IND vs AUS 4th Test: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ମଝିରେ ହଠାତ୍ ବଦଳିଗଲେ ଦଳର ଅଧିନାୟକ, ଏହି ଖେଳାଳିଙ୍କୁ ମିଳିଲା କମାଣ!
Advertisement

IND vs AUS 4th Test: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ମଝିରେ ହଠାତ୍ ବଦଳିଗଲେ ଦଳର ଅଧିନାୟକ, ଏହି ଖେଳାଳିଙ୍କୁ ମିଳିଲା କମାଣ!

IND vs AUS 4th Test: ସିରିଜର ଚତୁର୍ଥ ତଥ୍ୟା ନିର୍ଣ୍ଣାୟକ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ମଧ୍ୟରେ ଜାରି ରହିଛି । ଏହି ମ୍ୟାଚରେ ଦୁଇ ଦିନର ଖେଳ ଅତିବାହିତ ହୋଇସାରିଛି ଓ ବର୍ତ୍ତମାନ ଭାରତୀୟ ଦଳ (Indian Cricket Team) ୪୪୪ ରନ୍ ପଛରେ ରହିଛି । ଏହି ସମୟରେ ପଡୋଶୀ ଦେଶର କ୍ରିକେଟ୍ ଦଳ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି ।

IND vs AUS 4th Test: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ମଝିରେ ହଠାତ୍ ବଦଳିଗଲେ ଦଳର ଅଧିନାୟକ, ଏହି ଖେଳାଳିଙ୍କୁ ମିଳିଲା କମାଣ!

Pakistan Captain Babar Azam: ବର୍ତ୍ତମାନ ସମୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy) ଟେଷ୍ଟ ସିରିଜ (India vs Australia Test Series) ଚାଲିଛି । ଏହି ସିରିଜର ଚତୁର୍ଥ ତଥ୍ୟା ନିର୍ଣ୍ଣାୟକ ମ୍ୟାଚ୍ (IND vs AUS 4th Test Match) ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ମଧ୍ୟରେ ଜାରି ରହିଛି । ଏହି ମ୍ୟାଚରେ ଦୁଇ ଦିନର ଖେଳ ଅତିବାହିତ ହୋଇସାରିଛି ଓ ବର୍ତ୍ତମାନ ଭାରତୀୟ ଦଳ (Indian Cricket Team) ୪୪୪ ରନ୍ ପଛରେ ରହିଛି । ଏହି ସମୟରେ ପଡୋଶୀ ଦେଶର କ୍ରିକେଟ୍ ଦଳ ସହ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସୁଛି ।

ଚଳିତ ମାସ ଶେଷରେ ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନକୁ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ (Pakistan Vs Afghanistan T20I Series) ଖେଳିବାର ଅଛି । ଏହି ସିରିଜ (PAK vs AFG T20) ପାଇଁ ପାକିସ୍ତାନ ଦଳ ନିଜର ଅଧିନାୟକ (Pakistan Captain) ବାବର ଆଜମ (Babar Azam) ଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି । ଜିଓ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାବର ଆଜମ ଏହି ସିରିଜରେ ଖେଳିବେ ନାହିଁ । ତାଙ୍କ ବ୍ୟତୀତ ସିନିୟର ୱିକେଟ୍ କିପର ମହମ୍ମଦ ରିଜୱାନ (Mohammad Rizwan) ମଧ୍ୟ ପାକିସ୍ତାନ ଓ ଆଫଗାନିସ୍ତାନ ଟି-20 ସିରିଜରେ ଅଂଶଗ୍ରହଣ କରିବେ ନାହିଁ ।

ଜିଓ ନ୍ୟୁଜ୍ ରିପୋର୍ଟ କରିଛି ଯେ, ବାବର ଆଜମ ଆଜମ (Babar Azam) ଙ୍କ ଅନୁପସ୍ଥିତିରେ ଶାହିନ୍ ଆଫ୍ରିଦି (Shaheen Afridi) ପାକିସ୍ତାନ ଦଳର କମାଣ ସମ୍ଭାଳି ପାରନ୍ତି । ପାକିସ୍ତାନ ସୁପର ଲିଗ୍ (PSL 2023) ବିଜେତା ଅଧିନାୟକ ଶାହିନ ଆଫ୍ରିଦିଙ୍କ ମଧ୍ୟ ନେତୃତ୍ୱ ଅଭିଜ୍ଞତା ରହିଛି । ଯଦି ତାଙ୍କୁ ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଏ, ତେବେ ତାଙ୍କୁ ଚଳିତ ମାସ ଶେଷରେ ପାକିସ୍ତାନ ଜାତୀୟ ଦଳର ଦାୟିତ୍ୱ ସମ୍ଭାଳୁଥିବାର ନଜରକୁ ଆସିବେ । ଏହା ପ୍ରଥମ ଥର ହେବ ଯେ ଶାହିନ୍ ଆଫ୍ରିଦି ପାକିସ୍ତାନ ଦଳର ଅଧିନାୟକତ୍ୱ କରିବେ ।

ଅଧିକ ପଢ଼ନ୍ତୁ:-BCCI ଚାଲିଲେ ଖତରନାକ୍ ଚାଲ୍, ହଠାତ୍ ୮ ମାସ ପରେ ଦିନିକିଆ ଦଳରେ ଏହି ଘାତକ ଖେଳାଳଙ୍କ ହେଲା ଏଣ୍ଟ୍ରି!

ଅଧିକ ପଢ଼ନ୍ତୁ:-ସରକାର ଆରମ୍ଭ କଲେ ଆଉ ଏକ ପେନସନ ଯୋଜନା, କର୍ମଚାରୀଙ୍କୁ ମିଳିବ OPS ଅପେକ୍ଷା ଅଧିକ ଲାଭ!

ଅଧିକ ପଢ଼ନ୍ତୁ:-ରାସନ କାର୍ଡ ଧାରକଙ୍କ ପାଇଁ ବଡ଼ ଖୁସି ଖବର, ଏଣିକି ମାଗଣା ରାସନ ସହ ମିଳିବ ୧୦୦୦ ଟଙ୍କା!

ଏଠାରେ କହି ରଖୁଛୁ ଯେ, ୨୦୨୨ ଟି-20 ବିଶ୍ୱକପ ଫାଇନାଲରୁ ଶାହିନ୍ ଆଫ୍ରିଦି (Shaheen Afridi) ପାକିସ୍ତାନ ପାଇଁ ଖେଳି ନାହାଁନ୍ତି । ଆଣ୍ଠୁରେ ଆଘାତ ଯୋଗୁଁ ଫାଇନାଲରେ ବାମ ହାତୀ ପେସର୍ ପଡ଼ିଆରୁ ବାହାରି ଯାଇଥିଲେ । ଏହି କାରଣରୁ ଶାହିନ୍ ଆଫ୍ରିଦି (Shaheen Afridi) ନିଜର ଯାଦୁ ଦେଖାଇ ପାରିନଥିଲେ । ଏହା ପରେ ଶାହିନ୍ ଆଫ୍ରିଦି (Shaheen Afridi) PSL ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ମ୍ୟାଚ୍ ଫିଟନେସ୍ ପ୍ରମାଣ କରିଥିଲେ । ସେପଟେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (Pakistan Vs Afghanistan T20I Series) ମାର୍ଚ୍ଚ ୨୪, ୨୬ ଏବଂ ୨୭ରେ ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ।