Advertisement
Photo Details/zeeodisha/odisha1787179
photoDetails0hindi

Ollywood News: ଅଗଷ୍ଟରେ ରିଲିଜ୍ ହେବ 'ପ୍ରଥା'; ଦେଖନ୍ତୁ ସୁଟିଂ ସେଟର ଝଲକ

ନୂଆ ଓଡ଼ିଆ ସିନେମା 'ପ୍ରଥା'କୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା । ଦେଖନ୍ତୁ ସୁଟିଂ ସେଟର କିଛି ଦୃଶ୍ୟ..

1/8

ଓଲିଉଡ୍ ନାୟିକା ଶୀତଲ ପାତ୍ର ସିନେମାରେ ସ୍ୱରାଜଙ୍କ ସହ ନାୟିକା ଭାବରେ ଅଭିନୟ କରିଛନ୍ତି । ପ୍ରଥମଥର ସ୍ୱରାଜ ଓ ଶୀତଲଙ୍କ ଯୋଡି ଦର୍ଶକେ ଦେଖିବାକୁ ପାଇବେ

2/8

'ପ୍ରଥା' ସିନେମାର ପୋଷ୍ଟରରେ ନାୟକ ସ୍ୱରାଜଙ୍କ ଭିନ୍ନ ଏକ ଅବତାର

3/8

ସୁଟିଂ ପାଇଁ ଅଭିନେତା ସ୍ୱରାଜଙ୍କୁ ସୁଟିଂ ସେଟରେ ମେକଅପ୍ ଦିଆଯାଉଛି ।

4/8

ନାୟକ ସ୍ୱରାଜ ସିନେମାର ନାୟିକାଙ୍କୁ ଏକ ରେକ୍ସାରେ ବୁଲାଉଥିବା ସମୟର ଦୃଶ୍ୟ

5/8

ସିନେମାରେ ନାୟକ ସ୍ୱରାଜ ଅଧିକ କେଶ ରଖିଥିବା ଦେଖିବାକୁ ମିଳିଛି । ତେବେ ଏପରି ବେଶ କାହିଁକି ତାହା ଆପଣ ସିନେମା ଦେଖିଲେ ହିଁ ଜାଣିପାରିବେ ।

6/8

ଓଲିଉଡ ଅଭିନେତା ସ୍ୱରାଜଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ

7/8

ଘଞ୍ଚ ଜଙ୍ଗଲ ତଥା ପ୍ରାକୃତିକ ପରିବେଶ ଭରା ଅଞ୍ଚଳ କୋରାପୁଟ ସମେତ ରାଜ୍ୟ ବାହାରେ ମଧ୍ୟ 'ପ୍ରଥା'ର ସୁଟିଂ ହୋଇଛି ।

8/8

ଦୁଇଜଣ ନାୟିକାଙ୍କ ସହ ଦେଖିବାକୁ ମିଳିବ ଓଲିଉଡ ନାୟକ ସ୍ୱରାଜ ବାରିକଙ୍କୁ ।