Advertisement
Photo Details/zeeodisha/odisha2291136
photoDetails0hindi

Srimandir: ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର, ଦେଖନ୍ତୁ ଏହି ଫଟୋ..

Chari dwara of Srimandir: ବିଧି ଅନୁସାରେ ଆଜିଠାରୁ ୪ ଦ୍ୱାର ପଟେ ଭକ୍ତଙ୍କ ଚଳାଚଳ ଉପରେ ସମସ୍ତ କଟକଣାକୁ ଉଠାଇ ଦିଆଯାଇଛି। ଏହାସହ ମନ୍ତ୍ରୀମାନେ ଝାଡ଼ୁଦ୍ୱାରା ସଫା କରି ଶ୍ରୀମନ୍ଦିୀର ପରିବେଶରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି।

1/8

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଛି ।

2/8

ଶ୍ରୀମନ୍ଦିର ପ୍ରଶାସନ , ପୁଲିସ ଓ ପରିଚାଳନା କମିଟି ସଦସ୍ଯଙ୍କ ସହ ଭର୍ଚୁଆଲ ବୈଠକ ବସି ଆସନ୍ତା କାଲି ଗୁରୁବାର ମଙ୍ଗଳାଳତୀ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଚାରି ଦ୍ୱାର ଖୋଲାଯାଇଛି।

3/8

ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଉତଫୁଲ୍ଲିତ ହୋଇ ଭଜନ କୀର୍ତ୍ତନ ଆରମ୍ଭ କରିଦେଇଛନ୍ତି।

4/8

ଭକ୍ତ ମାନଙ୍କ ସମସ୍ଯା ଓ ଭାବାବେଗକୁ ନେଇ ନିର୍ବାଚନରେ  ଚାରି ଦ୍ୱାର ଖୋଲିବାକୁ ପ୍ରତିଶୃତି ଦିଆଯାଇଥିଲା।

5/8

ଗତକାଲି ରାତିରୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ସଦସ୍ୟମାନେ ପୁରୀ ଆସି ରହଣୀ କରିଛନ୍ତି। 

6/8

ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

7/8

ଷ୍ପତ୍ତି ସ୍ୱରୂପ  ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ। ଖାଲି ସେତିକି ନୁହେଁ ଗତକାଲି ରାତିରେ କ୍ୟାବିନେଟ ଶ୍ରୀମନ୍ଦିର ଲାଗି ୪୦୦ କୋଟି ଟଙ୍କାର କର୍ପସ୍‍ ପାଣ୍ଠି ଗଠନ କରିବାକୁ ଘୋଷଣା କରିଥିଲେ। 

8/8

ଆଜିଠାରୁ ୪ ଦ୍ୱାର ପଟେ ଭକ୍ତଙ୍କ ଚଳାଚଳ ଉପରେ ସମସ୍ତ କଟକଣାକୁ ଉଠାଇ ଦିଆଯାଇଛି।