଜିଲ୍ୟାଣ୍ଡକୁ ସପ୍ତମ ଝଟକା, ସଙ୍କଟରେ ଭ୍ରମଣକାରୀ ଟିମ୍ । ଇଶ୍ ସୋଦି ବିନା କୌଣସି ସ୍କୋର କରି ଆଉଟ୍ ।

21:41 PM

India vs New Zealand 3rd T20I Update: ନ୍ୟୁଜିଲ୍ୟାଣ୍ଡକୁ ଷଷ୍ଠ ଝଟକା, ସଙ୍କଟରେ ଭ୍ରମଣକାରୀ ଟିମ୍ । ମିଚେଲ ସାଣ୍ଟନର୍ ୧୩ ରନ କରି ଆଉଟ୍ ।

21:37 PM

India vs New Zealand 3rd T20I Update: ଦ୍ୱିତୀୟ ଇନିଂସ । ନ୍ୟୁଜିଲ୍ୟାଣ୍ଡ ସ୍କୋର: ଅଷ୍ଟମ ଓଭର (ବୋଲର-କୁଲଦୀପ ଯାଦବ)- 1 0 1 6 1 3 (50/5) (ଡାରିଲ୍ ମିଚେଲ୍ (22(14-ବଲ୍)), ମିଚେଲ ସାଣ୍ଟନର୍ (12 (11-ବଲ୍))

21:31 PM

India vs New Zealand 3rd T20I Update: ଦ୍ୱିତୀୟ ଇନିଂସ । ନ୍ୟୁଜିଲ୍ୟାଣ୍ଡ ସ୍କୋର: ସପ୍ତମ ଓଭର (ବୋଲର-ଉମ୍ରାନ ମଲ୍ଲିକ)- 4 0 1 0 1 2 (38/5) (ଡାରିଲ୍ ମିଚେଲ୍ (14(11-ବଲ୍)), ମିଚେଲ ସାଣ୍ଟନର୍ (1 (8-ବଲ୍))

21:26 PM

India vs New Zealand 3rd T20I Update: ଦ୍ୱିତୀୟ ଇନିଂସ । ନ୍ୟୁଜିଲ୍ୟାଣ୍ଡ ସ୍କୋର: ଷଷ୍ଠ ଓଭର (ବୋଲର-ଅର୍ଶଦୀପ ସିଂ)- 0 0 1 1 6 0 (30/5) (ଡାରିଲ୍ ମିଚେଲ୍ (13(9-ବଲ୍)), ମିଚେଲ ସାଣ୍ଟନର୍ (1 (4-ବଲ୍))

21:22 PM

India vs New Zealand 3rd T20I Update: ଦ୍ୱିତୀୟ ଇନିଂସ । ନ୍ୟୁଜିଲ୍ୟାଣ୍ଡ ସ୍କୋର: ପଞ୍ଚମ ଓଭର (ବୋଲର-ଉମ୍ରାନ ମଲ୍ଲିକ)- 0 0 W 0 Wd 0 0 (22/5) (ଡାରିଲ୍ ମିଚେଲ୍ (6(4-ବଲ୍)), ମିଚେଲ ସାଣ୍ଟନର୍ (0 (3-ବଲ୍))

21:19 PM

India vs New Zealand 3rd T20I Update: ନ୍ୟୁଜିଲ୍ୟାଣ୍ଡକୁ ପଞ୍ଚମ ଝଟକା, ସଙ୍କଟରେ ଭ୍ରମଣକାରୀ ଟିମ୍ । ୮ ରନ ସ୍କୋର କରି ମାଇକେଲ୍ ବ୍ରେସୱେଲ୍ ଉମ୍ରାନ ମଲ୍ଲିକଙ୍କ ବୋଲରେ ଆଉଟ୍ ।

