Advertisement
Photo Details/zeeodisha/odisha1678717
photoDetails0hindi

World Highest Divorce rate: ଏହି ଦେଶରେ ହୋଇଥାଏ ସବୁଠୁ ଅଧିକା ଛାଡ଼ପତ୍ର, ଏତିକି ନମ୍ବରରେ ରହିଛି ଭାରତ

World Highest Divorce rate: ସାଧାରଣତଃ ବିବାହ ପରେ ପତି ଓ ପତ୍ନୀ ମଧ୍ୟରେ ତିକ୍ତତା ଦେଖାଦେଲେ ଉଭୟ ଛାଡ଼ପତ୍ର ଲାଗି ମନସ୍ଥ କରିଥାଆନ୍ତି । ଏହି ପରିପ୍ରେକ୍ଷୀରେ, ଦୁନିଆରେ କିଛି ଏମିତି ଦେଶ ଅଛି ଯେଉଁଠାରେ ଛାଡପତ୍ର ସଂଖ୍ୟା ସର୍ବାଧିକ ଅଟେ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମ ଦେଶ ଭାରତରେ କେବଳ ୧ ପ୍ରତିଶତ ଲୋକ ଛାଡପତ୍ର ଦେଇଥାଆନ୍ତି ।  ଯାହା ଅନ୍ୟ ଦେଶ ତୁଳନାରେ ବହୁ କମ୍ ଅଟେ ।

1/5

ଛାଡ଼ପତ୍ର ମାମଲାରେ ପର୍ତ୍ତୁଗାଲ ଏକ ନମ୍ବର ସ୍ଥାନରେ ରହିଛି। ଏଠାରେ ୯୪ ପ୍ରତିଶତ ଛାଡ଼ପତ୍ର ହୋଇଥାଏ ।

2/5

୮୫ ପ୍ରତିଶତ ଛାଡ଼ପତ୍ର ମାମାଲା ସହ ସ୍ପେନ ଦ୍ୱିତୀୟ ସ୍ଥାନରେ ରହିଛି ।

3/5

ୟୁରୋପୀୟ ଦେଶ ଲକ୍ସେମବର୍ଗ ଦେଶ ଛାଡ଼ପତ୍ର ମାମାଲା ତୃତୀୟ ସ୍ଥାନରେ ଅଛି। ଏଠାରେ ୭୯ ପ୍ରତିଶତ ଛାଡ଼ପତ୍ର ହୋଇଥାଏ ।

4/5

ସେହିପରି ଏହି ମମଲାରେ ଋୁଷ ଚତୁର୍ଥ ସ୍ଥାନରେ ରହିଛି। ଏଠାରେ ୭୩ ପ୍ରତିଶତ ଛାଡ଼ପତ୍ର ହୋଇଥାଏ ।

5/5

ଛାଡପତ୍ର ଦୃଷ୍ଟିରୁ ୟୁକ୍ରେନ ପଞ୍ଚମ ସ୍ଥାନରେ ରହିଛି। ଏଠାରେ ପ୍ରାୟ ୭୦ ପ୍ରତିଶତ ଛାଡ଼ପତ୍ର ହୋଇଥାଏ ।