Indian Team: ପ୍ରଥମେ ବ୍ୟାଟିଂ କରି ସ୍ମୃତି ମନ୍ଧାନା ୧୩୫ ରନ ଏବଂ ପ୍ରତୀକା ରାୱଲଙ୍କ ୧୫୪ ରନ୍ ସ୍ମରଣୀୟ ଇନିଂସ ଆଧାରରେ ୫୦ ଓଭରରେ ୫ ୱିକେଟ୍ ହରାଇବା ପରେ ଟିମ୍ ଇଣ୍ଡିଆ ସ୍କୋର ବୋର୍ଡରେ ୪୩୫ ରନ୍ ସ୍କୋର କରିଥିଲା। ଏହାପୂର୍ବରୁ ୨୦୧୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳୁଥିବାବେଳେ ପୁରୁଷ ଦଳ ୫ ୱିକେଟ୍ ହରାଇବା ପରେ ମୋଟ ୪୧୮ ରନ୍ କରିଛି।
Trending Photos
Innings Break!
A batting display from #TeamIndia in Rajkot!
Hundreds for Pratika Rawal & captain Smriti Mandhana
Target for Ireland - 436
Updates https://t.co/xOe6thhPiL#INDvIRE | @IDFCFIRSTBank pic.twitter.com/aid00lGDjY
— BCCI Women (@BCCIWomen) January 15, 2025