21:13 PM

India vs New Zealand 3rd T20I Update: ଦ୍ୱିତୀୟ ଇନିଂସ । ନ୍ୟୁଜିଲ୍ୟାଣ୍ଡ ସ୍କୋର: ଚତୃର୍ଥ ଓଭର (ବୋଲର-ଅର୍ଶଦୀପ ସିଂ)-  L1 0 1 1 1 4 (21/4) (ଡାରିଲ୍ ମିଚେଲ୍ (6(4-ବଲ୍)), ମାଇକେଲ୍ ବ୍ରେସୱେଲ୍ (8 (5-ବଲ୍))

21:09 PM

India vs New Zealand 3rd T20I Update: ଦ୍ୱିତୀୟ ଇନିଂସ । ନ୍ୟୁଜିଲ୍ୟାଣ୍ଡ ସ୍କୋର: ତୃତୀୟ ଓଭର (ବୋଲର-ହାର୍ଦ୍ଦିକ ପାଣ୍ଡ୍ୟା)- 1 1 0 W 0 6 (13/4) (ଡାରିଲ୍ ମିଚେଲ୍ (1(1-ବଲ୍)), ମାଇକେଲ୍ ବ୍ରେସୱେଲ୍ (6 (2-ବଲ୍))

21:06 PM

India vs New Zealand 3rd T20I Update: ଦ୍ୱିତୀୟ ଇନିଂସ । ନ୍ୟୁଜିଲ୍ୟାଣ୍ଡକୁ ଚତୃର୍ଥ ଝଟକା, ସଙ୍କଟରେ ଭ୍ରମଣକାରୀ ଟିମ୍

21:05 PM

India vs New Zealand 3rd T20I Update: ନ୍ୟୁଜିଲ୍ୟାଣ୍ଡ ତୃତୀୟ ଝଟକା । ମାର୍କ ଚାପମ୍ୟାନ୍ 0 ରନ ସ୍କୋରରେ ଅର୍ଶଦୀପ ସିଂଙ୍କ ବଲରେ ଆଉଟ୍ ।

21:02 PM

India vs New Zealand 3rd T20I Update: ଦ୍ୱିତୀୟ ଇନିଂସ । ନ୍ୟୁଜିଲ୍ୟାଣ୍ଡ ସ୍କୋର: ଦ୍ୱିତୀୟ ଓଭର (ବୋଲର-ଅର୍ଶଦୀପ ସିଂ)- W 0 0 0 1 W (5/3) ଗ୍ଲେନ୍ ଫିଲିପ୍ସ (1 (1-ବଲ୍))

21:00 PM

India vs New Zealand 3rd T20I Update: ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଝଟକା । ଡିଭନ୍ କନୱେ ୧ ରନ ସ୍କୋର କରି ଅର୍ଶଦ୍ୱିପଙ୍କ ବଲରେ ଆଉଟ୍ ।

20:58 PM

India vs New Zealand 3rd T20I Update: ଦ୍ୱିତୀୟ ଇନିଂସ । ନ୍ୟୁଜିଲ୍ୟାଣ୍ଡ ସ୍କୋର: ପ୍ରଥମ ଓଭର (ବୋଲର-ହାର୍ଦ୍ଦିକ ପାଣ୍ଡ୍ୟା)- 0 2 1 1 W 0 (4/1) (ମାର୍କ ଚାପମ୍ୟାନ୍ (0(1-ବଲ୍)), ଡିଭନ୍ କନୱେ (1 (1-ବଲ୍))

20:44 PM

India vs New Zealand 3rd T20I Update: ଦ୍ୱିତୀୟ ଇନିଂସ ଆରମ୍ଭ । ୩ ରନ୍ କରି ଫିନ୍ ଆଲେନ୍ ଆଉଟ୍ । 

20:40 PM

India vs New Zealand 3rd T20I Update: ନ୍ୟୁଜିଲ୍ୟାଣ୍ଡ ଆଗରେ ୨୩୫ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ଭାରତ

