IND Vs SL 1st T20 Live: ୨ ରନରେ ହାରିଲା ଶ୍ରୀଲଙ୍କା
Advertisement

IND Vs SL 1st T20 Live: ୨ ରନରେ ହାରିଲା ଶ୍ରୀଲଙ୍କା

ଭାରତ ଏବଂ ଶ୍ରୀଲଙ୍କା (IND vs SL) ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୨୬ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଏଥିମଧ୍ୟରୁ ଟିମ୍ ଇଣ୍ଡିଆ ୧୭ଟି ମ୍ୟାଚ୍ ଜିତିଥିବା ବେଳେ ଶ୍ରୀଲଙ୍କା ୮ଟି ମ୍ୟାଚ୍ ଜିତିଛି ଏବଂ ୧ଟି ମ୍ୟାଚ୍ ଫଳାଫଳ ଶୂନ୍ୟ ରହିଛି।

IND Vs SL 1st T20 Live: ୨ ରନରେ ହାରିଲା ଶ୍ରୀଲଙ୍କା
LIVE Blog

IND Vs SL 1st T20: ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍ ସହିତ ଟିମ୍ ଇଣ୍ଡିଆ ନୂଆ ବର୍ଷ ଆରମ୍ଭ କରିଛି। ଦୁଇ ଦଳ ମଧ୍ୟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ଓ୍ୱାନଖଡ଼େ ଷ୍ଟାଡିୟମ ମୁମ୍ବାଇରେ ଖେଳାଯାଉଛି। ଏହି ସିରିଜରେ ଟିମ୍ ଇଣ୍ଡିଆର କମାଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଥିବାବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସିରିଜ ପାଇଁ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଟି୨୦ ସିରିଜର ପ୍ରଥମ ମ୍ୟାଚରେ ଟସ୍ ଜିତିବା ପରେ ଶ୍ରୀଲଙ୍କା ଦଳର ଅଧିନାୟକ ଦାସୁନ୍ ଶାନାକା ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ।

ଭାରତ ଏବଂ ଶ୍ରୀଲଙ୍କା (IND vs SL) ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୨୬ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଏଥିମଧ୍ୟରୁ ଟିମ୍ ଇଣ୍ଡିଆ ୧୭ଟି ମ୍ୟାଚ୍ ଜିତିଥିବା ବେଳେ ଶ୍ରୀଲଙ୍କା ୮ଟି ମ୍ୟାଚ୍ ଜିତିଛି ଏବଂ ୧ଟି ମ୍ୟାଚ୍ ଫଳାଫଳ ଶୂନ୍ୟ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୯ ଟି-୨୦ ସିରିଜ୍ ଖେଳାଯାଇଛି, ସେଥିମଧ୍ୟରୁ ଟିମ୍ ଇଣ୍ଡିଆ ୭ଥର ଜିତିଛି ଏବଂ ୧ଟି ସିରିଜ୍ ଶ୍ରୀଲଙ୍କା ନାମରେ ନାମିତ ହୋଇଛି। ଏଥି ସହିତ ଏକ ସିରିଜ୍ ଡ୍ର’ରେ ଶେଷ ହୋଇଛି। ଦୁଇ ଦଳ ମଧ୍ୟରେ ଶେଷ ଟି୨୦ ମ୍ୟାଚ୍ ଏସିଆ କପ୍ ୨୦୨୦ ସମୟରେ ଖେଳାଯାଇଥିଲା ଯେଉଁଠାରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

03 January 2023
22:35 PM

ସ୍କୋର
ଶ୍ରୀଲଙ୍କା: ୧୬୦/୯

ବ୍ୟାଟସମ୍ୟାନ
ଦିଲସାନ ମାଣ୍ଡୁସାକା (୦)
ଚାମିକା କରୁଣାରତ୍ନେ (୧୫)

୨୦ତମ ଓଭର
ବୋଲର: ଅକ୍ଷର ପଟେଲ

ଅତିରିକ୍ତ ବଲ : ଓ୍ୱାଇଡ଼ ବଲ
ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୬
ଚତୁର୍ଥ ବଲ : ୦
ପଞ୍ଚମ ବଲ: ୧
ଷଷ୍ଠ ବଲ : ୧

