Congress Candidate List: ରାଜ୍ୟର ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ
Advertisement
Article Detail0/zeeodisha/odisha2204304

Congress Candidate List: ରାଜ୍ୟର ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

Congress Candidate list 2024: ବିଧାନସଭା ନିର୍ବାଚନ ପାଇଁ ରବିବାର ଦିନ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଂଗ୍ରେସ ଦଳର ଏହି ପ୍ରାର୍ଥୀ ତାଲିକା ୭୫ଟି ବିଧାନସଭା ଆସନ ପାଇଁ ପ୍ରକାଶ କରାଯାଇଛି।

Congress Candidate list 2024

Congress Candidate list 2024: ବିଧାନସଭା ନିର୍ବାଚନ ପାଇଁ ରବିବାର ଦିନ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଂଗ୍ରେସ ଦଳର ଏହି ପ୍ରାର୍ଥୀ ତାଲିକା ୭୫ଟି ବିଧାନସଭା ଆସନ ପାଇଁ ପ୍ରକାଶ କରାଯାଇଛି। ୭୫ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୩ ଟି ଆସନରେ ପ୍ରାର୍ଥୀ ବଦଳାଇଛି। ଏବଂ ଆଉ ୭୨ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ଦେଖନ୍ତୁ ପୂରା ଲିଷ୍ଟ...

