Advertisement
Photo Details/zeeodisha/odisha1555319
photoDetails0hindi

Sidharth Kiara wedding: ଜାଣନ୍ତୁ କେଉଁଠି ହେବ ସିଦ୍ଧାର୍ଥ କିୟାରାଙ୍କ ଗ୍ରାଣ୍ତ ଓ୍ବେଡିଂ?

Sidharth Malhotra Kiara Advani:ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡଭାନୀ । ବର୍ତ୍ତମାନ ଏହି ପାଓ୍ବର ଫୁଲ କପୁଲଙ୍କୁ ନେଇ ଜୋରଦାର ଚାଲିଛି ଚର୍ଚ୍ଚା । କାହିଁକିନା ଏହି ଲବବାର୍ଡ ହାତକୁ ଦି ହାତ ହେବାକୁ ଯାଉଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ । ତେବେ ଦୁହେଁ ଚଳିତ ବର୍ଷ ଫେବୃଆରୀ ୬ରେ ବିବାହ କରିବାକୁ ଯାଉଛନ୍ତି।

1/5

ସିଦ୍ଧାର୍ଥ ମଲହୋତ୍ରା ନିକଟରେ  ଦିଲ୍ଲୀ ବିମାନବନ୍ଦରରେ ନଜର ଆସିଥିଲେ।   ମନୀଷ ମଲହୋତ୍ରାଙ୍କୁ କିୟାରାଙ୍କ ସହିତ ସ୍ପଟ୍‌ କରାଯାଇଥିଲା, ଯାହାପରେ ଅନୁମାନ ଲଗାଯାଉଛି ଯେ କିୟାରା ନିଜ ବିବାହରେ ମନୀଷ ମଲହୋତ୍ରାଙ୍କ ଲେହେଙ୍ଗା ହିଁ ପିନ୍ଧିବାକୁ ଯାଉଛନ୍ତି।

2/5

 ପ୍ରିଓ୍ଵେଡିଂ ସେଲିବ୍ରେସନ ୪ ଏବଂ ୫ ଫେବୃୟାରୀରେ ହୋଇପାରେ। 

3/5

ତେବେ, ଏହି ଲବ ବାର୍ଡଙ୍କ ବିବାହ ବିବାହ ରାଜସ୍ଥାନର ଜୈସଲମେରର ଏକ ପାଞ୍ଚ ତାରକା ହୋଟେଲରେ ହେବାର ସମ୍ଭାବନା ରହିଛି। କିୟାରା ଓ ସିଦ୍ଧାର୍ଥଙ୍କ ଏହି ଗ୍ରାଣ୍ତ ଓ୍ବେଡିଂ ପାଇଁ ୮୪ ବିଳାସପୂର୍ଣ୍ଣ ରୁମ୍‌ ବୁକ୍‌ କରାଯାଇଛି। 

4/5

ବଲିଉଡ୍‌ ଷ୍ଟାର ମନୀଷ ମଲହୋତ୍ରା,ଅଶ୍ୱିନୀ ୟାର୍ଡି,ବରୁଣ ଧଓ୍ଵନ ଓ କରଣ ଜୋହରଙ୍କୁ ସିଦ୍ଧାର୍ଥ ଓ କିୟାରାଙ୍କ ବିବାହରେ ଆମନ୍ତ୍ରିତ କରାଯାଇଛି। ତେବେ ଏହି ବିବାହରେ ମୋଟ ୧୦୦ରୁ  ୧୫୦ ମଧ୍ୟରେ ଅତିଥି ଯୋଗ ଦେବେ । 

5/5

ଗ୍ରାଣ୍ତ ଓ୍ବେଡିଂ ପରେ ଏହି ଦମ୍ପତି ମୁମ୍ବାଇରେ ଏକ ଭବ୍ୟ ରିସେପ୍ସନ ପାର୍ଟି ରଖିଥିବା ମଧ୍ୟ ଜଣାପଡିଛି ।