Advertisement
Photo Details/zeeodisha/odisha1759720
photoDetails0hindi

World Cup Golden Bat Winners List: ବିରାଟ କରିବେ ନୂଆ ରେକର୍ଡ ନା ସଚିନଙ୍କ ସମକକ୍ଷ ହେବେ ରୋହିତ; ଦେଖନ୍ତୁ ଗୋଲଡେନ୍ ବ୍ୟାଟ୍ ବିଜେତାଙ୍କ ପୂରା ଲିଷ୍ଟ

ICC World Cup Golden Bat Winner: ବିଶ୍ୱକପ୍ ୨୦୨୩ ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୮ ଅକ୍ଟୋବରରୁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ, ଏହା ପରେ ୧୧ ଅକ୍ଟୋବରରେ ଟିମ୍ ଇଣ୍ଡିଆ ଆଫଗାନିସ୍ତାନକୁ ଭେଟିବ, ଏହା ପରେ ୧୫ ଅକ୍ଟୋବରରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ଏକ ବଡ଼ ମ୍ୟାଚ୍ ଖେଳିବ । ଏହି ସବୁ ମଧ୍ୟରେ ବିଶ୍ୱକପରେ ମିଳୁଥିବା ବିଶେଷ ପୁରସ୍କାର, 'ଡବ୍ଲୁସି ଇତିହାସ ତାଲିକାର ଗୋଲ୍ଡେନ୍ ବ୍ୟାଟ୍ ବିଜେତା' ବିଷୟରେ କହୁଛୁ । 

 

1/11

ଗୋଲଡେନ୍ ବ୍ୟାଟ୍ ୧୯୭୫ ବିଜେତା: ଗ୍ଲେନ୍ ଟର୍ନର (Glenn Turner) । ୧୯୭୫ ମସିହାରେ ନ୍ୟୁଜଲ୍ୟାଣ୍ଡ ଖେଳାଳି ଗ୍ଲେନ୍ ଟର୍ନର ୪ଟି ମ୍ୟାଚରେ ୩୩୩ ରନ୍ କରି ଗୋଲ୍ଡେନ୍ ବ୍ୟାଟ୍ ବିଜେତା ହୋଇଥିଲେ ।

2/11

ଗୋଲଡେନ୍ ବ୍ୟାଟ୍ ୧୯୭୯ ବିଜେତା: ଗର୍ଡନ୍ ଗ୍ରୀନଜ୍ (Gordon Greenidge) । ୧୯୭୯ ମସିହାରେ ୱେଷ୍ଟେଇଣ୍ଡିଜ୍ ଖେଳାଳି ଗର୍ଡନ୍ ଗ୍ରୀନଜ୍ ୪ଟି ମ୍ୟାଚରେ ୨୫୩ ରନ୍ କରି ଗୋଲ୍ଡେନ୍ ବ୍ୟାଟ୍ ବିଜେତା ହୋଇଥିଲେ ।

3/11

ଗୋଲଡେନ୍ ବ୍ୟାଟ୍ ୧୯୮୭ ବିଜେତା: ଗ୍ରାହାମ୍ ଗୋଚ୍ (Graham Gooch) । ୧୯୮୭ ମସିହାରେ ଇଂଲଣ୍ଡ ଖେଳାଳି ଗର୍ଡନ୍ ଗ୍ରୀନଜ୍ ୮ଟି ମ୍ୟାଚରେ ୪୭୧ ରନ୍ କରି ଗୋଲ୍ଡେନ୍ ବ୍ୟାଟ୍ ବିଜେତା ହୋଇଥିଲେ ।

4/11

ଗୋଲଡେନ୍ ବ୍ୟାଟ୍ ୧୯୯୨ ବିଜେତା: ମାର୍ଟିନ୍ କ୍ରୋ (Martin Crowe) । ୧୯୯୨ ମସିହାରେ ଅଷ୍ଟ୍ରେଲିଆ ଖେଳାଳି ଗର୍ଡନ୍ ଗ୍ରୀନଜ୍ ୯ଟି ମ୍ୟାଚରେ ୪୫୬ ରନ୍ କରି ଗୋଲ୍ଡେନ୍ ବ୍ୟାଟ୍ ବିଜେତା ହୋଇଥିଲେ ।

