Advertisement
Photo Details/zeeodisha/odisha1842739
photoDetails0hindi

Expensive Belts: ଏପରି ମହଙ୍ଗା ବେଲ୍ଟ, ଯାହାର ଦାମ ଜାଣିଲେ ଉଡିବ ହୋସ୍ !

ତେଣୁ ଆଜି ଆମେ ଆପଣଙ୍କୁ ଏହିପରି ୮ ଟି ବେଲ୍ଟ ବିଷୟରେ କହିବୁ, ଯାହାର ମୂଲ୍ୟ ଜାଣିବା ପରେ ଧନୀ ଲୋକେ ବି କିଣିବା ପୂର୍ବରୁ ଦୁଇଥର ଚିନ୍ତା କରନ୍ତି  

1/7

ଏହି ବେଲ୍ଟ ପୁରୁଷମାନଙ୍କ ପାଇଁ ଡିଜାଇନ୍ ହୋଇଛି । ଏହା ଇଟାଲୀର ହସ୍ତତନ୍ତ । ଏହି ବେଲ୍ଟ କୁମ୍ଭୀର ଚର୍ମରୁ ତିଆରି । ଏହାର ମୂଲ୍ୟ ୧,୧୫୦ ଡଲାର, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୯୫୦୦୦ ହଜାର ।

2/7

ଏହି ବେଲ୍ଟ ଇଟାଲୀର ମଧ୍ୟ ହାତରେ ପ୍ରସ୍ତୁତ କରାଯାଏ। ଏହା ଆଲିଗେଟର ଚର୍ମରୁ ତିଆରି ହୋଇଥାଏ । ଏହାର ବକଳ ପ୍ଲାଟିନମ୍ ଅଟେ । ଏହି ବେଲ୍ଟର ମୂଲ୍ୟ ୧୮୫୦ ଡଲାରରୁ ଅଧିକ ଅର୍ଥାତ୍ ୧.୫୨ ଲକ୍ଷ ଟଙ୍କା ।

3/7

ଏହାର ଷ୍ଟ୍ରେପ କଳା କୁମ୍ଭୀର ଚର୍ମରୁ ତିଆରି । ଏଥିରେ ପ୍ରିମିୟମ୍ ସାମଗ୍ରୀ ଏବଂ ରତ୍ନ ବ୍ୟବହାର କରାଯାଇଛି । ଏହାର ମୂଲ୍ୟ ୨୬୯୦ ଡଲାର, ଯାହାକି ଭାରତୀୟ ମୁଦ୍ରାରେ ୨.୨୨ ଲକ୍ଷ ଟଙ୍କା

 

4/7

ଏହା ବିଲିୟନେୟାର କାଉଚର୍ ର ସବୁଠାରୁ ମହଙ୍ଗା ଆଇଟମ୍ । ଏହା ପାରମ୍ପାରିକ ଇଟାଲୀୟ ଢ଼ାଞ୍ଚାରେ ଆଲିଗେଟର ଚର୍ମରୁ ତିଆରି କରାଯାଇଛି । ଏହାର ବକଳ ରୂପା ଅଟେ । ଏହାର ମୂଲ୍ୟ ୨,୮୫୦ ଡଲାର ବା ୨.୩୫ ଲକ୍ଷ ଟଙ୍କା । 

5/7

କୁମ୍ଭୀର ଚର୍ମରୁ ନିର୍ମିତ ଏହି ବେଲ୍ଟର ବକଳ ପାଲାଡିୟମ୍ ପ୍ଲେଟେଡ୍ ମେଟାଲରୁ ନିର୍ମିତ । ଏହା ଏକ କଷ୍ଟମାଇଜେବଲ୍ ବେଲ୍ଟ । ଏହାର ମୂଲ୍ୟ ୫,୨୬୦ ଡଲାର ବା ୪.୩୪ ଲକ୍ଷ ଟଙ୍କା । 

6/7

ଏହା ଦୁନିଆର ସବୁଠାରୁ ଦାମୀ ୩ ଟି ବେଲ୍ଟ ମଧ୍ୟରୁ ଗୋଟିଏ । ଏହାର ମୂଲ୍ୟ ୧,୨୪,୦୦୦ ଡଲାର ବା ୧.୦୨ କୋଟି ଟଙ୍କା । ଏହି ବେଲ୍ଟର ବକଳ ୧୮ କ୍ୟାରେଟ ସୁନାରେ ନିର୍ମିତ ହୋଇଛି ଯେଉଁଥିରେ ହୀରା ମଧ୍ୟ ଲାଗିଛି । 

7/7

୨୦୧୧ ରେ, କମ୍ପାନୀ ବୁଗାଟୀଙ୍କ ସହ ମିଶି ଦୁନିଆର ସବୁଠୁ ଦାମୀ ବେଲ୍ଟ ବକଲ୍ ତିଆରି କରିଥିଲା । ଏହା ହାଇ ଏଣ୍ଡ ଟାଇଟାନିୟମରେ ପ୍ରସ୍ତୁତ କରାଯାଇଛି । ଏଥିରେ ଧଳା ସୁନା ବକଳ ଉପରେ ନାଲି ସୁନା ଲାଗିଛି। ବକଳ ଉପରେ ସମୁଦାୟ ୧୪.୧୬ କ୍ୟାରେଟ୍ ହୀରା ଲାଗିଛି ।ଏହାର ମୂଲ୍ୟ ୪,୦୦,୦୦୦ ଡଲାର ବା ୩.୩୦ କୋଟି ଟଙ୍କା ।