20:36 PM

India vs New Zealand 3rd T20I Update: ଭାରତ ସ୍କୋର: 20 ତମ ଓଭର (ବୋଲର-ଡାରିଲ୍ ମିଚେଲ୍) - W 1 2 0 Wd 1 1 (234/4) (ଶୁବମନ ଗିଲ୍ (126 (63-ବଲ୍)), ଦୀପକ ହୁଡ୍ଡା (2 (2-ବଲ୍))

20:33 PM

India vs New Zealand 3rd T20I Update: ଭାରତକୁ ଚତୃର୍ଥ ଝଟକା, ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ (30(17) [4s-4 6s-1)

20:28 PM

India vs New Zealand 3rd T20I Update: ଭାରତ ସ୍କୋର: 19 ତମ ଓଭର (ବୋଲର-ବେନ୍ ଲିଷ୍ଟର) - 1 4 1 1 4 6 (228/3) (ଶୁବମନ ଗିଲ୍ (123 (60-ବଲ୍)), ହାର୍ଦ୍ଦିକ ପାଣ୍ଡ୍ୟା (30 (16-ବଲ୍))

20:24 PM

India vs New Zealand 3rd T20I Update: ଭାରତ ସ୍କୋର: 18 ତମ ଓଭର (ବୋଲର-ଲକି ଫର୍ଗୁସନ୍) -  4 6 1 0 6 1 (211/3) (ଶୁବମନ ଗିଲ୍ (108 (56-ବଲ୍)), ହାର୍ଦ୍ଦିକ ପାଣ୍ଡ୍ୟା (28 (14-ବଲ୍))

20:23 PM

India vs New Zealand 3rd T20I Update: ଶୁବମନ ଗିଲଙ୍କ ବିସ୍ଫୋରକ ଶତକ, ବୃହତ ଲକ୍ଷ୍ୟ ଆଡକୁ ଗତିକରୁଛି ଟିମ୍ ଇଣ୍ଡିଆ

20:16 PM

India vs New Zealand 3rd T20I Update: ଭାରତ ସ୍କୋର: 17 ତମ ଓଭର (ବୋଲର-ବ୍ଲେୟାର ଟିକନର୍) - 6 4 Wd 0 6 1 Wd 4 (193/3) (ଶୁବମନ ଗିଲ୍ (97 (53-ବଲ୍)), ହାର୍ଦ୍ଦିକ ପାଣ୍ଡ୍ୟା (21 (11-ବଲ୍))

 

20:12 PM

India vs New Zealand 3rd T20I Update: ଭାରତ ସ୍କୋର: 16 ତମ ଓଭର (ବୋଲର-ବେନ୍ ଲିଷ୍ଟର) - 1 0 6 6 1 0 (170/3) (ଶୁବମନ ଗିଲ୍ (80 (48-ବଲ୍)), ହାର୍ଦ୍ଦିକ ପାଣ୍ଡ୍ୟା (17 (10-ବଲ୍))

20:09 PM

India vs New Zealand 3rd T20I Live Update: ଭାରତ ସ୍କୋର: 15 ତମ ଓଭର (ବୋଲର-ମିଚେଲ ସାଣ୍ଟନର୍) - 1 4 1 1 1 4 (156-3) (ଶୁବମନ ଗିଲ୍ (67(44-ବଲ୍)), ହାର୍ଦ୍ଦିକ ପାଣ୍ଡ୍ୟା (16 (8-ବଲ୍))

20:03 PM

India vs New Zealand 3rd T20I Live Update: ଭାରତ ସ୍କୋର: 14 ତମ ଓଭର (ବୋଲର-ଲକି ଫର୍ଗୁସନ୍) - 1 1 6 1 0 4 (144/3) (ଶୁବମନ ଗିଲ୍ (61(41-ବଲ୍)), ହାର୍ଦ୍ଦିକ ପାଣ୍ଡ୍ୟା (10 (5-ବଲ୍))

