Advertisement
photoDetails0hindi

ଟାଇମ୍ ଟ୍ରାଭେଲ ସହ ଜଡ଼ିତ ଏହି ୧୦ଟି ଫଟୋ କୁହେ ଯେ ସମୟର ରହସ୍ୟ ବୁଝିବା ଅସମ୍ଭବ, ଏସବୁ ଫଟେ ଦେଖି ଆପଣଙ୍କ ମଧ୍ୟ ଉଡ଼ିଯିବ ହୋଶ୍!

Time Travel: ଟାଇମ୍ ଟ୍ରାଭେଲର ସିଦ୍ଧାନ୍ତ କେତେ ସତ ଓ କେତେ ସଠିକ୍ ତାହାର କୌଣସି ସଠିକ୍ ପ୍ରମାଣ ନାହିଁ, କିନ୍ତୁ କିଛି ଫଟୋର ସଂଗ୍ରହ ଆପ ପାଖରେ ଅଛି, ଯାହା ଆପଣଙ୍କୁ ଏହା ବିଷୟରେ ଚିନ୍ତା କରିବ ବାଧ୍ୟ କରାଇବ ।

1/13

ନୂଆଦିଲ୍ଲୀ: Time Travel: ସମୟ ଯାତ୍ରା ଆରମ୍ଭରୁ ଏକ ଆକର୍ଷଣୀୟ ବିଷୟ ହୋଇଆସିଛି, ଯାହା ଏକ ରୋମାଞ୍ଚକର ଅନୁଭବ ଦେଇଥାଏ । ଏହାସହ ଏହା ଆମକୁ ଭାବିବାକୁ ବାଧ୍ୟ କରେ ଯେ ଜଣେ ବ୍ୟକ୍ତି କିପରି ସମୟ ଭ୍ରମଣ (Time Travel) କରିପାରିବ । କିଛି ଲୋକ ଟାଇମ୍ ଟ୍ରାଭେଲକୁ କାଳ୍ପନିକ କହି ଏଡାନ୍ତି, ଯେତେବେଳେ କି ଅନେକ ଲୋକ ମଧ୍ୟ ଏହି ସିଦ୍ଧାନ୍ତରେ ବିଶ୍ୱାସ କରନ୍ତି । ତଥାପି, ଏହା ଏବେ ବି ରହସ୍ୟମୟ ବିଷୟ ହୋଇ ରହିଛି ।

2/13

ଏଥି ସହିତ ଇତିହାସରେ ଏହିପରି ଅନେକ ଘଟଣା ଘଟିଛି, ଯାହା ସମୟ ଯାତ୍ରା ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଥାଏ । ଯେପରିକି ୨୦୦୦ ମସିହାରେ ଜନ୍ ଟିଟର୍ (John Titor) ନାମକ ଜଣେ ବ୍ୟକ୍ତି ବହୁ ଚର୍ଚ୍ଚାରେ ଥିଲେ । ଏହି ବ୍ୟକ୍ତି ଦାବି କରିଥିଲେ ଯେ, ସେ ୨୦୩୬ରୁ ଆସିଛି ଓ ଏକ ନିର୍ଦ୍ଦିଷ୍ଟ ମିଶନ ପାଇଁ ପଠାଯାଇଛି । ଏହିପରି ସମସ୍ତ ଘଟଣା ଇତିହାସର ପୃଷ୍ଠାରେ ରେକର୍ଡ କରାଯାଇଛି, ଯେଉଁଥିରେ ସମୟ ଯାତ୍ରା ଦାବି କରାଯାଇଥିଲା ।

3/13

ଟାଇମ୍ ଟ୍ରାଭେଲର ସିଦ୍ଧାନ୍ତ କେତେ ସତ ଓ କେତେ ସଠିକ୍ ତାହାର କୌଣସି ସଠିକ୍ ପ୍ରମାଣ ନାହିଁ, କିନ୍ତୁ କିଛି ଫଟୋର ସଂଗ୍ରହ ଆପ ପାଖରେ ଅଛି, ଯାହା ଆପଣଙ୍କୁ ଏହା ବିଷୟରେ ଚିନ୍ତା କରିବ ବାଧ୍ୟ କରାଇବ ।

ଆସନ୍ତୁ ଗୋଟିଏ ନଜର ପକାଇବା ସମୟ ଯାତ୍ରା ସହ ଜଡ଼ିତ ଫଟୋ (Photos Of Time Travelers) ଉପରେ

4/13
ଆସନ୍ତୁ ଗୋଟିଏ ନଜର ପକାଇବା ସମୟ ଯାତ୍ରା ସହ ଜଡ଼ିତ ଫଟୋ  (Photos Of Time Travelers) ଉପରେ

୧. ଗ୍ରେଟା ଥନ୍ସବର୍ଗଙ୍କ ପରି ଦେଖାଯାଉଥିବା ଊନବିଂଶ ଶତାବ୍ଦୀର ଆଉ ଏକ ଚେହେରା ।

5/13

୨. ଏହି ବ୍ୟକ୍ତି ୧୯୬୨ ମସିହାରେ ସ୍ମାର୍ଟଫୋନରେ ଫଟୋ ଉଠାଉଛନ୍ତି ।

6/13

୩. ଏହି ବ୍ୟକ୍ତି ଫୋନ୍ ଉଦ୍ଭାବନ ହେବା ପୂର୍ବରୁ ମଧ୍ୟ ଫୋନରେ କଥା ହେଉଛନ୍ତି ।

7/13

୪. ୧୭ତମ ଶତାବ୍ଦୀର ଫଟୋ, ଯେଉଥିରେ ଫୋନ ନଜରକୁ ଆସୁଛି ।

8/13

୫. ଏହି ମହିଳା ୧୮୬୦ରେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ।

9/13

୬. ୧୯୬୦ରେ ସମୁଦ୍ର କୂଳରେ ଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତି ।

10/13

୭. ୧୬୦୦ ଦଶକର ମହାକାଶଚାରୀ ।

11/13

୮. ଏହି ବ୍ୟକ୍ତିଙ୍କ ଆଧୁନିକ ପୋଷାକ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

12/13

୯. ଏହା ସତରେ ଭ୍ଲାଦିମିର ପୁଟିନ କି?

13/13

୧୦. ଦ୍ୱିତୀୟ ବିଶ୍ୱଯୁଦ୍ଧରେ 'ଡ୍ୟାବ୍' କରୁଥିବା ବ୍ୟକ୍ତି, ଅନ୍ୟପକ୍ଷେ ୨୦୧୪ରେ ଡ୍ୟାବିଂ ଲୋକପ୍ରିୟ ହୋଇଥିଲା ।

ଏହି ସମସ୍ତ ଫଟୋ (Photos Of Time Travelers) ଆପଣଙ୍କୁ କିପରି ଆଶ୍ଚର୍ଯ୍ୟ କରିଛି, କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।