Advertisement
photoDetails0hindi

Tv Actress Bikini Pics: ଟିଭି ଅଭିନେତ୍ରୀଙ୍କ ବିକିନି ଅବତାର, ପଛରେ ପଡିଯିବେ ବଲିଉଡ ଆକଟ୍ରେସ୍

Tv Actress Bikini Pics: ହିନ୍ଦୀ ସିରିୟଲର ଜଣାଶୁଣା ଅଭିନତ୍ରୀ ଟିନା ଦତ୍ତା,ରୁବିନା ଦିଲାଇକ୍ ଏବଂ ରଶ୍ମୀ ଦେଶାଇ । ଏମାନେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ବିମୋହିତ କରନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଅଭିନେତ୍ରୀମାନେ ଅଭିନୟରେ ଯେତିକି ଆଗରେ ନିଜ ହଟନେସରେ ମଧ୍ୟ ସମସ୍ତଙ୍କୁ ପଛରେ ପକାଇଦେବେ ।

1/9

ଟିଭି ଶୋ 'ଉତରନ'ର ଅଭିନେତ୍ରୀ ଟିନା ଦତ୍ତା, ଅଧିକାଂଶ ସମୟରେ ଟ୍ରାଡିସନାଲ ଲୁକରେ ନଜର ଆସନ୍ତି । 'ଇଚା'ର ଚରିତ୍ରରେ ଅଭିନୟ କରୁଥିବା ଟିନା ଯେତେବେଳେ  ସୁମିଂ ସୁଟ୍ ରେ ଏକ ଫଟୋସୁଟ୍ କଲେ । ଆଉ ଏହା ଭାଇରାଲ ହେଲା ସେତେବେଳେ ସୋସିଆଲ ମିଡିଆରେ ଟିନାଙ୍କ ଏହି ଫଟୋ ଫ୍ୟାନ୍ସଙ୍କୁ ପାଗଳ କରି ଦେଇଥିଲା ।

2/9

ଏଥି ସହିତ 'ଉତରନ' ଅଭିନେତ୍ରୀ ରଶ୍ମୀ ଦେଶାଇ ମଧ୍ୟ ପାରମ୍ପାରିକ ପୋଷାକରେ ପରଦାରେ ନଜର ଆସିନ୍ତି । ଯାହା ଦର୍ଶକଙ୍କ ମନକିଣେ, ଅନ୍ୟପକ୍ଷରେ, ବିଗବସରେ ଆସିବା ପରେ ରଶ୍ମୀ ଦେଶାଇ ସମ୍ପୂର୍ଣ୍ଣ ଭାବେ ନିଜକୁ ବଦଳାଇଥିଲେ। ଏବଂ ବିକିନି ଫଟୋସୁଟ୍ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।

3/9

ଜଣାଶୁଣା ଟିଭି ଅଭିନେତ୍ରୀ ରୁବିନା ଦିଲାଇକ୍ । ବିଗବସରେ ସାମିଲ ହେବା ପରଠାରୁ ରୁବିନାଙ୍କ ଡ୍ରେସିଂ ସେନ୍ସରେ ଢେର ପରିବର୍ତ୍ତନ ଆସିଥିଲା ।  ହେଲେ ତାଙ୍କ ବିକିନି ଫଟୋ ଫ୍ୟାନ୍ସଙ୍କ ଛାତିରେ ନିଆଁ ଲଗାଇ ଦେଇଛି । 

 

4/9

ଅବନୀତ୍ କୈର ଖୁବ କମ ବୟସରେ ଅଭିନୟ ଆରମ୍ଭ କରିଥିଲେ। ସେ ବର୍ତ୍ତମାନ ଜଣେ ଜଣାଶୁଣା ଟିଭି ଅଭିନେତ୍ରୀ । ଏଥି ସହିତ, ବର୍ତ୍ତମାନ ସେ ଅନେକ ମ୍ୟୁଜିକ୍ ଭିଡିଓ ମଧ୍ୟ କରିସାରିଛନ୍ତି । ଅବନୀତ ତାଙ୍କ ଭ୍ୟାକେସନ ସମୟରେ ସେ ଅନେକ ହଟ ଫଟୋ ସୁଟ କରିଥିଲେ। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

5/9

 ଟିଭି ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ । ସିରିୟଲ ଦୁନିଆର ଜଣାଶୁଣା ନାଁ । ବର୍ତ୍ତମାନ ତାଙ୍କ ବିକିନି ଫଟୋ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

 

6/9

ଅଭିନେତ୍ରୀ ଦିଶା ପରମାର ନିକଟରେ ଟିଭି ସୋ 'ବଡେ ଆଚ୍ଛେ ଲାଗତେ ହେନ୍ ୨'ରୁ ବିରତି ନେଇଛନ୍ତି। ଅନ୍ୟପକ୍ଷରେ, ଯେତେବେଳେ ସେ ରାହୁଲ ବୌଦ୍ୟଙ୍କୁ ବିବାହ କରିବା ପରେ ଛୁଟିରେ ଯାଇଥିଲେ,ସେତେବେଳେ ସେ ବିକିନିରେ ଅନେକ ଫଟୋସୁଟ କରିଥିଲେ। 

 

7/9

ଅଭିନେତ୍ରୀ ନିଆ ଶର୍ମା ,ସମୁଦ୍ରକୂଳରେ ଛୁଟି କାଟିବାକୁ ବହୁତ ପସନ୍ଦ କରନ୍ତି। ଛୁଟି ସମୟରେ ସେ ଏକ କଳା ବିକିନିରେ ଏକ ଫଟୋସୁଟ୍ କରିଥିଲେ, ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

8/9

ଟିଭିର 'ନାଗିନ୍' ଭାବରେ ଖୁବ୍ ପ୍ରସିଦ୍ଧ ଅଭିନେତ୍ରୀ ସୁରବି ଚନ୍ଦନା ମଧ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ ବଦଳିଛନ୍ତି। ନିକଟରେ ଅଭିନେତ୍ରୀଙ୍କ ବିକିନି ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

 

9/9

ଏକତା କପୁରଙ୍କ ଶୋ 'କସୋଟି ଜିନ୍ଦେଗୀ କି'ର ସିଜନ ୨ରେ ପ୍ରେରନା ଭୂମିକାରେ ଅଭିନୟ କରିନ୍ତି ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିସ୍। ତେବେ ଅଭିନେତ୍ରୀଙ୍କ ବିକିନି ଫଟୋସୁଟ୍ ବର୍ତ୍ତମାନ ବେଶ ଭାଇରାଲ ହେଉଛି ।