22:27 PM

ସ୍କୋର
ଶ୍ରୀଲଙ୍କା: ୧୫୦/୮

ବ୍ୟାଟସମ୍ୟାନ
କାସୁନ ରାଜିଥା (୪)
ଚାମିକା କରୁଣାରତ୍ନେ (୧୫)

୧୯ଶ ଓଭର
ବୋଲର: ହର୍ଷଲ ପଟେଲ

ପ୍ରଥମ ବଲ : ୦
ଅତିରିକ୍ତ ବଲ : ନୋ ବଲ
ଦ୍ୱିତୀୟ ବଲ : ୧
ଅତିରିକ୍ତ ବଲ : ଓ୍ୱାଇଡ଼ ବଲ
ତୃତୀୟ ବଲ : ୩
ଚତୁର୍ଥ ବଲ : ୬
ପଞ୍ଚମ ବଲ: ୧
ଷଷ୍ଠ ବଲ : ୧

22:27 PM

ସ୍କୋର
ଶ୍ରୀଲଙ୍କା: ୧୩୧/୭

ବ୍ୟାଟସମ୍ୟାନ
କାସୁନ ରାଜିଥା (୦)
ଚାମିକା କରୁଣାରତ୍ନେ (୫)

୧୮ଶ ଓଭର
ବୋଲର: ଶିବମ ମାଭି

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : w
ପଞ୍ଚମ ବଲ: ୧
ଷଷ୍ଠ ବଲ : ୧

22:21 PM

ଅଷ୍ଟମ ଓ୍ୱିକେଟ ଭାବେ ମାହିସ ଥିକସାଣାଙ୍କୁ ଆଉଟ କଲେ ଭାରତର ଶିବମ ମାଭି। 

22:20 PM

ସ୍କୋର
ଶ୍ରୀଲଙ୍କା: ୧୩୧/୭

ବ୍ୟାଟସମ୍ୟାନ
ମାହିସ ଥିକସାଣା (୧)
ଚାମିକା କରୁଣାରତ୍ନେ (୨)

୧୭ଶ ଓଭର
ବୋଲର: ଉମରାନ ମଲ୍ଲିକ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୦
ଚତୁର୍ଥ ବଲ : w
ପଞ୍ଚମ ବଲ: ୧
ଷଷ୍ଠ ବଲ : ୧

22:17 PM

ଭାରତକୁ ସପ୍ତମ ସଫଳତା। ଉମରାନ ମଲ୍ଲିକଙ୍କ ବଲରେ ଆଉଟ ହେଲେ ଦାସୁନ ସନାକା।

22:08 PM

ସ୍କୋର
ଶ୍ରୀଲଙ୍କା: ୧୨୩/୬

ବ୍ୟାଟସମ୍ୟାନ
ଦାସୁନ ସନାକା (୩୯)
ଚାମିକା କରୁଣାରତ୍ନେ (୨)

୧୬ଶ ଓଭର
ବୋଲର: ହର୍ଷଲ ପଟେଲ

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ: ୪
ଷଷ୍ଠ ବଲ : ୧

22:05 PM

ସ୍କୋର
ଶ୍ରୀଲଙ୍କା: ୧୧୦/୬

ବ୍ୟାଟସମ୍ୟାନ
ଦାସୁନ ସନାକା (୨୫)
ଚାମିକା କରୁଣାରତ୍ନେ (୧)

୧୫ଶ ଓଭର
ବୋଲର: ଶିବମ ମାଭି

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : w
ଚତୁର୍ଥ ବଲ : ୧
ପଞ୍ଚମ ବଲ: ୦
ଷଷ୍ଠ ବଲ : ୧

22:03 PM

ଷଷ୍ଠ ଓ୍ୱିକେଟ ଭାବେ ଓ୍ୱାନିନ୍ଦୁ ହାସରଙ୍ଗାଙ୍କୁ ହରାଇଲା ଶ୍ରୀଲଙ୍କା। ୨୧ ରନ କରି ଶିବମ ମାଭିଙ୍କ ବଲରେ ଆଉଟ। 

21:58 PM

ସ୍କୋର
ଶ୍ରୀଲଙ୍କା: ୧୦୭/୫

ବ୍ୟାଟସମ୍ୟାନ
ଦାସୁନ ସନାକା (୨୫)
ଓ୍ୱାନିନ୍ଦୁ ହାସରାଙ୍ଗା (୨୧)

