Advertisement
photoDetails0hindi

Mehreen Qazi: ସୁନ୍ଦରତାରେ ଟିନା ଡାବିଙ୍କୁ କାଟିଦେବେ IAS Athar Aamir Khanଙ୍କ ଦ୍ୱିତୀୟ ପତ୍ନୀ

Mehreen Qazi: ଆଇଏଏସ୍ ଅତହର ଅମୀର ଖାନଙ୍କ ଦ୍ବିତୀୟ ପତ୍ନୀ ହେଉଛନ୍ତି ମେହେରିନ୍ କାଜି । ମେହେରିନ୍ ପେଶାରେ ଜଣେ ଡାକ୍ତର । ଏବଂ ବର୍ତ୍ତମାନ ଦିଲ୍ଲୀର ରାଜୀବ ଗାନ୍ଧୀ କର୍କଟ ପ୍ରତିଷ୍ଠାନ ଏବଂ ଅନୁସନ୍ଧାନ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି।

 

1/5

ଆଇଏଏସ୍ ଅଫିସର ଅତହର ଅମୀର ଖାନ୍‌ ମେହେରିନ କାଜିଙ୍କୁ ୧ ଅକ୍ଟୋବର ୨୦୨୨ରେ ବିବାହ କରିଥିଲେ।  ମେହେରିନ କାଜି ,ଯିଏ ବୃତ୍ତିରେ ଜଣେ ଡାକ୍ତର ଅଟନ୍ତି । ଏହାସହ ସେ ଜଣେ  ସୋସିଆଲ ମିଡିଆ ଇନଫ୍ଲୁଏନସର (social media influencer)। ସୁନ୍ଦରତାରେ ସେ କୌଣସି ବଲିଉଡ୍ ହିରୋଇନ ଠାରୁ ମଧ୍ୟ କମ୍ ନୁହଁନ୍ତି । 

2/5

ମେହେରିନ୍ କାଜି ୨୦ ଜାନୁୟାରୀ ୧୯୯୩ ରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ଶ୍ରୀନଗରର ଲାଲ ବଜାରର ବାସିନ୍ଦା ଅଟନ୍ତି । ମେହେରିନ୍ ଜଣେ ଡାକ୍ତର ଏବଂ ସେ ନିଜ ପାଠପଢା ବ୍ରିଟେନ ଏବଂ ଜର୍ମାନୀରୁ ସମାପ୍ତ କରିଛନ୍ତି ।

 

3/5

ଆଇଏଏସ୍ ଅତହର ଅମୀର ଖାନଙ୍କ ଦ୍ବିତୀୟ ପତ୍ନୀ ମେହେରିନ୍ କାଜି ପେଶାରେ ଜଣେ ଡାକ୍ତର । ଏବଂ ବର୍ତ୍ତମାନ ଦିଲ୍ଲୀର ରାଜୀବ ଗାନ୍ଧୀ କର୍କଟ ପ୍ରତିଷ୍ଠାନ ଏବଂ ଅନୁସନ୍ଧାନ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ଏଥି ସହିତ ଆଇଏଏସ୍ ଅତହର ଅମୀର ଖାନଙ୍କ ପୋଷ୍ଟିଂ ଜାମ୍ମୁ କାଶ୍ମୀରରେ ହୋଇଛି । 

4/5

ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଥାଆନ୍ତି ମେହେରିନ୍ ।  ମେହେରିନଙ୍କ ସୁନ୍ଦରତା ଆଗରେ ଆଗରେ ଫିକା ପଡିଯିବେ ଆଇଏଏସ୍ ଟିନା ଡାବୀ । 

 

5/5

ଇନଷ୍ଟାଗ୍ରାମରେ ଡାକ୍ତର ମେହେରିନ୍ କାଜିଙ୍କ ୩.୮ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି। ସେ ପ୍ରାୟତଃ ଇନଷ୍ଟାରେ ନିଜ ଏବଂ ସ୍ୱାମୀଙ୍କ ଫଟୋ ସେୟାର କରନ୍ତି । ମେହେରିନ୍ ତାଙ୍କ ଇନଷ୍ଟାଗ୍ରାମରେ ଅନେକ ବ୍ରାଣ୍ଡର ପ୍ରମୋସନ ମଧ୍ୟ କରନ୍ତି ।