Advertisement
photoDetails0hindi

Saba Azad Photos: 'ସବା' ଙ୍କ ଏହି ହଟ୍ ଫଟୋ ଦେଖି ପାଗଳ ହେଲେ ହ୍ରିତିକ୍, ଇନଷ୍ଟାରେ ଲେଖିଦେଲେ ଏମିତି କିଛି

Saba Azad Saree Look: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବ ଆଜାଦଙ୍କୁ ନେଇ ଏବେ ବେଶ ଚର୍ଚ୍ଚା ଲାଗିରହିଛି । ଅନେକ ସ୍ଥାନରେ ଉଭୟକୁ ସ୍ପଟ୍ କରାଯାଉଛି। ସେହିପରି ଅଭିନେତ୍ରୀ ସବା ଆଜାଦ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି। ଯେଉଁଠାରେ ସେ ବର୍ତ୍ତମାନ ତାଙ୍କର କିଛି ଶାଢୀ ସହ ହଟ୍ ଫଟୋକୁ ଇନଷ୍ଟାରେ ସେୟାର କରିଛନ୍ତି । ସବା ଆଜାଦ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ହଟ୍ ଫଟୋ ସୁଟର କିଛି ଫଟୋ ସେୟାର କରିଛନ୍ତି। ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି।

1/5

ଫଟୋ ଗୁଡ଼ିକରେ, ସବା ଆଜାଦ ଏକ ନୀଳ ଏବଂ ସୁବର୍ଣ୍ଣ ଶାଢୀରେ ନଜର ଆସୁଛନ୍ତି । ଯାହା ସହ ଏକ ବ୍ୟାକ ଲେସ ସେକ୍ସି ବ୍ଲାଉଜ ପିନ୍ଧିଛନ୍ତି।

2/5

ଅଭିନେତ୍ରୀ ନିଜ ଚେହେରାକୁ ଗ୍ଲୋଇଙ୍ଗ ମେକଅପ୍ ସହ ଖୋଲା କେଶରେ ନଜର ଆସିଛନ୍ତି । ଯେଉଁଥିରେ ସେ ପ୍ରଶଂସକଙ୍କ ହୃଦୟକୁ ପୂରା ଥ୍ରିଲ୍ ରେ ଭରିଦେଉଛନ୍ତି।

3/5

ଏଥି ସହିତ, ହ୍ରିତିକଙ୍କ ବ୍ୟତୀତ ଅଭିନେତ୍ରୀଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ଏହି ହଟନେସ ଦେଖି ଘାଏଲ ହେଉଛନ୍ତି ଏବଂ କମେଣ୍ଟ ବକ୍ସରେ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି।

4/5

ଅନ୍ୟପକ୍ଷରେ ଅଭିନେତ୍ରୀଙ୍କୁ ଏହି ସୁନ୍ଦର ରୂପରେ ଦେଖି ତାଙ୍କ ପ୍ରେମିକ ହ୍ରିତିକ ରୋଶନ ମଧ୍ୟ ଫଟୋ ଗୁଡ଼ିକ ଉପରେ କମେଣ୍ଟସ ଦେବାରେ ନିଜକୁ ଅଟକାଇ ପାରି ନାହାଁନ୍ତି। ସେ ଲେଖିଛନ୍ତି, 'ମୁଁ ତୁମକୁ ଦେଖୁଛି ‘i see you. ଏହା ସହ ଅଭିନେତା ଏକ ହାର୍ଟର ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି।

5/5

ସବା ଏହି ଫଟୋ ଗୁଡ଼ିକୁ ସେୟାର କରି କ୍ୟାପସନରେ ଲେଖିଥିଲେ, 'ଜଲପରୀ ... କିନ୍ତୁ ଏହାକୁ ଡିସ୍କୋ ବନାଅ !!'