୧୪ଶ ଓଭର
ବୋଲର: ୟୁଜୁବେନ୍ଦ୍ର ଚହଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୬
ପଞ୍ଚମ ବଲ: ୬
ଷଷ୍ଠ ବଲ : ୨

21:55 PM

ସ୍କୋର
ଶ୍ରୀଲଙ୍କା: ୯୦/୫

ବ୍ୟାଟସମ୍ୟାନ
ଦାସୁନ ସନାକା (୨୩)
ଓ୍ୱାନିନ୍ଦୁ ହାସରାଙ୍ଗା (୬)

୧୩ଶ ଓଭର
ବୋଲର: ଉମରାନ ମଲ୍ଲିକ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ: ୧
ଷଷ୍ଠ ବଲ : ୪

21:47 PM

ସ୍କୋର
ଶ୍ରୀଲଙ୍କା: ୮୦/୫

ବ୍ୟାଟସମ୍ୟାନ
ଦାସୁନ ସନାକା (୧୮)
ଓ୍ୱାନିନ୍ଦୁ ହାସରାଙ୍ଗା (୧)

୧୨ଶ ଓଭର
ବୋଲର: ଅକ୍ଷର ପଟେଲ

ପ୍ରଥମ ବଲ : ୨
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୬
ପଞ୍ଚମ ବଲ: ୦
ଷଷ୍ଠ ବଲ : ୨

21:44 PM

ସ୍କୋର
ଶ୍ରୀଲଙ୍କା: ୬୮/୫

ବ୍ୟାଟସମ୍ୟାନ
ଦାସୁନ ସନାକା (୭)
ଓ୍ୱାନିନ୍ଦୁ ହାସରାଙ୍ଗା (୦)

୧୧ମ ଓଭର
ବୋଲର: ହର୍ଷଲ ପଟେଲ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୨
ତୃତୀୟ ବଲ : ୦
ଚତୁର୍ଥ ବଲ : w
ପଞ୍ଚମ ବଲ: ୦
ଷଷ୍ଠ ବଲ : ୦

21:39 PM

୧୦ ରନ କରି ଭାନୁକା ରାଜପକ୍ଷେ ଆଉଟ। ହର୍ଷଲ ପଟେଲଙ୍କ ବଲରେ ଆଉଟ ହେଲେ ଭାନୁକା। 

21:36 PM

ସ୍କୋର
ଶ୍ରୀଲଙ୍କା: ୬୬/୪

ବ୍ୟାଟସମ୍ୟାନ
ଦାସୁନ ସନାକା (୭)
ଭାନୁକା ରାଜପକ୍ଷେ (୮)

ଦଶମ ଓଭର
ବୋଲର : ଅକ୍ଷର ପଟେଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ: ୧
ଷଷ୍ଠ ବଲ : ୪

21:34 PM

ସ୍କୋର
ଶ୍ରୀଲଙ୍କା: ୫୭/୪

ବ୍ୟାଟସମ୍ୟାନ
ଦାସୁନ ସନାକା (୧)
ଭାନୁକା ରାଜପକ୍ଷେ (୫)

ନବମ ଓଭର
ବୋଲର : ହର୍ଷଲ ପଟେଲ

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : w
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ: ୪
ଷଷ୍ଠ ବଲ : ୧

21:31 PM

୨୮ ରନ କରି କୁଶଲ ମେଣ୍ଡିସ ଆଉଟ। ଶ୍ରୀଲଙ୍କା ୪ଟି ଓ୍ୱିକେଟ ହରାଇ ୫୧ରନରେ ଖେଳ ଜାରି ରଖିଛି।

21:28 PM

ସ୍କୋର
ଶ୍ରୀଲଙ୍କା: ୪୭/୩

ବ୍ୟାଟସମ୍ୟାନ
କୁଶଲ ମେଣ୍ଡିସ (୨୪)
ଭାନୁକା ରାଜପକ୍ଷେ (୦)

ଅଷ୍ଟମ ଓଭର
ବୋଲର : ଉମରାନ ମଲ୍ଲିକ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ: w
ଷଷ୍ଠ ବଲ : ୦

21:27 PM

ତୃତୀୟ ଓ୍ୱିକେଟ ଭାବେ ଚରିଥ ଆଶଲାଙ୍କା ଆଉଟ। ଉମ୍ରାନ ମଲ୍ଲିକଙ୍କ ବଲରେ ୧୨ ରନ କରି ଆଉଟ ହେଲେ ଆଶଲାଙ୍କା। 