କଂଗ୍ରେସର ୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା
ଏକାମ୍ର ଭୁବନେଶ୍ୱର - ପ୍ରଶାନ୍ତ କୁମାର ଚମ୍ପତି
ଜଟଣୀ - ସନ୍ତୋଷ ଜେନା
ବେଗୁନିଆ - ପୃଥ୍ବୀବଲ୍ଲଭ ପଟ୍ଟନାୟକ
ରଣପୁର- ବିଭୁପ୍ରସାଦ ମିଶ୍ର
ନୟାଗଡ଼ - ରଞ୍ଜିତ ଦାସ
କବିସୂର୍ଯ୍ୟନଗର - ବିପିନ ବିହାରୀ ସ୍ୱାଇଁ
ଖଲ୍ଲିକୋଟ - ଚିତ୍ରସେନ ବେହେରା
ଆସ୍କା - ସୁରଭି ବିଷୋୟୀ
ହିଞ୍ଜିଳି - ରଜନୀକାନ୍ତ ପାଢ଼ୀ
ବ୍ରହ୍ମପୁର - ଦୀପକ ପଟ୍ଟନାୟକ
ଦିଗପହଣ୍ଡି - ଶ୍ରୀଧର ଦେବ
ଅତାବିରା- ଅଭିଷେକ ସେଠ
ତଳସରା- ଦେବେନ୍ଦ୍ର ଭିତରିଆ
କୁଚିଣ୍ଡା- କେଦାରନାଥ ବରିହା
ରେଙ୍ଗାଲି- ଦିଲୀପ କୁମାର ଦୁରିଆ
ସମ୍ବଲପୁର- ଦୁର୍ଗାପ୍ରସାଦ ପାଢ଼ୀ
ରେଢ଼ାଖୋଲ- ଆସଫ ଅଲ୍ଲୀ ଖାନ୍
ଦେବଗଡ଼- ସେମ୍ ହେମ୍ବ୍ରମ୍
ତେଲକୋଇ- ନିର୍ମଳ ଚନ୍ଦ୍ର ନାଏକ
ଘଷିପୁରା- ସୁବ୍ରତ ଚକ୍ର
ଆନନ୍ଦପୁର- ଜୟଦେବ ଜେନା
ପାଟଣା- ହୃଷିକେଶ ନାଏକ
କେନ୍ଦୁଝର- ପ୍ରତିଭା ମଞ୍ଜରୀ ନାୟକ
ଚମ୍ପୁଆ- ଯଶୋବନ୍ଦ ଲାଗୁରି
ଯଶିପୁର- ଶ୍ୱେତା ଛତର
ସାରସକଣା- ରାମକୁମାର ସୋରେନ
ରାଇରଙ୍ଗପୁର- ଯୋଗେନ୍ଦ୍ର ବଅଁର
ବାଙ୍ଗରିପୋଷି- ମୂରଲୀଧର ନାଏକ
କରଞ୍ଜିଆ- ଲକ୍ଷ୍ମୀଧର ସିଂ
ଉଦଳା- ଦୁର୍ଗାଚରଣ ଟୁଡୁ
ବାରିପଦା- ବାଦଲ ହେମ୍ବ୍ରମ୍
ମୋରଡ଼ା- ପ୍ରଭାସ କରମହାପାତ୍ର
ଭୋଗରାଇ- ସତ୍ୟଶିବ ଦାସ
ବସ୍ତା- ବିଜନ ନାୟକ
ରେମୁଣା- ସୁଦର୍ଶନ ଜେନା
ସୋର- ସୁବ୍ରତ ଧଡ଼ା
ସିମୁଳିଆ- ହିମାଂଶୁ ଶେଖର ବେହେରା
ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ
ଭଦ୍ରକ- ଅସିତ ପଟ୍ଟନାୟକ
ବାସୁଦେବପୁର- ଅଶୋକ କୁମାର ଦାସ
ଧାମନଗର- ରଞ୍ଜନ କୁମାର ବେହେରା
ଚାନ୍ଦବାଲି- ଅମୀୟ କୁମାର ମହାପାତ୍ର
ବିଞ୍ଝାରପୁର- କନକଲତା ମଲ୍ଲିକ
ବରୀ- ଆରତୀ ଦେଓ
ଧର୍ମଶାଳା- କିଷନ ପଣ୍ଡା
ଯାଜପୁର- ସୁଦୀପ କୁମାର କର
କୋରେଇ- ବନ୍ଦିତା ପରିଡ଼ା
ଢେଙ୍କାନାଳ- ସୁସ୍ମିତା ସିଂଦେଓ
ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାଏକ
କାମାକ୍ଷାନଗର- ବିପ୍ରବର ସାହୁ
ପରଜଙ୍ଗ- ରଞ୍ଜିତ କୁମାର ସାହୁ
ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ
ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ
ଛେଣ୍ଡିପଦା- ନରୋତ୍ତମ ନାୟକ
ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ
ବୀରମହାରାଜପୁର- ପ୍ରଦୀପ ସେଠୀ
ସୋନପୁର- ପ୍ରିୟବ୍ରତ ସାହୁ
ଟିଟିଲାଗଡ଼- ବୀରେନ୍ଦ୍ର ବାଗ
ଖଡ଼ିଆଳ- କମଳଚରଣ ତାଣ୍ଡି
ବାଲିଗୁଡ଼ା- ଉପେନ୍ଦ୍ର ପ୍ରଧାନ
ବଡ଼ମ୍ବା- ସଞ୍ଜୟ କୁମାର ସାହୁ
ବାଙ୍କୀ- ଦେବାଶିଷ ପଟ୍ଟନାୟକ
ଆଠଗଡ଼- ମେହମୁଦ ଅହମ୍ମଦ ଖାନ୍
ଚୌଦ୍ୱାର-କଟକ - ମୀରା ମଲ୍ଲିକ
ନିଆଳୀ- ଜ୍ୟୋତିରଞ୍ଜନ ମଲ୍ଲିକ
କଟକ ସଦର - ରାମଚନ୍ଦ୍ର ଗୋଚ୍ଛାୟତ
ସାଲେପୁର - ଆକିବ ଉଜ୍ଜମାନ ଖାନ୍
ପାଟକୁରା- ରତିକାନ୍ତ କାନୁନଗୋ
ଆଳି- ଦେବସ୍ମିତା ଶର୍ମା
ପାରାଦୀପ- ନିରଞ୍ଜନ ନାୟକ
ତିର୍ତ୍ତୋଲ- ହିମାଂଶୁ ଭୂଷଣ ମଲ୍ଲିକ
ବାଲିକୁଦା-ଏରସମା - ଇଂ ନଳିନୀ ସ୍ବାଇଁ
ପୁରୀ - ସୁଜିତ ମହାପାତ୍ର
ବ୍ରହ୍ମଗିରି - ମିତ୍ରଭାନୁ ମହାପାତ୍ର
ଜୟଦେବ - ଜୟନ୍ତ କୁମାର ଭୋଇ
fallback