Advertisement
Photo Details/zeeodisha/odisha1504979
photoDetails0hindi

Prakruti Mishra Bikini Look: ପ୍ରକୃତିଙ୍କ ବିକିନି ଫଟୋସୁଟ ଦେଖି ଫ୍ୟାନ୍ସ କହିଲେ ସେକ୍ସି କୁଇନ୍

Prakruti Mishra Hot Photos: ଓଡ଼ିଶା ମାଟିରେ ଜନ୍ମ ଗ୍ରହଣ କରିଥିବା ଓଡ଼ିଆ ଝିଅ ପ୍ରକୃତି ମିଶ୍ର ଏବେ ଖୁବ ଚର୍ଚ୍ଚାରେ । ଗତ କିଛିଦିନ ତଳେ ତାଙ୍କର ଏକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବେଦିରେ ବସି ବିବାହ କରିବାର ଦୃଶ୍ୟ ଥିଲା । ମାତ୍ର ଏହା ଏକ ଫିଲ୍ମ ସିନ ବୋଲି ଜଣାପଡ଼ିଛି।

1/5

ସୁଇମିଂପୁଲରେ ନିଆଁ ଲଗାଇଛନ୍ତି ପ୍ରକୃତି । ଏକ ଲାଇଟ ପିଙ୍କ ବିକିନିରେ ଫଟୋସୁଟ କରି ନିଜ ଇନଷ୍ଟାରେ ପୋଷ୍ଟ କରିଥିଲେ ଅଭିନେତ୍ରୀ । ଫ୍ୟାନ୍ସ ମାନେ ତାଙ୍କ ଫଟୋ ଉପରେ କମେଣ୍ଟସ ଦେଇ କହିଛନ୍ତି ସେକ୍ସି କୁଇନ୍ । ଆଉ ଜଣେ ଫ୍ୟାନ କହିଛନ୍ତି ଯେ, ଦିନକୁ ଦିନ ଏତେ ସୁନ୍ଦର କେମିତି ଦିଶୁଛ,ରାଜ୍ କଣ ?

2/5

କେବଳ ଯେ, ବିକିନି ତାହା ନୁହେଁ ନିଜ ଷ୍ଟାଇଲିସ ଲୁକରେ ଫ୍ୟାନ୍ସଙ୍କ ମନ କିଣନ୍ତି ପ୍ରକୃତି ମିଶ୍ର । 

3/5

ସୋସିଆଲ ମିଡିଆ ସେନସେସନ କୁହାଯାଉଥିବା ପ୍ରକୃତି ନିଜ ବୋଲ୍ଡ ଲୁକ ପାଇଁ ମଧ୍ୟ ସର୍ବଦା ଚର୍ଚ୍ଚାରେ ଥାଆନ୍ତି। 

4/5

ଓଡ଼ିଆରେ ଅନେକ ଫିଲ୍ମ ଓ ଆଲବମରେ ସଫଳତା ହାସଲ କରିଥିବା ଏହି ଅଭିନେତ୍ରୀ ହିନ୍ଦି ସିରିଏଲ ବେଟି ବିଜିନେସ ବାଲିରେ ମଧ୍ୟ ନିଜର ଚମତ୍କାର ଦେଖାଇସାରିଛନ୍ତି। 

5/5

ସେହିପରି ଅନେକ ସମୟରେ କୌଣସି ପର୍ବ ହେଉ ବା ପାର୍ଟି ନିଜର ସେକ୍ସି ପୋଜ୍ ଦେଇଥିବା ଫଟୋ ଓ କ୍ୟାପସନ ପାଇଁ ଚର୍ଚ୍ଚାରେ ରୁହନ୍ତି ପ୍ରକୃତି।