21:21 PM

ସ୍କୋର
ଶ୍ରୀଲଙ୍କା: ୪୪/୨

ବ୍ୟାଟସମ୍ୟାନ
କୁଶଲ ମେଣ୍ଡିସ (୨୨)
ଚରିଥ ଆଶଲାଙ୍କା (୧୧)

ସପ୍ତମ ଓଭର
ବୋଲର : ୟୁଜୁବେନ୍ଦ୍ର ଚହଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ: ୦
ଷଷ୍ଠ ବଲ : ୧

21:16 PM

ସ୍କୋର
ଶ୍ରୀଲଙ୍କା: ୩୫/୨

ବ୍ୟାଟସମ୍ୟାନ
କୁଶଲ ମେଣ୍ଡିସ (୨୦)
ଚରିଥ ଆଶଲାଙ୍କା (୪)

ଷଷ୍ଠ ଓଭର
ବୋଲର : ଉମରାନ ମଲ୍ଲିକ

ଅତିରିକ୍ତ ବଲ: ଓ୍ୱାଇଡ଼
ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ: ୦
ଷଷ୍ଠ ବଲ : ୦

21:12 PM

ସ୍କୋର
ଶ୍ରୀଲଙ୍କା: ୨୯/୨

ବ୍ୟାଟସମ୍ୟାନ
କୁଶଲ ମେଣ୍ଡିସ (୧୫)
ଚରିଥ ଆଶଲାଙ୍କା (୪)

ପଞ୍ଚମ ଓଭର
ବୋଲର : ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ: ୦
ଷଷ୍ଠ ବଲ : ୪

21:10 PM

ସ୍କୋର
ଶ୍ରୀଲଙ୍କା: ୨୪/୨

ବ୍ୟାଟସମ୍ୟାନ
କୁଶଲ ମେଣ୍ଡିସ (୧୪)
ଚରିଥ ଆଶଲାଙ୍କା (୦)

ଚତୁର୍ଥ ଓଭର
ବୋଲର : ଶିବମ ମାଭି

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୪
ଚତୁର୍ଥ ବଲ : ୪
ପଞ୍ଚମ ବଲ: w
ଷଷ୍ଠ ବଲ : ୦

21:08 PM

ଦ୍ୱିତୀୟ ଓ୍ୱିକେଟ ଭାବେ ଧନଞ୍ଜୟ ଡି ସିଲଭାଙ୍କୁ ହରାଇଛି। ଶିବମ ମାହିଙ୍କ ବଲରେ ଆଉଟ ହେଲେ ଧନଞ୍ଜୟ।

21:05 PM

ସ୍କୋର
ଶ୍ରୀଲଙ୍କା: ୧୬/୧

ବ୍ୟାଟସମ୍ୟାନ
କୁଶଲ ମେଣ୍ଡିସ (୧୪)
ଧନଞ୍ଜୟ ଡି ସିଲଭା (୦)

ତୃତୀୟ ଓଭର
ବୋଲର : ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ: ୪
ଷଷ୍ଠ ବଲ : ୦

21:00 PM

ସ୍କୋର
ଶ୍ରୀଲଙ୍କା: ୧୨/୧

ବ୍ୟାଟସମ୍ୟାନ
କୁଶଲ ମେଣ୍ଡିସ (୧)
ଧନଞ୍ଜୟ ଡି ସିଲଭା

ଦ୍ୱିତୀୟ ଓଭର
ବୋଲର : ଶିବମ ମାଭି

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୪
ଚତୁର୍ଥ ବଲ : ୧
ପଞ୍ଚମ ବଲ: w
ଷଷ୍ଠ ବଲ : ୦

20:55 PM

ପୁନୁଥ ନିଶାଙ୍କ ଆଉଟ ।

20:41 PM

ସ୍କୋର
ଶ୍ରୀଲଙ୍କା: ୩/୦

ବ୍ୟାଟସମ୍ୟାନ
କୁଶଲ ମେଣ୍ଡିସ (୧)
ପୁଥୁମ ନିଶାଙ୍କ (୧)

ପ୍ରଥମ ଓଭର
ବୋଲର : ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୦
ଅତିରିକ୍ତ ବଲ : ଓ୍ୱାଇଡ଼
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ: ୦
ଷଷ୍ଠ ବଲ : ୧