20:01 PM

India vs New Zealand 3rd T20I Live Update: ଭାରତ ସ୍କୋର: 13 ତମ ଓଭର (ବୋଲର-ବ୍ଲେୟାର ଟିକନର୍) - 1 6 W 4 1 1 (131/3) (ଶୁବମନ ଗିଲ୍ (53(38-ବଲ୍)), ହାର୍ଦ୍ଦିକ ପାଣ୍ଡ୍ୟା (5 (2-ବଲ୍))

19:58 PM

IND VS NZ 3rd T20 Live: ଭାରତକୁ ତୃତୀୟ ଝଟକା, ୨୪ ରନ୍ କରି ସୂର୍ଯ୍ୟକୁମାର ଆଉଟ୍

19:53 PM

India vs New Zealand 3rd T20I Live Update: ଭାରତ ସ୍କୋର: ଦ୍ୱାଦଶ ଓଭର (ବୋଲର-ମିଚେଲ ସାଣ୍ଟନର୍) - 1 0 2 1 1 1 (119/2) (ଶୁବମନ ଗିଲ୍ (51(36-ବଲ୍)), ସୂର୍ଯ୍ୟକୁମାର ଯାଦବ (18 (11-ବଲ୍))

19:47 PM

India vs New Zealand 3rd T20I Live Update: ଭାରତ ସ୍କୋର: ଏକାଦଶ ଓଭର (ବୋଲର-ଇଶ୍ ସୋଦି) - 0 1 0 6 2 1 (112/2) (ଶୁବମନ ଗିଲ୍ (47(32-ବଲ୍)), ସୂର୍ଯ୍ୟକୁମାର ଯାଦବ (16 (9-ବଲ୍))

19:44 PM

India vs New Zealand 3rd T20I Live Update: ଭାରତ ସ୍କୋର: ଦଶମ ଓଭର (ବୋଲର-ମିଚେଲ ସାଣ୍ଟନର୍) -  1 1 B1 4 0 1 (102/2) (ଶୁବମନ ଗିଲ୍ (46), ସୂର୍ଯ୍ୟକୁମାର ଯାଦବ (7)

19:40 PM

India vs New Zealand 3rd T20I Live Update: ଭାରତ ସ୍କୋର: ନବମ ଓଭର (ବୋଲର-ଇଶ୍ ସୋଦି) -  6 W 1 1 4 1 (94-2) (ଶୁବମନ ଗିଲ୍ (40), ସୂର୍ଯ୍ୟକୁମାର ଯାଦବ (6)

19:38 PM

India vs New Zealand 3rd T20I Live Update: ଭାରତକୁ ଦ୍ୱିତୀୟ ଝଟକା, ବିସ୍ଫୋରକ ବ୍ୟାଟିଂ କରି 44 ରନରେ ଆଉଟ୍ ହେଲେ ତ୍ରିପାଠୀ ।

19:34 PM

India vs New Zealand 3rd T20I Live Update: ଭାରତ ସ୍କୋର: ଅଷ୍ଟମ ଓଭର (ବୋଲର-ମିଚେଲ ସାଣ୍ଟନର୍) - 1 4 6 0 1 0 (81/1) (ଶୁବମନ ଗିଲ୍ (39), ରାହୁଲ ତ୍ରିପାଠୀ (38)

 

19:30 PM

India vs New Zealand 3rd T20I Live Update: ଭାରତ ସ୍କୋର: ସପ୍ତମ ଓଭର (ବୋଲର-ଇଶ୍ ସୋଦି) - 1 4 1 2 1 2 (69/1) (ଶୁବମନ ଗିଲ୍ (38), ରାହୁଲ ତ୍ରିପାଠୀ (27)

19:25 PM

India vs New Zealand 3rd T20I Live Update: ଭାରତ ସ୍କୋର: ଷଷ୍ଠ ଓଭର (ବୋଲର-ଲକି ଫର୍ଗୁସନ୍) - 1 4 6 Wd 1 0 1 (58/1) (ଶୁବମନ ଗିଲ୍ (34), ରାହୁଲ ତ୍ରିପାଠୀ (20)