5/11

ଗୋଲଡେନ୍ ବ୍ୟାଟ୍ ୧୯୯୬ ବିଜେତା: ସଚିନ୍ ତେନ୍ଦୁଲକର (Sachin Tendulkar) । ୧୯୯୬ ମସିହାରେ ସଚିନ୍ ତେନ୍ଦୁଲକର ୭ଟି ମ୍ୟାଚରେ ୫୨୩ ରନ୍ କରି ଗୋଲ୍ଡେନ୍ ବ୍ୟାଟ୍ ବିଜେତା ହୋଇଥିଲେ ।

6/11

ଗୋଲଡେନ୍ ବ୍ୟାଟ୍ ୧୯୯୯ ବିଜେତା: ରାହୁଲ ଦ୍ରାବିଡ (Rahul Dravid) । ୧୯୯୯ ମସିହାରେ ରାହୁଲ ଦ୍ରାବିଡ ୮ଟି ମ୍ୟାଚରେ ୪୬୧ ରନ୍ କରି ଗୋଲ୍ଡେନ୍ ବ୍ୟାଟ୍ ବିଜେତା ହୋଇଥିଲେ ।

7/11

ଗୋଲଡେନ୍ ବ୍ୟାଟ୍ ୨୦୦୩ ବିଜେତା: ସଚିନ୍ ତେନ୍ଦୁଲକର (Sachin Tendulkar) । ୨୦୦୩ ମସିହାରେ ସଚିନ୍ ତେନ୍ଦୁଲକର ୧୧ଟି ମ୍ୟାଚରେ ୬୭୩ ରନ୍ କରି ବିଶ୍ୱକପରେ ଦ୍ୱିତୀୟ ଥର ଗୋଲ୍ଡେନ୍ ବ୍ୟାଟ୍ ବିଜେତା ହୋଇଥିଲେ ।

8/11

ଗୋଲଡେନ୍ ବ୍ୟାଟ୍ ୨୦୦୭ ବିଜେତା: ମାଥ୍ୟୁ ହେଡେନ (Matthew Hayden) । ୨୦୦୭ ମସିହାରେ ଅଷ୍ଟ୍ରେଲିଆ ଖେଳାଳି ଗର୍ଡନ୍ ଗ୍ରୀନଜ୍ ୧୦ଟି ମ୍ୟାଚରେ ୬୫୯ ରନ୍ କରି ଗୋଲ୍ଡେନ୍ ବ୍ୟାଟ୍ ବିଜେତା ହୋଇଥିଲେ ।

9/11

ଗୋଲଡେନ୍ ବ୍ୟାଟ୍ ୨୦୧୧ ବିଜେତା: ତିତକରତ୍ନେ ଦିଲଶାନ୍ (Tillakaratne Dilshan) । ୨୦୧୧ ମସିହାରେ ଶ୍ରୀଲଙ୍କା ଖେଳାଳି ଗର୍ଡନ୍ ଗ୍ରୀନଜ୍ ୯ଟି ମ୍ୟାଚରେ ୫୦୦ ରନ୍ କରି ଗୋଲ୍ଡେନ୍ ବ୍ୟାଟ୍ ବିଜେତା ହୋଇଥିଲେ ।

10/11

ଗୋଲଡେନ୍ ବ୍ୟାଟ୍ ୨୦୧୫ ବିଜେତା: ମାର୍ଟିନ୍ ଗୁପ୍ତିଲ୍ (Martin Guptill) । ୨୦୧୫ ମସିହାରେ ଅନ୍ୟୁଜଲ୍ୟାଣ୍ଡ ଖେଳାଳି ମାର୍ଟିନ୍ ଗୁପ୍ତିଲ୍ ୯ଟି ମ୍ୟାଚରେ ୫୪୭ ରନ୍ କରି ଗୋଲ୍ଡେନ୍ ବ୍ୟାଟ୍ ବିଜେତା ହୋଇଥିଲେ ।

11/11

ଗୋଲଡେନ୍ ବ୍ୟାଟ୍ ୨୦୧୯ ବିଜେତା: ରୋହିତ ଶର୍ମା (Rohit Sharma) । ୨୦୧୯ ମସିହାରେ ରୋହିତ ଶର୍ମା ୯ଟି ମ୍ୟାଚରେ ୬୪୮ ରନ୍ କରି ଗୋଲ୍ଡେନ୍ ବ୍ୟାଟ୍ ବିଜେତା ହୋଇଥିଲେ ।