20:40 PM

ଶ୍ରୀଲଙ୍କା ପାଇଁ ୧୬୩ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ

20:35 PM

ସ୍କୋର
ଭାରତ: ୧୬୨/୫

ବ୍ୟାଟସମ୍ୟାନ
ଅକ୍ଷର ପଟେଲ (୩୧)
ଦୀପକ ହୁଡ୍ଡା (୪୧)

୨୦ତମ ଓଭର
ବୋଲର : କାସୁନ ରାଜିଥା

ପ୍ରଥମ ବଲ :  ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୬
ଚତୁର୍ଥ ବଲ : ୦
ପଞ୍ଚମ ବଲ: ୪
ଷଷ୍ଠ ବଲ : 1

20:29 PM

ସ୍କୋର
ଭାରତ: ୧୪୯/୫

ବ୍ୟାଟସମ୍ୟାନ
ଅକ୍ଷର ପଟେଲ (୩୦)
ଦୀପକ ହୁଡ୍ଡା (୨୯)

୧୮ତମ ଓଭର
ବୋଲର : କାସୁନ ରାଜିଥା

ପ୍ରଥମ ବଲ :  ୧
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୦
ଚତୁର୍ଥ ବଲ : ୨
ପଞ୍ଚମ ବଲ: ୨
ଷଷ୍ଠ ବଲ : ୪

20:29 PM

ସ୍କୋର
ଭାରତ: ୧୩୪/୫

ବ୍ୟାଟସମ୍ୟାନ
ଅକ୍ଷର ପଟେଲ (୧୬)
ଦୀପକ ହୁଡ୍ଡା (୨୯)

୧୮ତମ ଓଭର
ବୋଲର : କାସୁନ ରାଜିଥା

ପ୍ରଥମ ବଲ :  ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୪
ଚତୁର୍ଥ ବଲ : ୧
ପଞ୍ଚମ ବଲ: ୦
ଷଷ୍ଠ ବଲ : ୧

20:22 PM

ସ୍କୋର
ଭାରତ: ୧୨୮/୫

ବ୍ୟାଟସମ୍ୟାନ
ଅକ୍ଷର ପଟେଲ (୧୧)
ଦୀପକ ହୁଡ୍ଡା (୨୮)

୧୭ତମ ଓଭର
ବୋଲର : ଓ୍ୱାନିନ୍ଦୁ ହାସରଙ୍ଗା

ପ୍ରଥମ ବଲ :  ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ: ୧
ଷଷ୍ଠ ବଲ : ୬

20:20 PM

ସ୍କୋର
ଭାରତ: ୧୧୮/୫

ବ୍ୟାଟସମ୍ୟାନ
ଅକ୍ଷର ପଟେଲ (୯)

ଦୀପକ ହୁଡ୍ଡା (୨୦)

୧୬ତମ ଓଭର
ବୋଲର : ମାହିସ ଥିକସାଣ।

ପ୍ରଥମ ବଲ :  ୧
ଦ୍ୱିତୀୟ ବଲ : ୨
ତୃତୀୟ ବଲ : ୧
ଚତୁର୍ଥ ବଲ : ୬
ପଞ୍ଚମ ବଲ: ୬
ଷଷ୍ଠ ବଲ : ୧

20:13 PM

ସ୍କୋର
ଭାରତ: ୧୦୧/୫

ବ୍ୟାଟସମ୍ୟାନ
ଅକ୍ଷର ପଟେଲ (୬)
ଦୀପକ ହୁଡ୍ଡା (୬)

୧୫ତମ ଓଭର
ବୋଲର : ଦିଲସାନ ମଦୁଶଙ୍କା

ପ୍ରଥମ ବଲ :  w
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ଅତିରିକ୍ତ: ଓ୍ୱାଇଡ଼
ପଞ୍ଚମ ବଲ: ୦
ଷଷ୍ଠ ବଲ : ୨

20:12 PM

ପଞ୍ଚମ ଓ୍ୱିକେଟ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ। ଦିଲସାନଙ୍କ ବଲରେ ୨୯ ରନ କରି ଆଉଟ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା। 

20:11 PM

ସ୍କୋର
ଭାରତ: ୯୪/୪

ବ୍ୟାଟସମ୍ୟାନ
ହାର୍ଦିକ ପାଣ୍ଡ୍ୟା (୨୯)
ଦୀପକ ହୁଡ୍ଡା (୬)

