Advertisement
photoDetails0hindi

Viral Photos: ବୁହସ୍ପତି, ବୁଧ ଓ ଶନି ଗ୍ରହରେ ମଣିଷ ଥିଲେ କେମିତି ଦେଖାଯାଇ ଥାଆନ୍ତେ, ଦେଖନ୍ତୁ ଫଟୋ

Artificial Intelligence Pictures of Planetary People: ଆଜିକାଲି ସମଗ୍ର ବିଶ୍ୱରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ଉପରେ ଆଲୋଚନା ହେଉଛି। ବର୍ତ୍ତମାନ AI ଦ୍ବାରା ନିର୍ମିତ ବହୁ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ପୃଥ୍ବବୀ ବାହାରେ ଥିବା ଅନ୍ୟ ଗ୍ରହରେ ମଣିଷ ଥିଲେ ସେମାନେ କେମିତି ଦେଖାଯାଇଥାଆନ୍ତେ ?  କେବେ ଆପଣ ଏ ନେଇ କଳ୍ପନା କରିଛନ୍ତି କି ? ତେବେ ଏନେଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ନିର୍ମିତ କିଛି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆସନ୍ତୁ ଦେଖିବା ସେହି ଫଟୋ ।

1/6

ସୌର ମଣ୍ତଳର ଅଷ୍ଟମ ଗ୍ରହ ନେପଚୁନରେ ଯଦି ମଣିଷ ବାସ କରିଥାଆନ୍ତେ ତାହାଲେ ସେମାନେ ଏହିପରି ଦେଖାଯାଇଥାଆନ୍ତେ ।

2/6

ବୁଧ ସୌର ମଣ୍ତଳର ସବୁଠାରୁ ଛୋଟ ଗ୍ରହ ଅଟେ। ଯଦି ଏଠି ମଣିଷ ବାସ କରିଥାଆନ୍ତେ ତାହାଲେ ସେମାନେ ଏମିତି ଦେଖାଯାଇଥାଆନ୍ତେ ।

3/6

ସୌର ମଣ୍ତଳର ଦ୍ବିତୀୟ ଗ୍ରହ ହେଉଛି ଶୁକ୍ର । ଏହି ଗ୍ରହକୁ ପୃଥିବୀର "ଭଉଣୀ" ବା "ଯାଆଁଳା" ଗ୍ରହ କୁହାଯାଏ । କାରଣ ଏହା ପୃଥିବୀ ପରି ବଡ଼ ଅଟେ । ଯଦି ଲୋକମାନେ ଶୁକ୍ରରେ ବାସ କରନ୍ତି,  ତାହାଲେ ସେମାନେ ଏହିପରି ଦେଖାଯିବେ ।

4/6

ମଙ୍ଗଳ ସୌର ମଣ୍ତଳର ଚତୁର୍ଥ ଗ୍ରହ ଅଟେ । ଯଦି ଲୋକମାନେ ମଙ୍ଗଳ ଗ୍ରହରେ ବାସ କରନ୍ତି, ତେବେ ସେମାନେ ଏହିପରି ଦେଖାଯିବେ ।

5/6

ବୃହସ୍ପତି ସୌର ମଣ୍ତଳର ପଞ୍ଚମ ଗ୍ରହ ଅଟେ । ଯଦି ଲୋକମାନେ ବୃହସ୍ପତିରେ ବାସ କରନ୍ତି, ତେବେ ସେମାନେ ଏହିପରି ଦେଖାଯିବେ ।

6/6

ଶନି ସୌର ମଣ୍ତଳର ଷଷ୍ଠ ଗ୍ରହ ଅଟେ । ବୃହସ୍ପତି ପରେ ଏହା ସୌର ମଣ୍ତଳର ଦ୍ୱିତୀୟ ବୃହତ୍ତମ ଗ୍ରହ ଭାବେ ଜଣାଶୁଣା । ଯଦି ଲୋକମାନେ ଶନି ଗ୍ରହରେ ବାସ କରନ୍ତି, ତେବେ ସେମାନେ ଏହିପରି ଦେଖାଯିବେ ।