Advertisement
photoDetails0hindi

Priyanka chopra: ମା’ଙ୍କ ସହ ପ୍ରଥମ ଥର ଭାରତ ଆସିଲେ ମାଳତୀ, ମାଉସୀ ପରିଣୀତି ଚୋପ୍ରାଙ୍କ ବିବାହରେ ଦେବେ ଯୋଗ!

Priyanka chopra: ପରିଣୀତି ଚୋପ୍ରାଙ୍କ ଓ ଆପ ନେତା ରାଘବ ଚଢ଼ା ବିବାହ ନେଇ ଚର୍ଚ୍ଚା ହେଇଥିବା ବେଳେ ଭାରତ ଫେରିଛନ୍ତି ପ୍ରିୟଙ୍କା ଚୋପ୍ରା । ମାଆ ପ୍ରିୟଙ୍କା ଓ ବାପା ନିକ୍ ଜୋନସଙ୍କ ସହ ପ୍ରଥମ ଥର ଭାରତ ଆସିଛନ୍ତି ମାଳତୀ ମେରି ଚୋପ୍ରା ଜୋନାସ୍(Malti Marie Chopra Jonas) । ତେବେ ଏୟାରପୋର୍ଟରେ ବେବି ମାଳତୀଙ୍କ ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଥିବାବେଳେ ସେ କୁଆଡ଼େ ମାଉସୀ ପରିଣୀତିଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

1/5

ପ୍ରିୟଙ୍କା ଚୋପ୍ରା(Priyanka chopra) ଓ ନିକ ଜୋନାସ୍ ନିଜ ଝିଅ ମାଲତୀକୁ ପ୍ରଥମ ଥର ପାଇଁ ଭାରତ ଆଣିଛନ୍ତି।

2/5

ଏୟାରପୋର୍ଟରେ ଉଠାଯାଇଥିବା ପ୍ରିୟଙ୍କା, ନିକଙ୍କ(Nick jonas) ଓ ଝିଅ ମାଳତୀଙ୍କ ଏହି ଫଟୋକୁ ଲୋକେ ବେଶ ପସନ୍ଦ କରିଛନ୍ତି ।

3/5

ମାଳତୀଙ୍କୁ ପ୍ରିୟଙ୍କାଙ୍କ କୋଳରେ ଧରିଥିଲେ ମଧ୍ଯ ନିକଙ୍କ ଧ୍ୟାନ ତାଙ୍କ ଝିଅ ଉପରେ ରହିଥିବା ଫଟୋରେ ଦେଖିବାକୁ ମିଳିଛି ।

4/5

ତେବେ ମାଳତୀ ମେରି ଚୋପ୍ରା ଜୋନାସ୍ କୁଆଡ଼େ ମାଉସୀ ପରିଣୀତି ଚୋପ୍ରାଙ୍କ ବିବାହ ନେଇ ଭାରତ ଆସିଥିବା ଚର୍ଚ୍ଚା ହେଉଛି ।

5/5

ଏହି ସମୟରେ ପ୍ରିୟଙ୍କା ଚୋପ୍ରା ଏକ ସ୍ଲିଟ୍ ଲାଲ୍ ପୋଷାକରେ ନଜର ଆସିଥିଲେ । ତାଙ୍କର ଏହି ଷ୍ଟାଇଲିସ୍ ଏୟାରପୋର୍ଟ ଲୁକ୍ ଇଣ୍ଟରନେଟର ବେଶ ଭାଇରାଲ ହେବାରେ ଲାଗିଛି ।