୧୪ତମ ଓଭର
ବୋଲର : ଓ୍ୱାନିନ୍ଦୁ ହାସରଙ୍ଗା

ପ୍ରଥମ ବଲ :  ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

20:05 PM

ସ୍କୋର
ଭାରତ: ୯୧/୪

ବ୍ୟାଟସମ୍ୟାନ
ହାର୍ଦିକ ପାଣ୍ଡ୍ୟା (୨୭)
ଦୀପକ ହୁଡ୍ଡା (୫)

୧୩ତମ ଓଭର
ବୋଲର : ମାହିସ ଥିକସାଣ।

ପ୍ରଥମ ବଲ :  ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

20:01 PM

ସ୍କୋର
ଭାରତ: ୮୬/୪

ବ୍ୟାଟସମ୍ୟାନ
ହାର୍ଦିକ ପାଣ୍ଡ୍ୟା (୨୪)
ଦୀପକ ହୁଡ୍ଡା (୩)

୧୨ତମ ଓଭର
ବୋଲର : ଚାମିକା କରୁଣାରତ୍ନେ

ପ୍ରଥମ ବଲ :  ୧
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

19:57 PM

ସ୍କୋର
ଭାରତ: ୭୮/୪

ବ୍ୟାଟସମ୍ୟାନ
ହାର୍ଦିକ ପାଣ୍ଡ୍ୟା (୧୮)
ଦୀପକ ହୁଡ୍ଡା (୧)

୧୧ତମ ଓଭର
ବୋଲର : ଓ୍ୱାନିନ୍ଦୁ ହାସରଙ୍ଗା

ପ୍ରଥମ ବଲ :  ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : w
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

19:54 PM

ଇଶାନ କିସାନ ଆଉଟ। ହସରଙ୍ଗାଙ୍କ ବଲରେ କିଶାନ ଆଉଟ। ଦଳୀୟ ସ୍କୋର ୭୭/୪।

19:50 PM

ସ୍କୋର

ଭାରତ: ୭୫/୩

ବ୍ୟାଟସମ୍ୟାନ
ହାର୍ଦିକ ପାଣ୍ଡ୍ୟା (୧୭)
ଇଶାନ କିଶାନ (୩୬)

ଦଶମ ଓଭର
ବୋଲର : କାସୁନ ରାଜିଥା

ପ୍ରଥମ ବଲ :  ୬
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

19:45 PM

ସ୍କୋର
ଭାରତ: ୬୪/୩

ବ୍ୟାଟସମ୍ୟାନ
ହାର୍ଦିକ ପାଣ୍ଡ୍ୟା (୧୭)
ଇଶାନ କିଶାନ (୨୫)

ନବମ ଓଭର
ବୋଲର : ଓ୍ୱାନିନ୍ଦୁ ହାସରଙ୍ଗା

ପ୍ରଥମ ବଲ :  ୪
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:41 PM

ସ୍କୋର
ଭାରତ: ୫୮/୩

ବ୍ୟାଟସମ୍ୟାନ
ହାର୍ଦିକ ପାଣ୍ଡ୍ୟା (୧୨)
ଇଶାନ କିଶାନ (୨୪)

ଅଷ୍ଟମ ଓଭର
ବୋଲର : ଚାମିକା କରୁଣାରତ୍ନେ

ପ୍ରଥମ ବଲ :  ୪
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୨
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

19:39 PM

ସ୍କୋର
ଭାରତ: ୪୭/୩

ବ୍ୟାଟସମ୍ୟାନ
ହାର୍ଦିକ ପାଣ୍ଡ୍ୟା (୧)
ଇଶାନ କିଶାନ (୨୪)

ସପ୍ତମ ଓଭର
ବୋଲର : ଧନଞ୍ଜୟ ଡି' ସିଲଭା

ପ୍ରଥମ ବଲ :  ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୨
ଚତୁର୍ଥ ବଲ : ୨
ପଞ୍ଚମ ବଲ : ଓ୍ୱିକେଟ
ଷଷ୍ଠ ବଲ : ୧

