Advertisement
photoDetails0hindi

Ananya Pandey: ବୋଲ୍ଡ ପୋଜ୍ ଦେଇ ସୀମା ପାର୍ କଲେ ଅନନ୍ୟା, ଫ୍ୟାନ୍ସଙ୍କ ବଢିଗଲା ହାର୍ଟବିଟ୍

Ananya Panday:ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ତ । ଅନନ୍ୟାଙ୍କ ହଟନେସ ଓ ସ୍ଲିମ ଫିଗର ପାଇଁ ଫ୍ୟାନ୍ସ ପାଗଳ । ନିକଟରେ ଅନନ୍ୟାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ନିଆଁ ଲଗାଇଛି ।

1/4

ଏହି ଫଟୋରେ ଆପଣ ଦେଖିପାରୁଥିବେ ଯେ, ଅନନ୍ୟା କେବଳ ଟି-ସାର୍ଟ ପିନ୍ଧି ବସିଛନ୍ତି ଏବଂ ସେ ତାଙ୍କର ଦୁଇ ଗୋଡକୁ ଛନ୍ଦିଛନ୍ତି। ତାଙ୍କ ମୁହଁରେ ପଡ଼ୁଥିବା ସୂର୍ଯ୍ୟ କିରଣ ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରୀ ଦ୍ବି ଗୁଣିତ କରୁଛି । ତେବେ  ଅଭିନେତ୍ରୀଙ୍କ ଏହି ବୋଲ୍ଡ ଫଟୋ ଗୁଡିକୁ ଫ୍ୟାନ୍ସ କାଫି ପସନ୍ଦ କରିଛନ୍ତି । 

 

2/4

ନିକଟରେ 'କଫି ୱିଥ୍ କରନ' ଶୋକୁ  ପ୍ରସିଦ୍ଧ ବଲିଉଡ ଅଭିନେତା ମାନଙ୍କର ପତ୍ନୀ  ଆସିଥିଲେ। ଭାବନା ପାଣ୍ତେ, ମହିପ କପୁର ଓ ଗୌରୀ ଖାନ । ଅଭିନେତ୍ରୀ ଅନନ୍ୟାଙ୍କ ମା' ଭାବନାଙ୍କୁ କରନ ଦେଇଥିଲେ ଆଶ୍ଚର୍ଯ୍ୟ କଲା ପରି ଖବର । ଯାହା ଫ୍ୟାନ୍ସଙ୍କୁ ମଧ୍ୟ ଚକିତ କରିଥିଲା ।

 

3/4

ଶୋ'ରେ କରନ କହିଥିଲେ ଅନନ୍ୟା ଏକା ସହିତ ଦୁଇ ଜଣ ପୁଅଙ୍କୁ ଡେଟ୍ କରୁଥିଲେ । ଏ କଥା ଶୁଣିବା ପରେ ମା' ଭାବନା ଝିଅ ଅନନ୍ୟାଙ୍କ ପକ୍ଷ ନେଇ କହିଥିଲେ 'ନା ସେ ଏପରି କରି ନଥିବ, କାରଣ ପୂର୍ବରୁ ସେ ଜଣଙ୍କ ସହ ବ୍ରେକଅପ୍ କରିସାରିଛି' । ହେଲେ କରନ କହିଥିଲେ ଏହା ସତ୍ୟ ନୁହେଁ ମୋତେ ଲାଗୁଛି ସେ ଏପରି କରିଥିଲେ ।

 

4/4

ଅନନ୍ୟା ପାଣ୍ତେ କିଛି ଦିନ ପୂର୍ବରୁ ଇଶାନ ଖଟ୍ଟରଙ୍କ ସହ ବ୍ରେକ୍ଅପ କରିସାରିଛନ୍ତି । ଇଶାନ ଓ ଅନନ୍ୟା କରନଙ୍କ ଶୋ'ରେ ଭିନ୍ନ ଭିନ୍ନ ଏପିସୋଡରେ ମଧ୍ୟ ନଜର ଆସିଥିଲେ । କରନ ଅନନ୍ୟାଙ୍କୁ ପ୍ରଶ୍ନ କରିଥିଲେ ଯେ ତୁମେ ବିଜୟ ଦେବରାକୋଣ୍ତାଙ୍କୁ ଡେଟ୍ କରୁଛ କି ଯାହାର ଉତ୍ତରରେ ଅଭିନେତ୍ରୀ କହିଥିଲେ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଡେଟ୍ । କରଣଙ୍କୁ ଅନନ୍ୟା ଏହା ମଧ୍ୟ କହିଥିଲେ ଯେ ସେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମଧ୍ୟ ବେଶ୍ ପସନ୍ଦ କରନ୍ତି । ସେହିପରି ବିଜୟ ଓ ଅନନ୍ୟାଙ୍କ ସମ୍ପର୍କକୁ ନେଇ ମଧ୍ୟ ମା' ଭାବନା ପାଣ୍ତେଙ୍କୁ କରନ ପ୍ରଶ୍ନ ପଚାଥିଲେ ଯାହାର ଉତ୍ତରରେ ସେ କହିଥିଲେ ଯେ ଏହି ଅଭିନେତାଙ୍କ ଲୁକ୍ ମୋତେ ବହୁତ୍ ଭଲ ଲାଗେ ।