Advertisement
photoDetails0hindi

Rabichandra Ashwini love story: ସପ୍ତମ ଶ୍ରେଣୀରୁ ଏହି ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଅଶ୍ବିନୀ, ପତ୍ନୀ ଖୋଲିଲେ ଗୁମର..

Rabichandra Ashwini love story: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନୀ ବର୍ତ୍ତମାନ ଆଇପିଏଲରେ ରାଜସ୍ଥାନ ରୟାଲ ପକ୍ଷରୁ ଖେଳୁଛନ୍ତି । ପ୍ରାୟତଃ ସବୁ ମ୍ୟାଚ ବେଳେ ଷ୍ଟାଡ଼ିୟମରେ ପତ୍ନୀ ପ୍ରୀତି ନାରାୟଣ ଅଶ୍ବିନୀଙ୍କୁ ଚିୟର କରୁଥି୍ବା ଦେଖିବାକୁ ମିଳିଥାଏ ।

1/5

ନିକଟରେ ଏକ ସାକ୍ଷାତକାରରେ ପ୍ରୀତି ସ୍ବାମୀ ଅଶ୍ବିନୀଙ୍କ ସହ ପ୍ରେମ କାହାଣୀ ବିଷୟରେ କହିଛନ୍ତି ।

2/5

ଗୋଟିଏ ସ୍କୁଲରେ ହିଁ ପାଠ ପଢିବା ସମୟରେ ପ୍ରୀତି ଓ କ୍ରିକେଟର ଅଶ୍ବିନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅଶ୍ବିନୀ ସପ୍ତମ ଶ୍ରେଣୀରୁ ହିଁ ପ୍ରୀତିଙ୍କ ପ୍ରେମରେ ପାଗଳ ଥିଲେ ।

3/5

କ୍ରିକେଟ ଖେଳିବା ପାଇଁ ଅଶ୍ବିନୀ ସ୍କୁଲ ଛାଡ଼ି ଚାଲିଯାଇଥିଲେ । କିନ୍ତୁ ଉଭୟଙ୍କ ପରସ୍ପର ସହ ଯୋଗାଯୋଗରେ ଥିଲେ ।

4/5

ପରସ୍ପରକୁ ପ୍ରାୟ ୧୦ ବର୍ଷ ଧରି ଡ଼େଟ କରିବା ପରେ ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

5/5

ବର୍ତ୍ତମାନ ସେମାନଙ୍କର ୨ ଝିଅ ଅଛନ୍ତି । ପ୍ରୀତି ନାରାୟଣ ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ ରହିଥାଆନ୍ତି ।