19:35 PM

ତୃତୀୟ ଓ୍ୱିକେଟ ଭାବେ ଶିକାର ହେଲେ ସଞ୍ଜୁ ସାମସନ। ଧନଞ୍ଜୟ ଡି ସିଲଭାଙ୍କ ବଲରେ ଆଉଟ । 

19:30 PM

ସ୍କୋର
ଭାରତ: ୩୮/୨

ବ୍ୟାଟସମ୍ୟାନ
ସଞ୍ଜୁ ସାମସନ (୧)
ଇଶାନ କିଶାନ (୨୨)

ଷଷ୍ଠ ଓଭର
ବୋଲର : ଚାମିକା କରୁଣାତ୍ନେ

ପ୍ରଥମ ବଲ :  ଓ୍ୱିକେଟ
ଅତିରିକ୍ତ ବଲ : ଓ୍ୱାଇଡ଼
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

19:28 PM

ସୂର୍ଯ୍ୟକୁମାର ଯାଦବ ଆଉଟ। ଚାମିକା କରୁଣାତ୍ନେଙ୍କ ବଲରେ ଆଉଟ ହେଲେ ସୂର୍ଯ୍ୟକୁମାର। 

19:24 PM

ସ୍କୋର
ଭାରତ: ୩୮/୧

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ (୭)
ଇଶାନ କିଶାନ (୨୨)

ପଞ୍ଚମ ଓଭର
ବୋଲର : ମାହିସ ଥିକସାଣା

ପ୍ରଥମ ବଲ :  ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

19:21 PM

ସ୍କୋର
ଭାରତ: ୩୪/୧

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ (୫)
ଇଶାନ କିଶାନ (୨୦)

ଚତୁର୍ଥ ଓଭର
ବୋଲର : ଦିଲସାନ ମାଡୁସାଙ୍କା

ପ୍ରଥମ ବଲ :  ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:19 PM

ସ୍କୋର
ଭାରତ: ୨୯/୧

ତୃତୀୟ ଓଭର
ବୋଲର : ମାହିସ ଥିକସାଣା

ପ୍ରଥମ ବଲ :  ୦
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୪
ଚତୁର୍ଥ ବଲ : ଓ୍ୱିକେଟ
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

19:13 PM

ସ୍କୋର

ଭାରତ: ୨୬/୦

 

ଦ୍ୱିତୀୟ ଓଭର
ବୋଲର : ଦିଲସାନ ମାଡୁସାଙ୍କା

ଅତିରିକ୍ତ ବଲ: Wide
ପ୍ରଥମ ବଲ :  ୪
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୨
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

19:04 PM

ଭାରତ: ୧୭/୦

ପ୍ରଥମ ଓଭର
ବୋଲର (କାସୁନ ରଜିଥା)

ପ୍ରଥମ ବଲ :  ୨
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୬
ଅତିରିକ୍ତ ବଲ: ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୪
ଷଷ୍ଠ ବଲ : ୪

19:03 PM

ଶ୍ରୀଲଙ୍କା ଦଳ: ଦାସୁନ୍ ଶାନାକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା (ଉପ-ଅଧିନାୟକ), ଚାରିଥ ଅସଲଙ୍କା, ଆଶେନ ବାନ୍ଦାରା, ଧନଞ୍ଜୟ ଦେ ସିଲଭା, ଅଭିସ୍କା ଫର୍ନାଣ୍ଡୋ, ଚାମିକା କରୁଣାତ୍ନେ, ଲାହିରୁ କୁମାରା, ଦିଲଶାନ ମଦୁଶଙ୍କା, କୁସାଲ ମେଣ୍ଡିସ୍, ପୃଥମ୍ ନିସଙ୍କା, ପ୍ରମୋଦ ମଦୁସାନ୍, ଭାନୁଜା ରାଜପୁତ , ସାଡେରା ସମରୱିକ୍ରାମା, ମହିଷ ଥିଶାନା, ନୁଭାନ୍ ଥଶାରା ଏବଂ ଡୁନିଥ୍ ଭେଲାଲେଗେ।

18:59 PM

ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ (ଉପ-କ୍ୟାପଟେନ), ଇଶାନ କିଶନ, ରିତୁରାଜ ଗାଏକ୍ୱାଡ଼, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ୱାଶିଂଟନ୍ ସୁନ୍ଦର, ଆକ୍ସର ପଟେଲ, ୟୁଜଭେନ୍ଦ୍ର ଚହଲ, ହର୍ଷଲ ପଟେଲ ଶିବମ୍ ମାଭି।