ସାଥୀ ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ସହ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲେ ବାବର ଆଜମ, ଅଶ୍ଳୀଳ MMS ଭାଇରାଲ
Advertisement
Article Detail0/zeeodisha/odisha1530680

ସାଥୀ ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ସହ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲେ ବାବର ଆଜମ, ଅଶ୍ଳୀଳ MMS ଭାଇରାଲ

Babar Azam MMS Video: 

ସାଥୀ ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ସହ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲେ ବାବର ଆଜମ, ଅଶ୍ଳୀଳ MMS ଭାଇରାଲ

Babar Azam MMS Video: ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମ (Babar Azam) ତାଙ୍କ ଖରାପ ଅଧିନାୟକତ୍ୱ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ତାଙ୍କଠାରୁ ଅଧିନାୟକତ୍ୱ ଛଡ଼ାଯାଇପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ବାବର ଆଜମଙ୍କର ଏକ ଏମଏମଏସ (Babar Azam MMS) ଭାଇରାଲ ହେଉଛି । ଯେଉଁଥିରେ ତାଙ୍କୁ ଅଶ୍ଳୀଳ ଅବସ୍ଥାରେ ଦେଖାଯାଉଛି । ତାଙ୍କର ଏହି MMS ଇଣ୍ଟରନେଟରେ ନିଆଁ ପରି ବ୍ୟାପି ସାରିଛି । ଏହା ଦେଖିବା ପରେ ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ବାବାର ଆଜମ ନିଜ ସାଥୀଙ୍କ ଗର୍ଲଫ୍ରେଣ୍ଡ ସହିତ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଛନ୍ତି ।