19:19 PM

India vs New Zealand 3rd T20I Live Update: ଭାରତ ସ୍କୋର: ପଞ୍ଚମ ଓଭର - 1 4 4 0 4 1  (44/1) (ଶୁବମନ ଗିଲ୍ (33), ରାହୁଲ ତ୍ରିପାଠୀ (9)

19:14 PM

India vs New Zealand 3rd T20I Live Update: ଭାରତ ସ୍କୋର: ଚତୃର୍ଥ ଓଭର - 0 0 1 2 0 2  (30/1) (ଶୁବମନ ଗିଲ୍ (19), ରାହୁଲ ତ୍ରିପାଠୀ (8)

19:11 PM

India vs New Zealand 3rd T20I Live Update: ଭାରତ ସ୍କୋର: ତୃତୀୟ ଓଭର - 0 4 B1 4 L1 1 (25/1) 

19:10 PM

India vs New Zealand 3rd T20I Live Update: ଭାରତ ସ୍କୋର: ଦ୍ୱିତୀୟ ଓଭର - 1 W 1 1 1 4 (14-1) (ଇଶାନ କିଶାନ ଆଉଟ 1(3))

18:58 PM

India vs New Zealand 3rd T20I Live Update: ଭାରତ ସ୍କୋର: ପ୍ରଥମ ଓଭର - 0 1 0 0 4 1 (6-0)

18:55 PM

India vs New Zealand 3rd T20I Live Update: ନ୍ୟୁଜିଲ୍ୟାଣ୍ଡର ପ୍ଲେଇଂ ଇଲେଭେନ୍
ଆଜିର ମ୍ୟାଚର ନ୍ୟୁଜିଲ୍ୟାଣ୍ଡ  ଟସ୍ ହାରିଯାଇଛି । ଆଜିର ମ୍ୟାଚ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳର ଇଲେଭେନ କିଛି ଏପରି ରହିଛି - ଫିନ୍ ଆଲେନ୍, ଡିଭନ୍ କନୱେ, ମାର୍କ ଚାପମାନ, ଗ୍ଲେନ ଫିଲିପ୍ସ, ଡାରେଲ ମିଚେଲ, ମାଇକେଲ ବ୍ରେସୱେଲ, ମିଚେଲ ସାଣ୍ଟନର୍, ଇଶ୍ ସୋଦି, ଲକି ଫର୍ଗୁସନ୍, ବ୍ଲେୟାର ଟିକନର୍, ବେଞ୍ଜାମିନ୍ ଲିଷ୍ଟର

18:51 PM

India vs New Zealand 3rd T20I Live Update: ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭେନ
ଆଜିର ମ୍ୟାଚର ଟସ୍ ଜିତି ଭାରତ ଜିତିଛି । ଆଜିର ମ୍ୟାଚ୍ ପାଇଁ ଭାରତର ପ୍ଲେଇଂ ଇଲେଭେନ କିଛି ଏପରି ରହିଛି - ଶୁବମାନ ଗିଲ, ଇଶାନ କିଶନ, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ୱାଶିଂଟନ ସୁନ୍ଦର, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା, ଶିବମ ମାଭି, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଉମ୍ରାନ ମଲ୍ଲିକ

 

 

18:51 PM

India vs New Zealand 3rd T20I Live Update: ଟିମ୍ ଇଣ୍ଡିଆ ଟସ୍ ଜିତିଛି । ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଯଦିଓ ଟିମ୍ ଇଣ୍ଡିଆରେ କେବଳ ଗୋଟିଏ ପରିବର୍ତ୍ତନ ହୋଇଛି । ୟୁଜବେନ୍ଦ୍ର ଚହଲଙ୍କୁ ବଦଳରେ ଉମ୍ରାନ ମଲ୍ଲିକ ଦଳକୁ ଫେରିଛନ୍ତି ।