Advertisement
Photo Details/zeeodisha/odisha1760344
photoDetails0hindi

ପ୍ରଥମ ଡ଼େଟରେ ଶାରୀରିକ ସମ୍ପର୍କକୁ ନେଇ କିଛି ଏଭଳି କହିଲେ ତମନ୍ନା ଓ ବିଜୟ

Lust stories season 2: ନିକଟରେ ଅଭିନେତ୍ରୀ ତମନ୍ନା ଭାଟିଆ ଓ ଅଭିନେତା ବିଜୟ ବର୍ମା ପରସ୍ପରକୁ ଡ଼େଟ୍ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗୋଆରେ ଉଭୟ ପରସ୍ପର ଚୁମ୍ବନ ଦେଉଥିବା ଭିଡ଼ିଓ ଭାଇରାଲ ହେବା ପରେ ଉଭୟଙ୍କ ସମ୍ପର୍କକୁ ନେଇ ଖବର ନିଆଁ ପରି ବ୍ୟାପି ଯାଇଥିଲା। ତେବେ ନିକଟରେ ଏକ ସାକ୍ଷାତକାରରେ ଉଭୟଙ୍କୁ ପଚରାଯାଇଥିବା ପ୍ରଶ୍ନ ଏବେ ହେଡ଼ଲାଇନ ପାଲଟିଛି । ତେବେ କ’ଣ ଥିଲା ସେ ପ୍ରଶ୍ନ ଆସନ୍ତୁ ଜାଣିବା ।

1/5

ଶୁକ୍ରବାର ଦିନ OTT ଫ୍ଲାଟଫର୍ମ ନେଟଫ୍ଲିସ୍ (Netflix) ମୁକ୍ତିଲାଭ କରିଛି ତମନ୍ନା ଭାଟିଆ ‘ଲଷ୍ଟ ଷ୍ଟୋରିଜ୍- ୨’ । ଏଥିରେ ସେ ବିଜୟ ବର୍ମାଙ୍କ ସହ ବହୁ ବୋଲ୍ଡ ସିନ୍ ଦେଉଥିବା ଦେଖିବାକୁ ମିଳିଛି ।

2/5

ପ୍ରକାଶଥାଉ କି, ୧୭ ବର୍ଷ କ୍ୟାରିୟର ଭିତରେ ତମନ୍ନା ନିଜର ନୋ- କିସ୍ ପଲିସି ଭାଙ୍ଗି ଏଥିରେ ବିଜୟ ବର୍ମାଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି ।

3/5

ନିକଟରେ ଏକ ସାକ୍ଷାତକାରରେ ‘ଲଷ୍ଟ ଷ୍ଟୋରିଜ୍- ୨’ ନିର୍ଦ୍ଦେଶକ ସୁଜେୟ ଘୋଷଙ୍କ ସହ ବିଜୟ ଓ ତମନ୍ନାଙ୍କୁ ଏକ ପ୍ରଶ୍ନ ପଚାରଯାଇଥିଲା ଯେ, ପ୍ରଥମ ଡ଼େଟରେ ସେମାନେ କେବେ ଶାରୀରିକ ସମ୍ପର୍କ ରଖଛନ୍ତି କି?

4/5

ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୁଜେଷ କହିଛନ୍ତି, ‘ଏତେ ଭାଗ୍ୟବାନ ନୁହେଁ, ମୁଁ ମଧ୍ଯବିତ୍ତ ପରିବାରରୁ ଆସିଛି, ମୋତେ ସବୁକିଛି ପାଇଁ କଷ୍ଟ କରିବାକୁ ପଡ଼େ’ । ତମନ୍ନା କହିଥିଲେ ଯେ, ‘ନାଁ ମୁଁ କେବେ ପ୍ରଥମର ଡ଼େଟରେ ଶାରୀରିକ ସମ୍ପର୍କ ରଖିନାହିଁ’ ।

5/5

ଶେଷରେ ଅଭିନେତା ଏହି ପ୍ରଶ୍ନ ଉତ୍ତର ଦେବାକୁ ଯାଇ କହିଥିଲେ ଯେ, ମୁଁ ନିଶ୍ଚିତ କରିଥାଆନ୍ତି...