Advertisement
photoDetails0hindi

Sonnali seygall Wedding: ହାତକୁ ଦି ହାତ ହେଲେ “ପ୍ୟାର କା ପଞ୍ଚନାମା ଫେମ୍” ସୋନାଲି ସେଗଲ, ଦେଖନ୍ତୁ ଫଟୋ

Sonnali seygall wedding: ହାତକୁ ଦି ହାତ ହେଲେ “ପ୍ୟାର କା ପଞ୍ଚନାମା ଫେମ୍” ସୋନାଲି ସେଗଲ । ଆଜି ଅର୍ଥାତ୍ ଜୁନ୍ ୭ ତାରିଖରେ ବୟଫ୍ରେଣ୍ତ ଆଶିଷ ସଜନାନୀଙ୍କୁ ବିବାହ କରିଛନ୍ତି ଏହି ଅଭିନେତ୍ରୀ ।

1/5

ସୋନାଲି ଓ ଆଶିଷ ଦୀର୍ଘ ୬ ବର୍ଷ ଧରି ପରସ୍ପରକୁ ଡ଼େଟ୍ କରୁଥିଲେ । କିନ୍ତୁ ଉଭୟଙ୍କ ଏହି ରିଲେଶନସିପ୍ ବିଷୟରେ କାମକୁ ଖବର ନଥିଲା ।

2/5

ସୋନାଲିଙ୍କ ସ୍ବାମୀ ଆଶିଷ ସଜନାନୀ ପେଶାରେ ଜଣେ ବ୍ୟବସାୟ ଅଟନ୍ତି । ତାଙ୍କର ଅନେକ ହୋଟଲ ମଧ୍ଯ ରହିଛି ।

3/5

ଏହି ବିବାହ କାର୍ଯ୍ୟକ୍ରମରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସହ ଘନିଷ୍ଠ ବନ୍ଧୁ ସାମଲ ହୋଇଥିଲେ ।

4/5

ବିବାହ ପୂର୍ବରୁ ବିଧି ଅନୁଯାୟୀ ସମସ୍ତ ସେଲିବ୍ରେସନ୍ ହୋଇଥିଲା । ଜୁନ୍ ୨ ତାରିଖରେ ସୋନାଲିଙ୍କ ମହେନ୍ଦି କାର୍ଯ୍ୟକ୍ରମ ହୋଇଥିଲା ।

5/5

ବିବାହ ପରେ ଅଭିନେତ୍ରୀ ସୋନାଲି ତାଙ୍କ ଇନଣ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିଛନ୍ତି ।