Advertisement
Photo Details/zeeodisha/odisha1506632
photoDetails0hindi

Indian Cricketers Car Collection: ୨୦୨୨ରେ ଏହି କ୍ରିକେଟର କିଣିଛନ୍ତି ସବୁଠାରୀ ଦାମୀ କାର୍, ଜାଣନ୍ତୁ କିଏ କରିଛି ଅଧିକ ଖର୍ଚ୍ଚ

Car Collection 2022: ଭାରତୀୟ କ୍ରିକେଟରଙ୍କ ଜୀବନଶୈଳିକୁ ନେଇ ସଦାସର୍ବଦା ଚର୍ଚ୍ଚା ହୁଏ। ସେମାନଙ୍କର ପିନ୍ଧା ଡ୍ରେସଠୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ହୁଏ। ତେବେ ଚଳିତ ବର୍ଷ ଭାରତୀୟ ଖେଳାଳି ନିଜର କାର୍ କଲେକ୍ସନରେ ପାଣି ପରି ଟଙ୍କା ଖର୍ଚ୍ଚ କରିଛନ୍ତି। ଆସନ୍ତୁ ଜାଣିବା ତାଲିକାରେ ପ୍ରଥମେ କିଏ?

1/5

ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଚଳିତ ବର୍ଷ ତାଙ୍କ କାର କଲେକ୍ସନ ଜବରଦସ୍ତ ରଖିଛନ୍ତି । ସେଥିମଧ୍ୟରେ ଅଛି  (Lamborghini Urus) । ଏହି କାରର ମୂଲ୍ୟ ୩.୧୫ କୋଟି ଟଙ୍କା । ଏହା ବ୍ୟତୀତ ତାଙ୍କ ପାଖରେ Mercedes-Benz GLS 350 d 350 d, BMW X3 ଏବଂ ଟୋୟୋଟା ଫର୍ଚୁନର୍ Toyota Fortuner ଭଳି ଅନେକ ମହଙ୍ଗା କାର ଅଛି।

2/5

ବର୍ଷ ୨୦୨୨ ରେ ସବୁଠାରୁ ସଫଳ ଟି -20 ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ମଧ୍ୟ କାର କିଣିବାରେ ପଛରେ ନାହାଁନ୍ତି। ସେ ଚଳିତ ବର୍ଷ ମର୍ସିଡିଜ୍ ବେଞ୍ଜ୍ ଜିଏଲ୍ଏସ୍ କିଣିଛନ୍ ତି। ଏହି କାରର ମୂଲ୍ୟ ୧.୪ କୋଟି ଟଙ୍କା |

 

3/5

ଟିମ ଇଣ୍ଡିଆରେ ଥାଇ ମଧ୍ୟ ନଥିବା ପରି ଅଜିଙ୍କ୍ୟା ରାହାଣେ ଚଳିତ ବର୍ଷ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି। ସେ ତାଙ୍କ କାର ସଂଗ୍ରହରେ BMW 6 ସିରିଜ୍ ଜିଟି ଅନ୍ତର୍ଭୁକ୍ତ କରିଛନ୍ତି। ଏହି କାରର ମୂଲ୍ୟ ୬୯.୯୦ ଲକ୍ଷ ଟଙ୍କା ।

4/5

ଚଳିତ ବର୍ଷ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ରନ୍ ସ୍କୋରର ଶ୍ରେୟସ୍ ଆୟର୍ (Shreyas Iyer) ମର୍ସିଡିଜ୍-ଏମ୍ ଜି 63 ଏସୟୁଭି କିଣିବା ପାଇଁ ମୋଟ ୨.୪୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

5/5

ଭାରତୀୟ ମହିଳା ଦଳର ତାରକା ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଦାନା ଚଳିତ ବର୍ଷ ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଇଭୋକ କିଣିଛନ୍ତି। ସେ ଏହି କାର ପାଇଁ ୭୨.୦୯ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।